ତେବେ ବନ୍ଧୁଗଣ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମଧ୍ୟରେ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି ସାହୁ ବାବୁ ବୋଲି ଆମେ ଯାହାକୁ ଜାଣିଛି, ଅର୍ଥାତ ରାଜୁ ଦାସ | ତେବେ ଜଣେ ବହୁତ ଭଲ ହସ୍ୟ ଅଭିନେତା ଭାବରେ ସାରା ଓଡିଶା ରେ ନିଜର ନାଁ କରିଥିବାର ଦେଖିବାକୁ ମିଳିଥିଲା | ଆଉ ଯେଉଁଠି କୁହାଯାଉଛି କି ରାଜୁ ଦାସ ଙ୍କର ଭିଡ଼ିଓ ସମସ୍ତଙ୍କ ବେଶ ପସନ୍ଦ ଆସିଥାଏ ସେ ଧନି ଠାରୁ ଆରମ୍ଭ କରି ଗରିବ ପର୍ଯ୍ୟନ୍ତ, ତାହା ସହିତ ନେତା ମନ୍ତ୍ରୀ ଠାରୁ ଆରମ୍ଭ କରିକି ସାଧାରଣ ଜନତା ପର୍ଯ୍ୟନ୍ତ | ଆଉ ଏଠାରେ ଦେଖିବାକୁ ମିଳିଛି କି ରାଜୁ ଙ୍କ ର ରିସେପସନ ପାର୍ଟି ରେ ଯୋଗ ଦେଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ବିବାହ ବନ୍ଧନରେ ବାନ୍ଧି ହେଇଛନ୍ତି ହସ୍ୟ ଅଭିନେତା ଭାବରେ ନିଜ ପାଇଁ ପ୍ରଶଂସା ସାଉଁଟିଥିବା ସାହୁ ବାବୁ ଭାବରେ ଯାହାକୁ ଆମେ ମାନେ ବେଶ ଭଲ ଭାବରେ ଜାଣିଛି ସେ ହେଉଛନ୍ତି ରାଜୁ ଦାସ | ତେବେ ରାଜୁ ବିବାହ କରିଛନ୍ତି ସୋନଲି ଙ୍କୁ | ଆଉ ତାହା ସହିତ ସାତ ଜନ୍ମ ପାଇଁ ସାଥି ହେଉ ରହିବେ ବୋଲି ଶପଥ ମଧ୍ୟ ନେଇଛନ୍ତି | ଆଉ ତାଙ୍କର ବିବାହ ଭୋଜି କୁ ଅନେକ ବଡ଼ ବଡ଼ ଲୋକ ଙ୍କୁ ମଧ୍ୟ ଆମନ୍ତ୍ରିତ କରା ଯାଇଛି ବୋଲି କୁହାଯାଉଛି | ଆଉ ତାଙ୍କର ଏହି ପାର୍ଟି ରେ ଯୋଗ ଦେଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ |
ଆଉ ଯାହା କୁହାଯାଉଛି କି ରାଜୁ ନଙ୍କର ବିବାହ ପାର୍ଟି ରେ ଯୋଗ ଦେଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ବୋଲି କୁହାଯାଉଛି |, ଆଉ ତାଙ୍କର ବିବାହ ପାର୍ଟି ରେ ରେ ଅନେକ ଲୋକ ଯୋଗ ଦେବା ସହିତ ରାଜୁ ଓ ସୋନାଲି ଙ୍କର ଯୋଡ଼ି କୁ ଆଶୀର୍ବାଦ ମଧ୍ୟ ଦେଇଛନ୍ତି ବୋଲି କୁହାଯାଉଛି | ଆଉ ଯାହା କୁହାଯାଉଛି କି ରାଜୁ ଙ୍କର ବାହାଘରରେ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇ କହିଛନ୍ତି କି ରାଜୁ ସବୁବେଳେ ଦର୍ଶକ ମାନଙ୍କୁ ହସେଇଥାନ୍ତି ଆଜି ଆମର ହସେଇବାର ସମୟ ଆସିଛି ସେମାନଙ୍କୁ ଆଶୀର୍ବାଦ ଦେଇ ସେମାନଙ୍କ ବୌବାହିକ ଜୀବନ ସୁଖମୟ ହେବା ପାଇଁ କାମନା କରିବା ପାଇଁ ସମସ୍ତଙ୍କୁ କହିଛନ୍ତି |
ତାହା ସହିତ ସେ ଏହି ପାର୍ଟି ରେ ଯୋଗ ଦେଇକି ବହୁତ ଖୁସି ଥିବା କଥା ମଧ୍ୟ କହିଛନ୍ତି | ଆଉ ହସ୍ୟ କଳାକାର ଜଣଙ୍କର ଅଭିନୟ ପାଇଁ ତାଙ୍କୁ ପ୍ରସଂଶା କରିଛନ୍ତି | ଆଉ ସାହୁ ବାବୁ ଙ୍କର କମେଡି ଭିଡ଼ିଓ କୁ ସମସ୍ତଙ୍କୁ ଦେଖିବା ସହିତ ଭଲ ପାଇବା ଦେବାକୁ ମଧ୍ୟ କହିଛନ୍ତି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।