Exclusive Audio : “ରାଜବୀର ମା’ର ଅଣ୍ଟା 32 ରୁ 38 ହେଇଯାଇଛି , ତା ଛାତି ଚଉଡା ନାହିଁ ଚିକ୍କଣ ହେଇଯାଇଛି ..ଏମିତି କହୁଛି ଲମ୍ପଟ ଦେବବ୍ରତ ଷଡ଼ଙ୍ଗୀ ” ଶୁଣନ୍ତୁ କଣ କହୁଛନ୍ତି ରାଜବୀରଙ୍କ ମା…

ଏବେ କିଛି ଦିନ ତଳେ ଗୋଟିଏ ଭିଡ଼ିଓ ଆପଣ ମାନେ ଦେଖିଥିବେ ଯାହା ସାରା ଦେଶ ଓ ବିଦେଶ ଖେଳି ଯାଇଥିଲା। ଆଉ ସେହି ଘଟଣା ମଧ୍ୟ ଆମ ଓଡିଶାରେ ଚହଳ ସୃଷ୍ଟି କରିଥିଲା। ସେହି ଭିଡ଼ିଓ ରେ ରାଜବୀର ନାମକ ଏକ ବାଳକ ର ଜୀବନ ବହୁତ ଖରାପ ହୋଇଥିବାରୁ ତା ପାଇଁ ବ୍ୟୟ ବହୁଳ ଖର୍ଚ୍ଚ ହେବ ନେଇ ଡାକ୍ତର କହିବା ପରେ ତା ବାପା ଓ ମା ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଏବେ ପୁଣି ସେ ଚର୍ଚ୍ଚାକୁ ଆସିଛନ୍ତି ଆଉ କିଛି ଅଭିଯୋଗ ମଧ୍ୟ ଆଣିଛନ୍ତି ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ।

ଏଠାରେ ଚର୍ଚ୍ଚାକୁ ପୁଣି ଆସିଛନ୍ତି ରାଜୀବୀର ର ମା ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିବାର ଦେଖିବାକୁ ମିଳିଛି। ଆଉ କିଛି ଦିନ ପୂର୍ବେ ସେ ଅନେକ ଥର ରାସ୍ତାକୁ ଆସି ନିଜ ପୁଅ ର ଜୀବନ ଭିକ୍ଷା ରୂପେ ସାରା ଦୁନିଆକୁ କହିଛନ୍ତି। କୁନି ଶିଶୁଟିର ଜୀବନ ପୁରା ଶେଷ ସୀମା ରେ ରହିଥିଲା ଯାହା ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ମାନଙ୍କର ସହଯୋଗ ପାଇଁ ବହୁତ ଥର ଅନୁରୋଧ କରିଥିଲେ। ଆଉ ରାଜବୀରର ଏକ ବିରଳ ରୋଗ ପାଇଁ ଡାକ୍ତର ତାଙ୍କୁ ୧୬ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ। ଆଉ ଏବେ ରାଜବୀର ର ବାପା ଓ ମା ବିଭିନ୍ନ ଜାଗାକୁ ଯାଇ ବଡ଼ ବଡ଼ ଲୋକ ମାନଙ୍କ ଏବଂ ସରକାର ଓ ସ୍ବେଚ୍ଛାସେବୀ ମାନଙ୍କୁ ସହାୟତା ଲୋଡି ଥିଲେ। ବିଦେଶ ରୁ ମଧ୍ୟ ଅନେକ ଲୋକ ସହଯୋଗର ହାତ ବଢ଼ାଇଥିଲେ।

ଆଉ ଏବେ ତାଙ୍କର ଆଉ ଏକ ଭିଡ଼ିଓ ଦେଖିବାକୁ ମିଳିଛି ଯେଉଁଠାରେ ତାଙ୍କ ସହିତ କେହି ଖରାପ ବ୍ୟବହାର କରିଥିବା ନେଇ ଅଭିଯୋଗ ଆଣିଛନ୍ତି ଯାହା ସୋସିଆଲ ମିଡ଼ିଆରେ ସମାଲୋଚନା ଏବେ ଚାଲିଛି। ଆଉ ରାଜବୀର ମାଆ କହୁଛନ୍ତି ଯେ ” ତାଙ୍କୁ କେହି କହିଛନ୍ତି ତାଙ୍କର 32 ରୁ 38 ହୋଇ ଯାଇଛି ଏବଂ ବହୁତ ଚିକଣିଆ ମଧ୍ୟ ହୋଇ ଗଲାଣି”। ଯାହା ସବୁ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ଆଉ ମଧ୍ୟ ରାଜବୀର ମା କହୁଛନ୍ତି ଅନେକ ସ୍ବେଚ୍ଛାସେବୀ ମାନେ ଅଛନ୍ତି ଯେଉଁମାନେ ସହଯୋଗ ନାଁ ରେ ଖରାପ ବ୍ୟବହାର ସହିତ କିଛି ଲମ୍ପଟ ମଧ୍ୟ କରିଛନ୍ତ ଯାହାର ନାମ ସବୁ ଏହି ଭିଡ଼ିଓ ରେ ଜଣେଇଛନ୍ତି।

ଆଉ ଏବେ ଏମିତି ସବୁ ଶୁଣିବା ପରେ ଅନେକ ସାରା ସାଧାରଣ ଲୋକ ଏମିତି କିଛି ଖରାପ କଥା କହି ଥିବାରୁ ବର୍ତ୍ତମାନ ଅଭିଯୋଗ ଆଣିଛନ୍ତି। ଆଉ ଏହିଭଳି ସମୟରେ ରାଜବୀର ର ଜୀବନ ମରଣ ସହ ସଂଘର୍ଷ ଖେଳୁଛି। ଆଉ ରାଜବୀର ର ଜୀବନ କୁ ନେଇ ତା ମାଆ କିଛି ରହସ୍ୟ ଆଗକୁ ଆଣିଛନ୍ତି। ସେ ମଧ୍ୟ କିଛି ଦିନ ତଳେ ଡାକ୍ତରଙ୍କ ପାଖକୁ ଯାଇଥିବା ନେଇ ସୂଚନା ଦେଇଛନ୍ତି। ଏବେ ଏହି ସବୁ ଘଟଣା ତାହା ସୋସିଆଲ ମିଡ଼ିଆରେ ନଜର ରେ ଆସୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment