ସୋସିଆଲ ମିଡ଼ିଆରେ ଏମିତି ଅନେକ ସମୟରେ ଘଟଣା ନଜରକୁ ଆସିଥାଏ ଯାହା କୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାନ୍ତି। ଆଉ ବର୍ତ୍ତମାନ ସମୟରେ ପ୍ରେମ ସମ୍ପର୍କ କୁ ନେଇ ଅନେକ ସମୟରେ ଘଟଣା ସବୁ ନଜରଜୁ ଆସୁଛି ଯେଉଁଠି ପ୍ରେମ ଉପରୁ ବିଶ୍ୱାସ ମଧ୍ୟ ରହୁନାହିଁ। ଆଉ ତେବେ ଏଥରୀଙ୍କ ଯୁବତୀ ନିଜ ପ୍ରେମିକ ନାଁ ରେ ଏମିତି କିଛି କହିଲେ ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।
ଏଠାରେ ଏକ ଭିଡ଼ିଓ ଜୋର ରେ ଭାଇରଲ ହୋଇଛି ଯାହା ଏବେ ଜୋର ରେ ଚର୍ଚ୍ଚା ଧରିଛି। ଏହି ଘଟଣା ଟିରେ ଜଣେ ଯୁବତୀ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ନିଜର ପ୍ରେମିକା ନାଁ ରେ ଯାହା ଏବେ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହୋଇଛି। ଏଠାରେ ଯୁବତୀ ଜଣଙ୍କ ପ୍ରେମ ସମ୍ପର୍କ କୁ ନେଇ ଏମିତି କିଛି ବୟାନ ଦେଇ ଥିବା ନେଇ ଶୁଣିବାକୁ ମିଳିଛି ଯାହା ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଛି। ପ୍ରେମ ସମ୍ପର୍କ କୁ ନେଇ ସମାଜ ରେ ଅନେକ ସମୟରେ କିଛି ନା କିଛି ଘଟଣା ସୋସିଆଲ ମିଡ଼ିଆରେ ନଜରକ୍ଜ ଆସିଥାଏ ଯାହା ସର୍ବଦା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥାଏ। ସବୁ ଘଟଣା ପଛରେ ପ୍ରେମ ହେଉଛି ପ୍ରଥମ କାରଣ।
ଆଉ ଏହି ପ୍ରେମ ସମ୍ପର୍କ କୁ ନେଇ ଅନେକ କିଛି ଘଟଣା ଘଟି ଯାଇଥାଏ ଯାହା ଆପଣ ମାନେ ସୋସିଆଲ ମିଡ଼ିଆରେ ମଧ୍ୟ ଦେଖିଥିବେ। ଆଉ ପ୍ରେମ କୁ ନେଇ କେଉଁଠି ପ୍ରେମିକ ପ୍ରତାରଣା ସହି ନ ପାରି ଆତ୍ମହତ୍ୟା କରି ଥାଏ କେଉଁଠି ନିଜ ସ୍ୱାମୀ ରହିଥିଲେ ମଧ୍ୟ ପ୍ରେମିକ ସହିତ ପ୍ରେମିକା ଫେରାର ହୋଇଥାଏ ଯାହା ଆମ ସମାଜ ରେ ଘଟି ଯାଉଛି।
ଆଉ କେଉଁଠି ଯୁବକମାନେ ଯୁବତୀ ମାନଙ୍କ ସହିତ ପ୍ରେମ କରି ମିଛ ପ୍ରତିଶ୍ରୁତି ଦେଇ ଥାନ୍ତିଯାହା ପରବର୍ତ୍ତୀ ସମୟରେ ତାଙ୍କୁ ଧୋକା ଦେଇ ଥାନ୍ତି ଯାହା ଭିଡ଼ିଓ ଅନେକ ସମୟରେ ନଜରକୁ ଆସିଥାଏ। ଆଉ ଏବେ ଏକ ଘଟଣା ନଜରକୁ ଆସିଛି ଯେଉଁଠି ଜଣେ ଯୁବତୀ ନିଜ ପ୍ରେମିକ ବିରୋଧରେ ଅଭିଯୋଗ ଆଣିଛନ୍ତି। ଆଉ ଏହି ଘଟଣା ଟି ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଛି।
ଆଉ ଏହି ଘଟଣା କୁ ନେଇ ଏହେ ଯୁବତୀ ପୋଲିସ ପାଖରେ ପହଞ୍ଚିବା ସହିତ ପ୍ରେମିକ ବିରୋଧ ରେ ଅଭିଯୋଗ ଆଣିଛନ୍ତି। ଆଉ ସେ ଏଠାରେ କହିଛନ୍ତି ଯେ ସେହି ପ୍ରେମିକା ଜଣଙ୍କ ପ୍ରେମ କରିବା ପରେ ଶାରୀରିକ ସଂପର୍କ ରଖିଥିଲେ ହେଲେ ବିବାହ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଯାହା ଏଠାରେ ଅଭିଯୋଗ। ଆଉ ତାହା ପରେ ତାଙ୍କର କିଛି ଭିଡ଼ିଓ ରଖିଛି ଯାହାକୁ ନେଇ ବ୍ଲକମେଲ କରିଥିବା ନେଇ ପ୍ରେମିକା ଅଭିଯୋଗ କରିଛନ୍ତି ଯାହା ଏଠାରେ ଶୁଣିବାକୁ ମିଳିଛି। ଆଉ ସେହି ଯୁବତୀ ମଧ୍ୟ କହିଛନ୍ତି ଯେ ସେହି ଯୁବକ ଜଣଙ୍କ ମଧ୍ୟ ବିବାହିତ କରିଛନ୍ତି ଆଗରୁ ଏବଂ ତାଙ୍କର ଛୁଆ ପିଲା ଅଛନ୍ତି।।ଯାହା ବି ହେଉ ଏହିପରି ଘଟଣା ଏବେ ସମାଜ ରେ ଘଟୁଛି ତାହା ଅତି ନିନ୍ଦନୀୟ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।