Odisha News Portal

ଦେଖନ୍ତୁ ଭିଡ଼ିଓ – ରସିକିଆ ସ୍ୱାମୀ ଙ୍କ କଳା କାରନାମା ଭିଡ଼ିଓ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ…

ପ୍ରେମ କେତେବେଳେ କାହା ସହ ହୋଇଯାଏ କେହି ବି ଜାଣି ପାରନ୍ତି ନାହିଁ।ଏହା ଏମିତି ଏକ ସମ୍ପର୍କ ଯାହା ମଣିଷକୁ ସ୍ନେହ ମମତା ଓ ଭଲ ପାଇବା ପାଇଁ ନିଜକୁ ଅନ୍ୟ ପାଖରେ ଉତ୍ସର୍ଗ କରି ଦେଇଥାଏ। ବାସ୍ତବରେ ପ୍ରେମ ଓ ଭଲ ପାଇବା ଏକ ନିଆରା ଏବଂ ସୁନ୍ଦର ଅନୁଭବ ଅଟେ।ଆଜିର ଦୁନିଆରେ ଅନେକ ପ୍ରେମ କାହାଣୀ ଅଗ୍ରସର ହେଉଛି ଇଣ୍ଟରନେଟ୍ ରେ।ଏହି କାରଣରୁ ଉଭୟ ଉଭୟଙ୍କୁ ଭଲ ଭାବରେ ବୁଝିବା ବା ଜାଣିବା ସମ୍ଭବ ହେଉନାହିଁ।ପ୍ରକୃତ ପ୍ରେମ କାହାଣୀ ବହୁତ୍ କମ୍ ଦେଖିବାକୁ ମିଳୁଛି। ପ୍ରେମର ବାସ୍ତବ ସଂଜ୍ଞା କୁ ଭୁଲି ଯାଉଛନ୍ତି ପ୍ରେମ କରୁଥିବା କିଛି ଲୋକ।ପ୍ରେମ କେତେବେଳେ କାହା ସହ ହୋଇଯାଏ କେହି ବି ଜାଣି ପାରନ୍ତି ନାହିଁ।

ଏହା ଏମିତି ଏକ ସମ୍ପର୍କ ଯାହା ମଣିଷକୁ ସ୍ନେହ ମମତା ଓ ଭଲ ପାଇବା ପାଇଁ ନିଜକୁ ଅନ୍ୟ ପାଖରେ ଉତ୍ସର୍ଗ କରି ଦେଇଥାଏ।କିନ୍ତୁ ତଥାପି କିଛି ମାତ୍ରା ରେ ଏବେବି ସେଇ ନିଛଟ ପ୍ରେମ କାହାଣୀ ଆଜିର ଦୁନିଆରେ ଜୀବିତ ହୋଇ ରହିଛି। ଏହା ଏମିତି ଏକ ନିଆରା ଅନୁଭୂତି ଦେଇଥାଏ ଯେଉଁଥିରେ ରହିଥାଏ ସ୍ନେହ ମମତା ଓ ଭଲ ପାଇବା ଏବଂ ଉତ୍ସଗିକୃତତା।କିନ୍ତୁ ସମୟ କ୍ରମେ ଏହି ପ୍ରେମ କରୁଥିବା ଲୋକ ମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ ବିଡମ୍ବନା। ହଜିଯାଏ ସେହି ପ୍ରେମର ପରିଭାଷା। ଆଉ ଦେଖାଦିଏ ତିକ୍ତତା। ସେହିଭଳି ଏବେ କେଉଁଝର ର ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଯେଉଁଠି ହସ ଖୁସିର ସଂସାର ଭାଙ୍ଗି ଚୁରମାର ହୋଇ ଯାଇଛି।

ଆଉ ଏବେ ତାଙ୍କ ଘଟଣା ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି।ଏହି ଭିଡିଓ ମାଧ୍ୟମରେ ଆପଣ ସେ ବିଷୟରେ ଜାଣି ପାରିବେ। ଦେଖନ୍ତୁ ଏଠାରେ କିଭଳି ଭାବରେ ଖୁସିର ସହିତ ପରସ୍ପର ଉଠାଇଛନ୍ତି ଅନେକ ଫଟୋ ଏବଂ ଖୁସିରେ ହୋଇ ଯାଇଛନ୍ତି ମସଗୁଲ୍।ତେବେ ସୂଚନା ଅନୁସାରେ ପ୍ରେମ ବିବାହ ପରେ ଯେତେବେଳେ ସଂସାର ଗଢ଼ି ଉଠିଥିଲା ସେତେବେଳେ ମୁକେଶ ଏବଂ ପୂର୍ଣ୍ଣିମା ବେଶ୍ ଖୁସିରେ ଥିଲେ।ପରେ ସବୁକିଛି ବିଗିଡି ଯାଇଥିଲା। ପୂର୍ଣ୍ଣିମା ନାବାଳିକା ଥିବା ବେଳେ ମୁକେଶ ତାକୁ ଭଲପାଇ ବିବାହ କରିଥିଲା।

ଝିଅର ଜାତି ପୁଅର ଜାତି ଠାରୁ ଅଲଗା ହୋଇଥିଲେ ବି ପୁଅ ବିବାହ ପାଇଁ ରାଜି ହୋଇଥିଲା ଏବଂ ବିବାହ ମଧ୍ୟ ହୋଇଥିଲା। ପୁଅର କଥାରେ ବିଶ୍ୱାସ କରି ପୂର୍ଣ୍ଣିମା ମାଆ ମଧ୍ୟ ହେଲା। ହସଖୁସିର ସଂସାର କିନ୍ତୁ ବେଶୀ ଦିନ ଯାଇ ନଥିଲା। ଶେଷରେ ମୁକେଶ ଦେଲା ଧୋକା ଏବଂ ସ୍ତ୍ରୀ ଥାଉ ଥାଉ ଦ୍ଵିତୀୟ ବିବାହ କରି ବସିଲା। ଆଉ ନିଜର ନ୍ୟାୟ ପାଇବା ପାଇଁ ଏବେ ପୂର୍ଣ୍ଣିମା ଏହାକୁ ନେଇ ଅଭିଯୋଗ ଆଣିବା ପରେ ଘଟଣା ସର୍ବ ସମ୍ମୁଖକୁ ଆସିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।