Odisha News Portal

ଦେଖନ୍ତୁ Shocking Viral ଭିଡିଓ : ରଖେ ହରି ତ ମାରେ କିଏ, ବଢି ପାଣିରୁ ବଞ୍ଚାଇ ଦେଲା ଜେସିବି ! ଭଲ ଭାବରେ ଏହି ଭିଜୁଆଲ୍ କୁ ଦେଖନ୍ତୁ ଏବଂ ଅନ୍ୟକୁ ସତର୍କ କରାନ୍ତୁ….

ଯାହାର ଯେତେବେଳେ ଯାହା ଘଟିବାର ଥିବ ତାହା ନିଶ୍ଚୟ ଘଟିବ ଏଥିରେ କୌଣସି ଦ୍ଵିମତ ନାହିଁ। ସେଇପାଇଁ କୁହାଯାଏ ରଖେ ହରି ତ ମାରେ କିଏ। କଥାରେ ଅଛି ଭଗବାନ ଯାହାକୁ ରକ୍ଷା କରିବେ ତାକୁବା କିଏ ମାରି ପାରିବ।ଯେ କୌଣସି ଉପାୟରେ ବି ହେଉ ନା କାହିଁକି ସେ ରକ୍ଷା କରିବା ପାଇଁ ଚାଲି ଆସିବେ। କେତେବେଳେ କାହାରି ମାଧ୍ୟମରେ ଦୂତ ସାଜି ସେ ଜୀବନ ବଞ୍ଚାଇ ପାରନ୍ତି ତ ଆଉ କେତେବେଳେ ଆଶ୍ଚର୍ଯ୍ୟକର ଘଟଣା ଘଟାଇ ଆପଣଙ୍କ ଜୀବନ ବଞ୍ଚାଇ ପାରନ୍ତି। ତେଣୁ ଯଦି କିଛି ଅଘଟଣ ଘଟିବାର ଥିବ ତେବେ ଭଗବାନ ବିପଦରେ ଯେମିତି ହେଲେ ରକ୍ଷା କରିବେ ବୋଲି କୁହା ଯାଇଥାଏ।ତେବେ ସେହିପରି ଏକ ଘଟଣା ଏବେ ନିକଟରେ ଘଟିଛି ଯାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି।

ତେବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ।ଭଗବାନ କିଭଳି ଭାବରେ ଦେବଦୂତ ସାଜି ଉଭା ହୋଇ ଜୀବନ ରକ୍ଷା କରୁଛନ୍ତି ତାହାର ଏକ ଜ୍ୱଳନ୍ତ ପ୍ରମାଣ ଏବେ ଏଠାରେ ଦେଖିବାକୁ ମିଳିଛି।ବିପଦରେ ପଡ଼ିଲେ ଭଗବାନଙ୍କୁ ଡ଼ାକିଥାନ୍ତି ବିପଦରେ ଥିବା ଲୋକେ।ଆଉ ସେହି ସମୟରେ ଯଦି କେହି ବିପଦରେ ପଡ଼ିଥିବା ଲୋକଙ୍କୁ ଉଦ୍ଧାର କରନ୍ତି ତେବେ ସେତେବେଳେ ଖୁସିର ସୀମା କହିଲେ ନସରେ ।ଆଉ ସେହି ସମୟରେ ସେ ବିପଦରେ ଥିବା ଲୋକଙ୍କ ପାଇଁ ସେ ପାଲଟି ଯାଇଥାଆନ୍ତି ଦେବଦୂତ।ଏଠାରେ ଏକ କାର ରେ ଗଭୀର ପାଣି ଭିତରେ ଫସି ରହିଥିବା ୩ ଜଣ ବ୍ୟକ୍ତି ଙ୍କୁ ଏକ ଜେସିବି କିପରି ଉଦ୍ଧାର କରୁଛି ଥରେ ଦେଖନ୍ତୁ।

ଆପଣ ଦେଖି ପାରୁଥିବେ ଯେ ଗୋଟିଏ କାର ଗଭୀର ପାଣି ଭିତରେ ବୁଡ଼ି ରହିଛି। ଆପଣଙ୍କୁ ଲାଗୁ ଥିବ ଯେମିତି ଏ କାର ଟି ଏହି ଗଭୀର ସ୍ରୋତ ରେ ଭାସି ଯିବ।ଆଉ ଏହି ସମୟରେ ସେମାନଙ୍କୁ ବଞ୍ଚାଇବା ପାଇଁ ଆସିଲା ଏକ ଯେସିବି। ଯାହାକୁ ଦେଖି ଲାଗୁଥିଲା ଯେମିତି ଏହି ଜେଶିବି ଟି ପାଣିକୁ ଚିରି ଆଗକୁ ଆଗକୁ ମାଡି ଆସୁଛି ସେମାନଙ୍କୁ ବଞ୍ଚାଇବା ପାଇଁ। ଯେଶିବି ଟି ଆସି ଜଣଙ୍କ ପରେ ଜଣଙ୍କୁ ଏହି ବିପତ୍ତି ରୁ ଏହି ତିନି ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରୁଛି।ତେବେ ଏହି ଭିଡିଓ ଟି କେଉଁଠି ଏହି ଘଟଣା ଟି କେଉଁଠାରେ ଘଟିଛି ତାହା କୁହା ଯାଇ ପାରୁ ନାଇଁ। ତଥାପି କୁହା ଯାଉଛି କି ଏହା ସାଉଦି ର ବୋଲି।

ଏଭଳି ଘଟଣା ବାସ୍ତବରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଏହାକୁ ଦେଖି।ଏମିତି ବି ବିପତ୍ତି ରୁ ରକ୍ଷା ମିଳିଥାଏ ଏହା ଦେଖି ଆପଣ ନିଶ୍ଚୟ ଭାବୁଥିବେ ଯେ ଏହା ସତରେ ଆଶ୍ଚର୍ଯ୍ୟର କଥା। ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।