Odisha News Portal

ରାମାୟଣ କିଏ ରଚନା କରିଥିଲେ , ଯାହାର ଉତ୍ତର 99 ପ୍ରତିଶତ ଲୋକମାନଙ୍କୁ ଜଣା ନାହିଁ

ଆମର ଦୈନନ୍ଦିନ ଜୀବନରେ ବା ଆମର ଶିକ୍ଷା କ୍ଷେତ୍ରରେ ସାଧାରଣ ଜ୍ଞାନର ଅଧିକ ପ୍ରୟୋଜନ ରହିଥାଏ । ଯାହା ଆମ କ୍ୟାରିଅରରେ ଆଗକୁ ଯିବା ପାଇଁ ଅନେକ ସାହାର୍ଯ୍ୟ କରିଥାଏ । ଅନେକ ପିଲାମାନେ କମ୍ପିଟେଟିଭ ପରିକ୍ଷାରେ ସାଧାରଣ ଜ୍ଞାନର ଅଧିକ ଆବଶ୍ୟକତା ରହିଥାଏ ଏବଂ ଆମକୁ ଜୀବନର ଲକ୍ଷ ସ୍ଥଳରେ ପହଞ୍ଚିବା ପାଇଁ ସାହାର୍ଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ରାମାୟଣ ସମ୍ୱନ୍ଧୀୟ କେତେକ ପ୍ରଶ୍ନ ଉତ୍ତର ବିଷୟରେ ।

1 ଏମାନଙ୍କ ମଧ୍ୟରୁ କିଏ ଗୋଟିଏ ଗୋଡରେ ଠିଆ ହୋଇ ପାଞ୍ଚ ହଜାର ବର୍ଷ ପର୍ଯ୍ୟନ୍ତ ପ୍ରାର୍ଥନା କରିଥିଲେ ?
ଉତ୍ତର – ବିଭୀଷଣ ।

2କେଉଁ ମହର୍ଷି ନିଜ ପିତାଙ୍କ ଆଦେଶରେ ମାତାଙ୍କ ମୁଣ୍ଡ କାଟି ଦେଇଥିଲେ ?
ଉତ୍ତର – ପର୍ଶୁରାମ ।

3 କେଉଁ ଋଷି ରାମଚନ୍ଦ୍ରଙ୍କୁ ବନବାସ ନପଠେଇବା ପାଇଁ ଚେଷ୍ଟା କରିଥିଲେ ?
ଉତ୍ତର – ଜାବାଳି ।

4 ରାବଣର କେଉଁ ପୁତ୍ରକୁ ହନୁମାନ ଅଶୋକ ବାଟିକାରେ ହତ୍ୟା କରିଥିଲେ ?
ଉତ୍ତର – ଅକ୍ଷକୁମାର ।

5 କାହାର କହିବା ଅନୁସାରେ ରାମଚନ୍ଦ୍ର , ମାତା ସୀତା ଦେବୀଙ୍କୁ ତ୍ୟାଗ କରି ଦେଇଥିଲେ ?
ଉତ୍ତର -ଦୂର୍ମୁଖ ।

6 କେଉଁ ବାନର ବାଳି ଏବଂ ସୁଗ୍ରୀବଙ୍କ ପିତା ଅଟନ୍ତି ?
ଉତ୍ତର – ରୁକ୍ଷରାଜ ।

7 ମହର୍ଷି ବାଲ୍ମକୀଙ୍କର ପିଲା ଦିନର ନାମ କଣ ?
ଉତ୍ତର – ରତ୍ନାକର ।

8 ଲଙ୍କାରେ ଅଗ୍ନି ସଂଯୋଗ କରିବା ପରେ ହନୁମାନ କେଉଁ ପର୍ବତରୁ ସମୁଦ୍ରକୁ ଲମ୍ଫ ମାରିଥିଲେ ?
ଉତ୍ତର – ଅରଷ୍ଟି ।

9 ରାମାୟଣର ଦ୍ୱିତୀୟ କାଣ୍ଡଟିର ନାମ କଣ ?
ଉତ୍ତର – ଅଯୋଧ୍ୟାକାଣ୍ଡ ।

10 ପିତାମହ ବ୍ରହ୍ମା କେଉଁ ବାୟୁ ବିମାନଟିକୁ କୁବେରକୁ ଦେଇଥିଲେ ?
ଉତ୍ତର – ପୁଷ୍ପକ ବିମାନ ।

11 କେଉଁ ଦେବତାଙ୍କୁ ସର୍ପମାଳି କୁହାଯାଏ ?
ଉତ୍ତର – ଶିବ ।

12 ଲକ୍ଷ୍ମଣଙ୍କର ଥରକରେ କେତୋଟି ଶର ମାରିବାର କ୍ଷମତା ଥିଲା ?
ଉତ୍ତର – 500 ଟି ।

13 ରାବଣ କାହାଠାରୁ ସିଦ୍ଦିମନ୍ତ୍ର ଲାଭ କରିଥିଲା ?
ଉତ୍ତର – ବ୍ରହ୍ମା ।

14 ରାକ୍ଷସ କୁମ୍ଭକର୍ଣ୍ଣ ବ୍ରହ୍ମାଙ୍କୁ କେଉଁ ବର ମାଗିବା ପାଇଁ ଯଜ୍ଞ କରିଥିଲା ?
ଉତ୍ତର – ଇନ୍ଦ୍ରାସନ ।

15 ରାକ୍ଷସ କୁମ୍ଭକର୍ଣ୍ଣ ବ୍ରହ୍ମଙ୍କୁ କେଉଁ ବର ମାଗିଥିଲେ ?
ଉତ୍ତର – ନିଦ୍ରାସନ ।

16 ରାମାୟଣ କିଏ ରଚନା କରିଥିଲେ ?
ଉତ୍ତର – ବାଲ୍ମିକୀ ।

17 ଶିବଧନକୁ କେତେଜଣ ଲୋକଙ୍କ ସହାୟତାରେ ସଭାସ୍ଥଳକୁ ଆଣା ଜାଇଥିଲା ?
ଉତ୍ତର – ପ୍ରାୟ ପାଞ୍ଚ ହଜାର ଜଣ ।

18 ରାବଣ ଶାସନ କରିବା ପୂର୍ବରୁ ଲଙ୍କାରେ କିଏ ଶାସନ କରୁଥିଲେ ?
ଉତ୍ତର – କୁବେର ।

19 ରାବଣର ଭୟରେ କୁବେର କେଉଁଠାରେ ଲୁଚିଥିଲେ ?
ଉତ୍ତର – କୈଳାସ ପର୍ବତରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।