OMG ! ରକ୍ତାକ୍ତ ଜୁଡୁବୁଡୁ ପ୍ରେମିକ କୁ ଜାବୁଡି କାନ୍ଦୁଛନ୍ତି ଯୁବତୀ… ଦେଖନ୍ତୁ ହୃଦୟ ବିଦାରକ ଦୃଶ୍ୟ…

ଏହି ସମୟରେ ଏକ ପ୍ରେମ ସମ୍ପର୍କ କୁ ନେଇ ଘଟଣା ଦେଖିବାକୁ ମିଳୁଛି ଯେଉଁଠି ପ୍ରକୃତ ପ୍ରେମ ଅର୍ଥ ଜଣେ ବୁଝିବା ପାଇଁ ସହଜ ହେବ। ଆଉ ଏହି ସମ୍ପର୍କକୁ ନେଇ ସମସ୍ତେ ଗର୍ବ କରିବେ। ଆଉ ଏଠାରେ ଜଣେ ପ୍ରେମିକ ଅଧା ମଲା ଅବସ୍ଥାରେ ପଡିଥିବା ସମୟରେ ନିଜ ଜୀବନ କୁ ବାଜି ଲଗାଇ ଦେଇଛି ପ୍ରେମିକା ବଞ୍ଚେଇବା ପାଇଁ ଚେଷ୍ଟା ଜାରି ରଖିଛି। ଆଉ ତାର ସେହି ପ୍ରେମ ପାଇଁ ସବୁ କିଛି ଛାଡି ଦେଇଗଲା ପ୍ରେମିକା ନା ରହିଛି ସମାଜ ନା ମାନମହତ୍ତ୍ୱ। ପ୍ରେମ ପାଇଁ କେଉଁଠି ବିଛେଦ ଦେଖା ଯାଇଥିବା ବେଳେ ହେଲେ ଏଠାରେ ପ୍ରେମ ଭିତରେ ଥିବା ପବିତ୍ର ବନ୍ଧନ ଓ ଅନ୍ଧ ସବୁ ବାହାରକୁ ଦେଖା ଯାଉଛି। ତେବେ ବନ୍ଧୁଗଣ ଆସନ୍ତୁ ସେ ସମ୍ପର୍କରେ ଜାଣିବା।

ଏହି ଘଟଣା ଟି ମଧ୍ୟପ୍ରଦେଶର ଦମୋହରେ ଜଣେ ଯୁବତୀ ଯାହା କରିଛି ତାହା ଅକଥନୀୟ ଏବଂ ସେ ପରିବାର ଭିତରେ କାହାକୁ ନ ଜଣାଇ ରାତି ଅଧରେ ନିଜ ପ୍ରେମିକ ର ଜୀବନ ବଞ୍ଚାଇବା ଲାଗି ଘରୁ ବାହାରି ଆସି ଘଟଣା ପାଖରେ ପହଁଚିଛି ।ଏହି ଘଟଣା ପ୍ରୟତଃ 3 ଦିନ ତଳେ ଘଟି ଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋରରେ ଚାଲିଛି।

ଏଥିରୁ ସ୍ପଷ୍ଟୀକରଣ ଯେ ସତ ରେ ପ୍ରେମରେ ରହିଛି ଦିବ୍ୟଶକ୍ତି ଯାହାକୁ କେହି ବି ଅଟକାଇ ପାରିବେ ନାହିଁ । ଅନ୍ୟ ଅର୍ଥରେ କହିବାକୁ ଗଲେ ପ୍ରେମ ହେଉଛି ଇଶ୍ୱରଙ୍କ ବରଦାନ । ସେହି ପ୍ରେମିକର ଜୀବନ ବଞ୍ଚାଇବା ପାଇଁ ନିଜର ମାନ ସମ୍ନାନ ଭୁଲିଗଲେ ଯୁବତୀ ଏବଂ ରାତି ଅଧରେ ପାଗଳଙ୍କ ପରି ଘୁରି ବୁଲି ଖୋଜୁଛନ୍ତି ପ୍ରେମିକଙ୍କୁ । ଆଉ ମୁଣ୍ଡାରେ କିଛି ପଶି ନ ଥାଏ ଯେ କେଉଁଠି ତାଙ୍କୁ ପାଇବେ। ବହୁତ ସମୟ ବୁଝାବୁଝି କରିବା ପରେ ସେ ଆହତ ପ୍ରେମିକଙ୍କୁ ପାଇଥିଲେ ହେଲେ ସେତେବେଳକୁ ସମ୍ପୂର୍ଣ୍ଣ ରକ୍ତାକ୍ତ ହୋଇ ରାସ୍ତା ରେ ପଡିଛନ୍ତି। ଆଉ ସେ ପୁରା ଦୁଃଖରେ ଭାଙ୍ଗି ପଡିଗଲେ ଯୁବତୀ।

ଏଠାରେ ଯୁବକ ଜଣଙ୍କ ଆହତ ହେବା ପରେ ଶେଷ ସମୟରେ ଟିକିଏ ପ୍ରେମିକାକୁ ଦେଖିବାକୁ ଏବଂ ନିଜର ସାହାର୍ଯ୍ୟ ପାଇବା ଲାଗି ପ୍ରେମିକାକୁ କଲ୍ କରି କହିଥିଲେ।ସେହି କଲରେ ସବୁ ଘଟଣା ସମ୍ପର୍କରେ ଜାଣିବା ପରେ ଆଉ ରହି ପାରି ନଥିଲେ ଏବଂ ପାଗଳିନୀ ପରି ଧାଇଁ ଆସିଛନ୍ତି ସେହି ଯୁବତୀ। ଘର ଲୋକ କଣ ଭାବିବେ ତାହାକୁ ବିଚାର ନ କରି ଏବଂ ସମାଜ ଲୋକ ତଥା ସାହିପଡ଼ିଶାଙ୍କ କଥାକୁ ମଧ୍ୟ ମାନି ନଥିଲେ ଅଧ ରାତିରେ ପ୍ରେମିକର ଜୀବନ ରକ୍ଷା ପାଇଁ ପ୍ରେମିକ ପାଖକୁ ପଳେଇ ଆସିବା ତାହା ପ୍ରକୃତ ପ୍ରେମର ସମ୍ପର୍କ। ଯାହାକି ସାରା ସମାଜ କୁ ପ୍ରେରଣା ଦେଇଛି ଏବଂ ଏହିଭଳି ପ୍ରେମ ସବୁ ବେଳେ ଅମର ହିଁ ରହିଥାଏ। ଏବେ ସ୍ଥାନୀୟ ଅଞ୍ଚଳରେ ଘଟଣା କୁ ଚର୍ଚ୍ଚା ଚାଲି ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment