“ରାଣୀ ପଣ୍ଡାକୁ ଲୋକ ଏମିତି ମାରିଛନ୍ତି ଯେ ମୋର ପୁରା ପଡୁଛି, ମୁଁ କାହା କଥାକୁ ଖାତିର କରେନି”: ଏ ନେଇ କଣ କହୁଛନ୍ତି ରାଣୀ ପଣ୍ଡା… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଥିବା ଭିଡ଼ିଓ ଯାହାକୁ ଦେଖି ଦର୍ଶକ ମାନେ ମୋତୁଆଲା ହେଉଛନ୍ତି | ଓଡିଶା ଯାତ୍ରା ଜଗତର ନିଜର ଅଭିନୟ ଓ ଡ୍ୟାନ୍ସ ମାଧ୍ୟାମ ରେ ଲୋକମାନଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଓଡିଶା ଜଗତର ଡ୍ୟାନ୍ସ କୁଇନ ବା ଯାହାକୁ ଆମେ ଆଇଟମ ଗାର୍ଲ ଭାବେ ଆମେ ସେ ହେଉଛନ୍ତି ରାଣୀ ପଣ୍ଡା | ଯାହାଙ୍କର ଅଭିନୟ ଦେଖିବା ହେଉ କିମ୍ବା ଡ୍ୟାନ୍ସ ଦେଖିବା ହେଉ ଲୋକମାନେ ତାଙ୍କର ଟିକିଏ ଝଲକ ପାଇବା ପାଇଁ | ଲୋକମାନେ ବହୁତ ଦୂର କୁ ଯିବାର ମଧ୍ୟ ଦେଖାଯାଏ | ତେବେ ଏହି ଦୁର୍ଗା ପୂଜା ରେ ତାଙ୍କର ଏକ ଡ୍ୟାନ୍ସ ଭିଡ଼ିଓ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ରାଣୀ ପଣ୍ଡା ଭାଇରାଲ ଡ୍ୟାନ୍ସ ବିଷୟରେ |

ତେବେ ବନ୍ଧୁଗଣ ଏବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଥିବା ଏକ ଭିଡ଼ିଓ ଯାହା ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥିବା ଜଣାପଡିଛି | ସୂଚନା ଅନୁଯାୟୀ ଭୁବନେଶ୍ୱର ରସୁଲଗଡ ସ୍ଥିତି ଦୁର୍ଗାପୂଜା କମିଟି ଦ୍ୱାରା ଆୟୋଜନ କରାଯାଇଥିବା ଏକ ଡ୍ୟାନ୍ସ ପ୍ରୋଗରାମ ରେ ରାଣୀ ପଣ୍ଡା କୁ ଅଣାଯାଇଥିଲା | ତେବେ ରସଲଗୋଡ଼ ରେ ରାଣୀ ପଣ୍ଡା ପହଞ୍ଚିବା ପରେ | ସେ ଷ୍ଟେଜ ଉପରକୁ ଯାଇ ଯେଉଁ ପରି ଭାବରେ ଏନକାରିଙ୍ଗ କରିବା ସହିତ | ତାଙ୍କର ଡ୍ୟାନ୍ସ ଦର୍ଶକ ମାନଙ୍କୁ ଦେଖାଇଥିଲେ ତାହା ଅତି ଆକର୍ଷଣୀୟ ଥିଲା |

ତେବେ ଦର୍ଶକ ମାନେ ତାଙ୍କର ଏହି ଡ୍ୟାନ୍ସ ଦେଖି ନିଜେ ମଧ୍ୟ ନାଚିବାରେ ଦେଖା ଯାଇଥିଲା | ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |
ତେବେ ଦୀର୍ଘ ଦିନ ପରେ ରାଣୀ ପଣ୍ଡା ଙ୍କୁ ପାଖରେ ପାଇ ଦର୍ଶକ ମାନଙ୍କ ପୂର୍ବ ପରି ଖୁସି ଦେଖିବାକୁ ମିଳିଥିଲା ବୋଲି କୁହାଯାଇଛି | ସେ ଯାହା ବି ହେଇ ରାଣୀ ପଣ୍ଡା ଙ୍କର ଷ୍ଟେଜ ଉପରେ ଏହିପରି ଡ୍ୟାନ୍ସ ଦେଖି ସେଠାରେ ଉପସ୍ଥିତ ଦର୍ଶକ ମାନେ ମୋତୁଆଲା ହେଇଯାଇଥିଲେ ଓ ରାଣୀ ପଣ୍ଡା ଡ୍ୟାନ୍ସ ଦେଖି ଝୁମିବାକୁ ଲାଗିଥିଲେ |

ତେବେ ଡ୍ୟାନ୍ସ ସରିବା ପରେ ରାଣୀ ପଣ୍ଡା ଙ୍କ ସହିତ ସାକ୍ଷାତକାର ରେ ରାଣୀ ପଣ୍ଡା କହିଥିଲେ ଯେ, ରାଣୀ ପଣ୍ଡା କୁ ଲୋକେ ଏମିତି ମାଗୁଛନ୍ତି ଯେ ମୋର ପୁରା ପଡୁଛି, ସେ ଏ କଥା ମଧ୍ୟ କହିଥିଲେ ଯେ ମୁଁ କାହାକୁ ଖାତିର କରେନି | ତାପରେ ଭିଡ଼ିଓ ଟି ଜଣେ ତାଙ୍କର ବୟ ଫ୍ରେଣ୍ଡ କଥା ପଚାରିବାରୁ ସେ କହିଥିଲେ | ଏ ବୟସ ରେ ମୋର ଆଉ ବୟ ଫ୍ରେଣ୍ଡ କଣ ହେବ କହି ସେ ସେଠାରୁ ଚାଲିଯାଇଥିଲେ | ଆଉ ତାଙ୍କର ଏହି କଥା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment