Odisha News Portal

ରାଇମୋହନଙ୍କ ମୃତ୍ୟୁ ରହସ୍ୟ ! ମରିବା ପଛରେ ରହିଛି ଏହି ଯୁବକ ଙ୍କ ଭୂମିକା ?… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ନିଜ ଜୀବନରେ ବହୁତ ଚେଷ୍ଟା କରି ଶେଷରେ ଅଭିନୟ ଜଗତରେ ଚରମ ସୀମାରେ ପହଞ୍ଚି ଥିଲେ ବହୁ ଚର୍ଚ୍ଚିତ ଆମ ଫିଲ୍ମ ଇଣ୍ଡଷ୍ଟ୍ରି ର ଜଣେ ବେଶ ଜଣା ଶୁଣା କଳାକାର ଥିଲେ ରାଇମୋହନ ପରିଡା, ଜଣେ ଖୋଳନାୟକ ଭୂମିକାରେ ଅଭିନୟ କରି ଦର୍ଶକ ମାନଙ୍କ ପାଖରୁ ବେଶ ସନ୍ମାନ ସାଉଁଟି ଥିଲେ ଅଭିନେତା ରାଇମୋହନ | ଖାଲି ଜଣେ ବହୁତ ଭଲ ଅକ୍ଟୋର ସେତିକି ନୁହଁ କହିବାକୁ ଗଲେ ସେ ଜଣେ ବହୁତ ଭଲ ମଣିଷ ମଧ୍ୟ ଥିଲେ , ତାଙ୍କର ଅଭିନୟ ଦୁନିଆରେ ଥିଲା କେରେକ୍ଟର ଓ ବାସ୍ତବ ଜୀବନରେ ଥିବା ଚରିତ୍ର ମଧ୍ୟରେ ଥିଲା ପୁରା ବିପରୀତ ସେ ତାଙ୍କର ବାସ୍ତବ ଜୀବନରେ ବହୁତ ଭଲ ଲୋକ ଥିଲେ | ଆଉ ତାଙ୍କର ଏପରି ହଠାତ ମୃତ୍ୟୁ ତାହା ପୁଣି ଆତ୍ମହତ୍ୟା ତାକୁ ନେଇକି ସମସ୍ତଙ୍କ ମନରେ ବହୁତ ବଡ଼ ସନ୍ଦେହ ସୃଷ୍ଟି କରିଥିଲା , ଆଉ ଯାହା ପାଇଁ ପୋଲିସ ମଧ୍ୟ ତଦନ୍ତ କରିଥିଲା ଆଉ କିଛି ସୁରାଗ ମଧ୍ୟ ପୋଲିସ ହାତରେ ଲାଗିଛି | ତେବେ ଆସନ୍ତୁ ଜାଣିବା ତଦନ୍ତ ବିଷୟରେ କଣ କହିଥିଲା ପୋଲିସ |

ଘଟଣା ସମ୍ପର୍କରେ ପୋଲିସ ଜଣାଇଛି କି ରାଇମୋହନ ଯୋଉ ଉଦୟପୁର ବାସଭବନରେ ରହୁଥିଲେ , ସେହି ଘରର ପଛକୁ ଲାଗିକି ଜଣେ ଯୁବକ ରହିଥିଲା, ଆଉ ରାଇମୋହନ ଙ୍କ ଏଭଳି ମୃତ୍ୟୁ ପଛରେ ଜଣେ ଯୁବକଙ୍କର ହାତ ଅଛି ବୋଲି ପୋଲିସ କରୁଥିବା ତଦନ୍ତ ରୁ ଜଣା ପଡିଛି | ତେବେ ରାଇମୋହନ ଙ୍କ ମୁର୍ତ୍ୟୁ ପରେ ଚାରି ଦୋଳିୟ ପୋଲିସ ଟିମ ସବୁବେଳେ ଘଟଣା ସ୍ଥଳରେ ଅଛନ୍ତି ଓ ଘଟଣାର ତଦନ୍ତ ମଧ୍ୟ କରୁଛନ୍ତି | ଆଉ ତଦନ୍ତ କରିବା ପରେ କହିଛନ୍ତି ଏମତି |

ତେବେ ପୁରୁଣା ତଦନ୍ତରୁ ଯାହା ଜଣା ପଡିଛି କି ତାଙ୍କର ବାସ ଭବନ ପାଖରେ ରହୁଥିବା ଯୁବକ ଜଣଙ୍କ ନିଶା ଖୋର ଥିଲେ , ଆଉ ସେ ତାଙ୍କର ପରିବାର ସହିତ ସମ୍ପର୍କ ବଢାଇବାକୁ ଚାହୁଁଥିଲେ | କିନ୍ତୁ ସେ ସବୁକୁ ପସନ୍ଦ କରୁନଥିଲେ ରାଇମୋହନ ଆଉ ଏମିତି ଜଣେ ଖରାପ ବ୍ୟକ୍ତି ତାଙ୍କ ଘରକୁ ଆସୁଥିବାରୁ ପାଟିତୁଣ୍ଡ ମଧ୍ୟ ହେଇଥିଲା ରାଇମୋହନ ଙ୍କ ସହିତ | ତେବେ ତାଙ୍କର ସ୍ତ୍ରୀ ଓ ଝିଅ ସେହି ପିଲାଟିକୁ ସପୋର୍ଟ କରିଥିଲେ ଆଉ ଏହି କଥା ନେଇକି ଘରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା ଓ ସେ ପୋଲିସ ଷ୍ଟେସନରେ ସେହି ପୁଅ ନାଁରେ ଅଭିଯୋଗ ମଧ୍ୟ କରିଥିଲେ, ଆଉ ଘଟଣା ସ୍ଥଳରେ ପୋଲିସ ଯାଇ ମଧ୍ୟ ତଦନ୍ତ କରିଥିଲେ |

ଆଉ ଯାହା ଫଳରେ ଏହି ଭଳି ଗୋଟିଏ ଘଟଣା ଘଟେଇଛନ୍ତି ବୋଲି କହିଛନ୍ତି ପୋଲିସ, ତେବେ ଏହି ଘଟଣାକୁ ସନ୍ଦେହ କରି ପୋଲିସ ଘଟଣା ର ତଦନ୍ତ ଚଳାଇଛି ଓ ରାଇମୋହନ ସେ ଦିନ କାହା ସହିତ ଫୋନ ରେ କଥା ହେଇଥିଲେ ସବୁ ଘଟଣା ଖୋଜିବୁଲୁଛି |ଆଉ ଖୁବ ଶୀଘ୍ର ସତ୍ୟର ପାରଦାଫାଶ ହେବ ଓ ଦୋଷୀକୁ ଦଣ୍ଡ ମିଳିବ ବୋଲି କହିଛନ୍ତି ପୋଲିସ, ଯାହା ସେସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।