ରାଜସ୍ଥାନ ଝିଅକୁ ଧୋକା ଦେଲା କେନ୍ଦ୍ରାପଡା ପୁଅ, ମିଛରେ ସିନ୍ଦୁର ଦେଇ ରଖୁଥିଲା ଶାରୀରିକ ସମ୍ପର୍କ, ଆଉ ତା ପରେ… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ପ୍ରେମ ସମ୍ପର୍କ କୁ ନେଇକି ଅନେକ ପ୍ରକାରର ଭିଡ଼ିଅ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବିଶେଷ କରିକି ପ୍ରେମ ଆଉ ଶାରୀରିକ ସମ୍ପର୍କ କୁ ନେଇକି ଅନେକ ଭିଡିଓ ବର୍ତ୍ତମାନ ଦେଖିବାକୁ ମିଳୁଛି | ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେଉଛି ତାହାକୁ ଦେଖିକି ଯାହା ଜଣା ପଡିଛି କି ପ୍ରେମିକ ଜଣଙ୍କ ଭଲ ପାଉଥିଲେ ଆଉ ଶାରୀରିକ ସମ୍ପର୍କ ମଧ୍ୟ ରଖୁଥିଲେ ଯୁବତୀ ଙ୍କ ସହିତ | ଆଉ ଯେତେବେଳେ ପ୍ରେମିକା ପ୍ରେଗ୍ନେଣ୍ଟ ହୋଇଗଲେ ଆଉ କୋଟ ମେରେଜ କରିବା ପାଇଁ କହିଲେ , ତାହା ପରେ ଆଉ ଧରା ଦେଲେନି ପ୍ରେମିକ ଜଣଙ୍କ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟା ମୁଣ୍ଡାଇ ବ୍ଲକ ଅନ୍ତର୍ଗତ, ଦିହପଡା ପଂଚାୟତ ର ଜାମକୁଣ୍ଡା ଗ୍ରାମର ମାଗୁଣି ସ୍ୱାଇଁ ଙ୍କ ସାନ ପୁଅ ହେଉଛନ୍ତି ସରଜ ସ୍ୱାଇଁ | ଆଉ ଯିଏ କି ରାଜସ୍ଥାନ ର ଜଣେ ଝିଅ କୁ ଭଲ ପାଉଥିଲେ | କାରଣ ସେ ସେହି ରାଜସ୍ଥାନ ରେ ରହିକି କାମ କରୁଥିଲେ | ତେବେ ଏହିଭଳି ଘଟଣା ଚାଲିଥିବା ସମୟରେ ଯେତେବେଳେ ଯୁବତୀ ପ୍ରେମ ଲତା ଙ୍କ ସହିତ ସମ୍ପର୍କ ରଖିବାକୁ ଇଛା ହୁଏ ସେତେବେଳେ ଚାଲି ଯାଆନ୍ତି ଓ ଶାରୀରିକ ସମ୍ପର୍କ ମଧ୍ୟ ରଖନ୍ତି |

କିନ୍ତୁ ଯାହା ଜଣା ପଡିଛି କି ସରଜ ଙ୍କ ସହିତ ଖାଇବା ବୁଲିବା ସହିତ ସି ବିଚ ରେ ମଧ୍ୟ ଦେଖିବାକୁ ମିଳିଛି ସେମାନଙ୍କର ସାଙ୍ଗରେ ଥିବାର ଫୋଟ ଆଉ ଭିଡିଓ | ତେବେ ପ୍ରେମଳତା ଙ୍କୁ ତାଙ୍କ ସହିତ ଓଡିଶା ଆଣିବେ ବୋଲି ମିଛ ପ୍ରତିଶୃତି ହେଉଛନ୍ତି | ଆଉ ଏଭଳି ହେବାର ଦେଖା ଯାଇଛି କି ଯୁବତୀ ଜଣଙ୍କ ପ୍ରେଗ୍ନେଣ୍ଟ ଥିବାର କଥା ଶୁଣିକି 2 ଥର ପିଲା ଖସେଇ ଥିବାର କଥା ମଧ୍ୟ ଶୁଣିବାକୁ ମିଳିଥିଲା | ଆଉ ବାଧ୍ୟ କରିକି ମେଡ଼ିସିନ ଖୁଏଇ ପିଲା ନଷ୍ଟ କରୁଥିଲେ ସରଜ |

ଆଉ ଯେତେବେଳେ ତୃତୀୟ ଥର ପାଇଁକି ସେମିତି ପିଲା ନଷ୍ଟ କରିବା ପାଇଁ କହିଲେ ସେତେବେଳେ ପ୍ରେମଲତା ମନା କରିଥିଲେ , ତାହା ସହିତ ସରଜ ଙ୍କୁ କୋଟ ମେରେଜ କରିବା ପାଇଁ ମଧ୍ୟ କହିଥିଲେ ଯୁବତୀ ଜଣଙ୍କ | ଆଉ ଯାହା ଫଳରେ ଦୁଇ ଜଣଙ୍କ ମଧ୍ୟରେ ମାରପିଟ ଆଉ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା | ଆଉ ଯେତେବେଳେ ପ୍ରେମିକା ଜଣଙ୍କ ତାଙ୍କର ଭଉଣୀ ଙ୍କ ଘରକୁ ଯାଇଥିଲେ ସେତେବେଳେ ସରଜ ତାଙ୍କର ସବୁ ଜିଣିଷ ଆଉ ଆଇଡି ପୃଭ ନେଇକି ଓଡିଶା ପଳେଇ ଆସିଥିଲେ | ବର୍ତ୍ତମାନ ପ୍ରେମିକା ଜଣଙ୍କ ଖୋଜି ଖୋଜି ରାଜସ୍ଥାନ ରୁ ଓଡିଶା ଆସିକି ପ୍ରେନିକ ଙ୍କ ଘର ଆଗରେ ଧାରଣା ଦେଇଛି |ଯାହା ଏବେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment