ଦୁନିଆରେ ଭିନ୍ନ ପ୍ରକାରର ମଣିଷ ଦେଖିବାକୁ ମିଳି ଥାଆନ୍ତି କେଉଁଠି ହିଂସ୍ର ପ୍ରକୃତିର ଆଉ କେଉଁଠି ମାନବିକତା ସଂପନ୍ନ ବ୍ୟକ୍ତି ଯାହା ବହୁତ ବିରଳ। ଆଉ କିଛି ଲୋକ ଅଛନ୍ତି ନିଜର ସ୍ୱାର୍ଥ ପାଇଁ ସବୁ ବେଳେ କାମ କରି ଥାଆନ୍ତି। କିନ୍ତୁ ଏଠାରେ ଆପଣ ମାନଙ୍କ ପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡା ଯାହା କରିଛନ୍ତି ତାହା ଜାଣିବା ପରେ ମୁଣ୍ଡ ରେ ହାତ ଦେବେ। ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ।
ଏହିଠାରେ ପୁଣି ରାନୀ ପଣ୍ଡା ଚର୍ଚ୍ଚାକୁ ଆସିଛନ୍ତି ଯାହା ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଭାଇରଲ ହେବାରେ ଲାଗିଛି। ଆଉ ସେ ସର୍ବଦା ବିଭିନ୍ନ ଘଟଣା କୁ ନେଇ ସାମ୍ନାକୁ ଆସି ଥାଆନ୍ତି।ଆଉ ଏଠାରେ ଏମିତି କିଛି କହିଛନ୍ତି ଯାହା ଜାଣିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।ତାଙ୍କୁ ବିଭିନ୍ନ ସ୍ଥାନରେ ରାଜନୀତି ସମ୍ପର୍କରେ କିଛି ନା କିଛି ପ୍ରଶ୍ନ ପଚରା ଯାଇଥାଏ ଯାହା ଏବେ ସେ ଏଠାରେ କହିଛନ୍ତି। ସେ କହିଥାଆନ୍ତି ତାଙ୍କୁ ରାଜନୀତି ତାଙ୍କୁ ଜମା ପସନ୍ଦ ଲାଗି ନଥାଏ। ଆଉ ବର୍ତମାନ ସମୟରେ ଯେପରି ସବୁ ନେତା ମାନେ ରାଜନୀତି କରୁଛନ୍ତି ତାହା ସଠିକ ନୁହେଁ।
ଆଉ ଏଠାରେ କହୁଛନ୍ତି ଯେ ମୋତେ ଏମିତି କୂଟନୈତିକ ରାଜନୀତି ଭଲ ଲାଗେ ନାହିଁ ଯାହା ସମସ୍ତେ କରୁଛନ୍ତି ଏବଂ ସମାଜ ସେବା କରିବା ପାଇଁ ଇଚ୍ଛା ରହିଛି ହେଲେ ସେ ନୁହଁନ୍ତୁ ସମାଜସେବୀ ଯାହା ଏଠାରେ ସୂଚନା ଯୋଗ୍ୟ। ଆଉ ସେ ଏଠାରେ ମଧ୍ୟ କହୁଛନ୍ତି ଯେ ଗରିବ ହୋଇଥିଲେ ମଧ୍ୟ ପାଖରେ କିଛି ନ ଥାଇ ଲୋକଙ୍କୁ ସାହାର୍ଯ୍ୟ କରୁଛି। ଆଉ ସେ ଏହିଭଳି ଅନେକ କଥା କହି ବେଳେ ବେଳେ ଚର୍ଚ୍ଚାକୁ ଆସି ଥାଆନ୍ତି। ଆଉ ଏହୂ ଘଟଣାକୁ ନେଇ ଏବେ ସେ ସୋସିଆଲ ମିଡ଼ିଆରେ ଫ୍ୟାନ୍ସ ମାନେ ଖୁସି ହୋଇଛନ୍ତି। ତାଙ୍କର ଏହିଭଳି କାମ ପାଇଁ ଅନେକ ଲୋକଙ୍କ ଲୋକପ୍ରିୟତା ହାସଲ କରି ପାରିଛନ୍ତି।ଆଉ ଏପଟେ ତାଙ୍କର ଏହିଭଳି ସବୁ ଆଚରଣ ପରେ ଆଉ କିଛି ସମାଲୋଚନା ମଧ୍ୟ କରୁଛନ୍ତି।
ଆଉ ମଧ୍ୟ ଏଠାରେ କହୁଛନ୍ତି ଯେ ତାଙ୍କୁ ଏବେ ଏକ ଘରକିଆ ପରି କରି ଦେଇଛନ୍ତି ସବୁ ଜାଗାରେ। ସେ ଅନେକ ଫିଲ୍ମ, ଥିଏଟର,ମେଲୋଡି, ଟେଲିଭିଜନ ସିରିଏଲ ରେ ଅଭିନୟ କରିଥିଲେ ମଧ୍ୟ ସବୁ ଜାଗାରେ ମୋତେ ବାହାର କରି ଦେଇଛନ୍ତି ହେଲେ ଶେଷରେ ଯାତ୍ରା ଜଗତରେ ଅଭିନୟ କରିଥିଲେ ହେଲେ ଏଠାରେ ମଧ୍ୟ କାଢି ଦେଲେ। ଆଉ ମୁଁ ମୋ ଜଗତରେ କାମ କରିବି ଏବଂ ସମାଜ ପାଇଁ କିଛି କରିବି। ଗରିବ ଲୋକଙ୍କ ଦୁଃଖ ଦେଖିଲେ ତାଙ୍କୁ ଭଲ ଲାଗି ନଥାଏ ଆଉ ଲୋକ ଦେଖାଣିଆ କାମ ସବୁ ରାନୀ ପଣ୍ଡା କରନ୍ତି ନାହିଁ ବୋଲି ଏହିଠାରେ କହୁଛନ୍ତି। ଆଉ ତାଙ୍କର ଏମିତି ବ୍ୟକ୍ତିଗତ ପାଇଁ ଅଧିକାଂଶ ଲୋକ ପ୍ରଶଂସା ମଧ୍ୟ କରି ଥାଆନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।