Exclusive : ରାହୁଲଙ୍କୁ ବଞ୍ଚିବାପାଇଁ ଆସିଲେ ମହାପ୍ରଭୁ ! ରାହୁଲ ପାଇଁ ଅଟକିଯାଇଛି ବର୍ଷା… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଏମିତି ସବୁ ଭିଡ଼ିଓ ବେଳେବେଳେ ଭାଇରଲ ହୋଇଥାଏ ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାନ୍ତି। ଏବେ ସୋସିଆଲ ମିଡ଼ିଆରେ ଗୋଟିଏ ଘଟଣା ନଜରକୁ ଆସିଛି ଯାହାକୁ ନେଇ ସାରା ଦେଶ ଚିନ୍ତିତ ରେ ରହିଛନ୍ତି। ଆଉ ସେହି ବାଳକ ପାଇଁ ବର୍ଷା ମଧ୍ୟ ଅଟକି ଯାଇଛି ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ ଯାହା ଘଟିଛି।

ଏଠାରେ ଏକ ଭିଡ଼ିଓ ଜୋର ରେ ଭାଇରଲ ହୋଇଛି ଯାହା କୁ ସାରା ଦେଶ ରେ ଚାହିଁ ରହିଛନ୍ତି। ଏବେ ସେହି କୁନି ବାଳକ ର ଉଦ୍ଧାର ପାଇଁ ଅପରେଶନ ଜୋର ରେ ଚାଲିଛି ଯାହା କୁ ଆପଣ ମାନେ ମଧ୍ୟ ଏଠାରେ ଦେଖିବାକୁ ପାଇଥିବେ। ଆଉ ସେହି କୁନି ବାଳକ ଟି ହଠାତ ଏହି ଵୋରୱେଲ ଭିତରେ ଖସି ପଡ଼ିଥିଲା ଯାହା କୁ ନେଇ ସାରା ଦେଶ ଏବେ ଚିନ୍ତିତ ରେ ରହିଛି। କୁନି ବାଳକ ରାହୁଲ ର ଜୀବନ ପାଇଁ ବର୍ତ୍ତମାନ ସାରା ଦେଶ ର ଲୋକ ମାନେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଯାହା ଜାଣିବାକୁ ମିଳୁଛି। କୁନି ବାଳକ ଟି ବହୁତ ସମୟ ଧରି ସେହି ୮୦ ଫୁଟ ଗଭୀର ଭିତରେ ରହି ଯାଇଛି ଯାହାକୁ ଆଣିବା ପାଇଁ ସରକାର ଜୋରଦାର ପ୍ରୟାସ ଜାରି ରଖିଛନ୍ତି।

ଆଉ ଏବେ କୁନି ବାଳକ ର ଉଦ୍ଧାର ପାଇଁ ସରକାର ବିଭିନ୍ନ ଉଚ୍ଚ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ,NDRF, SDRF ଟିମ କୁ ନିୟୋଜିତ କରିଛନ୍ତି ଯାହା ଏଠାରେ ଜାଣିବାକୁ ମିଳିଛି। ଆଉ ତାଙ୍କର ଟିମ ମାନେ ଆସି ଏଠାରେ ତାଙ୍କର ଅପରେସନ ଜାରି ରଖିଛନ୍ତି ଯାହା ଏବେ ସୁଚନା ଯୋଗ୍ୟ। ଏଠାରେ ସେମାନେ ଏକ ଟାର୍ନେଲ ମଧ୍ୟ ତିଆରି କରିବା ପରେ ତା ପାଖରେ ପହଂଚି ପାରିଛନ୍ତି ଯାହା ସୂଚନା ମିଳିଛି। ଆଉ ସେମାନେ ତାଙ୍କୁ ବଞ୍ଚେଇବା ଲାଗି ରୋବଟ ର ମଧ୍ୟ ସହଯୋଗ ଲୋଡିଛନ୍ତି। ଆଉ ଏଠାରେ ଖୋଳିବା ସମୟ ରେ ମାଟି ମଧ୍ୟ ଖସିଛି ଯାହାକୁ ନେଇ ରାହୁଲ ର ବିପଦ ବଢିବ।ଆଉ ସେଥିପାଇଁ ସେମାନେ ବହୁତ ସତର୍କତା ସହିତ ଏଠାରେ କାମ କରୁଛନ୍ତି। ଏଠାରେ ଯାହା ସବୁ ସେମାନେ କରୁଛନ୍ତି ତାହା ସଂଗେ ସଂଗେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଙ୍କୁ ଜଣେଇଛନ୍ତି ଯାହା ଏଠାରେ ଜାଣିବାକୁ ମିଳିଛି।

ଆଉ ସରକାର ଙ୍କ ସହିତ ସବୁ ବେଳେ କଥାବାର୍ତ୍ତା ରେ ରହିଛନ୍ତି । ଆଉ ସରକାର ଏଥିପ୍ରତି ଅଧିକ ଧ୍ୟାନ ଦେଇଛନ୍ତି ଯାହା ପାଇଁ ସେ ଏବେ ସୁରକ୍ଷିତ ଭାବରେ ଉଦ୍ଧାର ହୋଇ ପାରିବ। ସେହି କୁନି ବାଳକ ପାଇଁ ମଧ୍ୟ ଭଗବାନ ଇନ୍ଦ୍ର ଦେବତା ମଧ୍ୟ ଆଶୀର୍ବାଦ କରିଛନ୍ତି ଯାହା ପାଇଁ ଏହି ସମୟରେ ବର୍ଷା ଉଠେଇ ଥିଲେ ମଧ୍ୟ ହୋଇନାହିଁ। ଯଦି ବର୍ଷା ହୋଇଯିବ ତେବେସବୁ ମାଟି ଖସି ଯିବା ସେହି ଵୋରୱେଲ ଭିତରକୁ ଯାହା ଦ୍ୱାରା ଉଦ୍ଧାର କାର୍ଯ୍ୟ ରେ ବାଧାପ୍ରାପ୍ତ ହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment