Exclusive : ରାଜଧାନୀର ଲିଙ୍ଗିପୁର ଅଞ୍ଚଳରେ ଗାଡି ଆଗକୁ ଆସି ଗାଡି ଅଟକେଇଲା ଭୁତ… ଆଉ ତା ପରେ, ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖୁବାକୁ ପାଉଥିବେ ସୋସିଆଲ ମିଡିଆରେ, ଆଉ ବେଳେ ବେଳେ ଏଭଳି ଏକ ଘଟଣା ସାମ୍ନା କୁ ଆସୁଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ତେବେ ଯାହା ଜଣା ପଡିଛି କି ରାଜଧାନୀ ର ରାଜ ରାସ୍ତାରେ ଏକ ଅଜବ ପ୍ରକାରର ଭିଡିଓ ଟି ଦେଖିବାକୁ ମିଳିଛି | ଆଉ ଏକ ଅଦ୍ଭୁତ ପ୍ରକାରର ଦୃଶ୍ୟ ଟି ରାସ୍ତା ରେ ଯାଉଥିବା ଗାଡି ଚାଳକ ଜଣଙ୍କ ଦେଖିଛନ୍ତି, ଆଉ ଯେଉଁ ଦୃଶ୍ୟ କୁ ନେଇକି ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଲିଥିବା ସୂଚନା ଅନୁସାରେ ଏଭଳି ଏକ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ର ରାଜଧାନୀ ରାସ୍ତାର ଶିଶୁପାଳ ଅଞ୍ଚଳର ଲିଙ୍କପୁର ଅଞ୍ଚଳରେ | ଆଉ ଯେଉଁଠି ଦେଖିବାକୁ ମିଳିଥିଲା ଏକ ଆଶ୍ଚର୍ଯ୍ୟ ଜନକ ଘଟଣା | ଆଉ ଯେଉଁଠି ଗାଡ଼ିକି ରାସ୍ତାରେ ଚାଲୁଥିବା ସମୟରେ ହଠାତ ରାସ୍ତା ଉପରକୁ ଆସିଥିଲା ଜଣେ ଏଭଳି ମହିଳା ଦେଖିବାକୁ ମିଳିଥିଲା ଯିଏ କି କିଛି ବି ପିନ୍ଧି ନ ଥିଲା | ଆଉ ପିଠି ତଳକୁ ଆଉ ପେଟ ଉପରକୁ କରିକି ଚଳିବା ପାଇଁ ଲାଗି ପଡିଥିଲା | ଆଉ ଶେଷରେ ଦେଖିବାକୁ ମିଳିଥିଲା କି ସେ ନିଜର ଚୁଟି ମଧ୍ୟ ତଳକୁ କରିକି ଚଳୁଥିଲେ |

ଆଉ ଏହିଭଳି ଏକ ଦୃଶ୍ୟ କୁ ଦେଖିବା ଫଳରେ ହଠାତ ରାସ୍ତା ଉପରେ ଡ୍ରାଇଭର ଜଣଙ୍କ ଡୋରି ଯାଇଥିଲେ ଆଉ ଏହା ଭୂତ ନା ଆଉ କିଛି ତାହା ଭାବିବାକୁ ଲାଗିଥିଲେ | ତେବେ ଆମେ ଆଗରୁ ଶୁଣିଛେ କି ଅନେକ ସମୟରେ ଆମେ ଦେଖିଥାଉ କି ଆଈମା କାହାଣୀ ଶୁଣୁଥିବା ସମୟରେ ଆମେ ଜାଣିଥାଉ ଯେ ରାତି ସମୟ ଆସିଲେ ଡାହାଣୀ ମାନେ ରାତିରେ ବାହାରକୁ ବାହାରନ୍ତି | ଆଉ ସେମାନେ ବି ଉଲଗ୍ନ ହେଇକି ରାସ୍ତାରେ ବୁଲିକି ମଳ ମଧ୍ୟ ମଧ୍ୟ ଖାଉଥିବା କଥା ଆମେ ଶୁଣିଛୁ | ତେବେ ଏଠାରେ ଯେଉଁ ଠି ଦେଖିବାକୁ ମିଳିଥିଲା କି ସମାନ ଘାଟଣ ଘଟିଛି ରାସ୍ତା ଉପରେ |

ଆଉ ଯେଉଁଠି ଦେଖିବାକୁ ମିଳିଥିଲା ଏହିଭଳି ଏକ ଆଶ୍ଚର୍ଯ୍ୟ ନିୟ ଘାଟଣା, ଆଉ ଯେଉଁଠି ଏଭଳି ଏକ ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେଇଛି | ଆଉ ଯେଉଁଠି ଏହି ଘଟଣା ଟି ରେ ସତରେ ଭୂତ ବାହାରିଛି କି ସ୍ଥାନୀୟ ଲୋକ ମାନେ ମିଶିକି ଭୂତ ଆସୁଥିବାର କଥା ଗୋଟିଏ ଭାଇରାଲ କରୁଛନ୍ତି ତାହା ବର୍ତ୍ତମାନ ଜାଣିବାକୁ ବାକି ରହିଛି | ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment