Odisha News Portal

ଦେଖନ୍ତୁ Live ଭିଡିଓ ପୁଣି ଚର୍ଚ୍ଚାରେ ଯାତ୍ରା ଆଲବମ କୁଇନ ରାଣୀ ଓଡ଼ିଶା ଛାଡି ସବୁଦିନ ପାଇଁ ଗୋଆ ଚଳିଗଲେ ରାଣୀ ପଣ୍ଡା

ଆଜି ଆମେ ଆପଣ ମାନଙ୍କୁ ରାନୀ ପଣ୍ଡାଙ୍କ ଏକ ବହୁତ ସୁନ୍ଦର କଥା ବିଷୟରେ କହିବୁ । ରାନୀ ପଣ୍ଡାଙ୍କର ଏପରି କାମ ପାଇଁ ଆପଣ ମାନେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରନ୍ତି ମାତ୍ର ଅନେକ ସମୟରେ ସେ ଏମିତି କିଛି କାମ କରନ୍ତି ଯେଉଁଥିପାଇଁ ସେ ସର୍ବଦା ବିବାଦରେ ଭରି ରହିଥାନ୍ତି । ତେବେ ତାଙ୍କୁ ଏକ ବିବାଦୀୟ ଅଭିନେତ୍ରୀ ନାମରେ ମଧ୍ୟ ଅନେକ ସମୟରେ ଜଣାଥାଏ । ଆପଣ ମାନେ ତ ଜାଣିଛନ୍ତି ରାନୀ ପଣ୍ଡା ହେଉଛନ୍ତି ଓଡ଼ିଶାର ଏକ ଚର୍ଚ୍ଚିତ ଚେହେରା । ଯିଏକି କିଛି ନା କିଛି କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ।

ଯାତ୍ରା ପ୍ୟାଣ୍ଡେଲ ରେ ତାଙ୍କର ଜଲବା ହେଉ କିମ୍ବା ବେଣୁ ମଉସାଙ୍କ ନିର୍ବାଚନୀ ପ୍ରଚାର ହେଉ ଅଥବା ରିଲିଫ ପାଣ୍ଠି କୁ ଦାନ ହେଉ କିମ୍ବା ଯାତ୍ରା କଳାକାର ଙ୍କ ପାଇଁ ବିକ୍ଷୋଭ କଥା ହେଉ, ସବୁଆଡେ ସେ ଚର୍ଚ୍ଚାରେ ରହି ଥାଆନ୍ତି ମାତ୍ର ଏବେକା ସମୟରେ ରାନୀ ଆଉ ଓଡିଶାରେ ନାହାନ୍ତି ।

ରାଣୀ ଓଡ଼ିଶା ଛାଡି ଯାଉଛନ୍ତି ବୋଲି ନିଜର ପ୍ରସନଲ ଫେସବୁକ ଆକାଉଣ୍ଟ ଜରିଆରେ ନିଜର ପ୍ରଶଂସକ ଙ୍କୁ ଜଣାଇଥିଲେ । ତେବେ ସେ ଏହି ଚାଟ ରେ ଲେଖିଛନ୍ତି ଯେ “ବାଏ ବାଏ ଓଡ଼ିଶା ,ମୁଁ ଆଉ ତତେ କେବେବି ହଇରାଣ କରିବି ନାହିଁ ।

ମୁଁ ସବୁଦିନ ପାଇଁ ତ ଠାରୁ ଦୂର କୁ ଚାଲିଯାଉଛି ଆଉ କେବେ ତ ପାଖକୁ ଫେରିବି ନାହିଁ । ତୁମ ଠାରୁ ମୁଁ ସବୁଦିନ ପାଇଁ ବିଦାୟ ନେଉଛି ,ସାରା ଓଡ଼ିଶା ବାସୀ ମତେ ଆଶୀର୍ବାଦ କରନ୍ତୁ ଇତି ତୁମର ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା “ ।

ଏହା ପରେ ସେ କହିଥିଲେ କି ସେ କିଛି କାମ ପାଇଁ ଓଡିଶା ଛାଡିଛନ୍ତି ଓଡିଶାର କିଛି ଲୋକମାନେ ତାଙ୍କୁ ଶାନ୍ତିରେ ରହିବା ପାଇଁ ଦେଲେ ନାହିଁ , ମାତ୍ର ସେ ନିଜକୁ ନିଜ ଗୋଡରେ ଛିଡା ହେବା ପାଇଁ କିଛି କାମ କରିବା ପାଇଁ ଓଡିଶା ଛାଡିଛନ୍ତି ବୋଲି । ଏହା ପରେ ସେ ଓକ ହୋଟଲରେ ବହୁତ ମଜା କରୁଥିବାର ଏବଂ ଡ୍ୟାନ୍ସ କରୁଥିବାର ଏକ ଭିଡିଓରେ ଦେଖାଦେଇଥିଲା ଯେଉଁଥିରେ ରାନୀ ବହୁତ ଖୁସି ଜଣାପଡୁଥିଲେ ।

 ତେବେ ଏବେକା ସମୟରେ ରାନୀଙ୍କର ଅନ୍ୟ ଏକ ଭିଡିଏ ଭାଇରାଲ ହେଉଛି ଯେଉଁ ଧିଡିଏରେ ସେ ଦିଲ୍ଲୀ ଏୟାରପୋର୍ଟରେ ଅଛନ୍ତି ଏବଂ ସେ କହିଛନ୍ତି କି ସେ ଏବେ ଦିଲ୍ଲୀରୁ ଗୋଆକୁ ଯିବେ ବୋଲି । ୟେଉଁଥିରେ ସେ ସମସ୍ତଙ୍କୁ ବାଏ ବାଏ ବୋଲି କହୁଛନ୍ତି ଏହାର ପରେ ଦିଲ୍ଲୀ ଏୟାରପୋର୍ଟକୁ ବୁଲେଇ କରି ଦେଖଉଛନ୍ତି ।

ଏା ପରେ ସେ ଏୟାରପ୍ଲେନରେ ବସିବା ସମୟରେ ମଧ୍ୟ କିଛି ବିଡିଏ କରି ଦେଖେଇଛନ୍ତି ସେ ମାସ୍କ ମଧ୍ୟ ପିନ୍ଧିଛନ୍ତି । ତାହା ପରେ ଶେଷରେ ମଧ୍ୟ ସେ ସମସ୍ତଙ୍କୁ ବାଏ ବାଏ କହିଛନ୍ତି । ତେବେ ରାନୀଙ୍କର ଏପରି କହିବାର ଶୈଳୀରୁ ଜଣାପଡୁଛି କି ସେ ଆଉ କେବେ ଓଡିଶା ଫେରିବେ ନାହିଁ ବୋଲି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।