Odisha News Portal

Exclusive : ‘ ରାହୁଲ ଙ୍କ ଚାରିପଟେ ଝିଅ ମାଳମାଳ ‘… ସୁର ଭାଇ କହୁ କହୁ କାହିଁଦେଲେ ଏମିତି… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଓଡ଼ିଶା ରାଜନୀତିରେ ଜଣେ ଚର୍ଚ୍ଚିତ ଏବଂ ପରିଚିତ ଚେହେରା ହେଉଛନ୍ତି ସୁର ରାଉତରାୟ। ସର୍ବ ଦଳ ନିର୍ବିଶେଷରେ ତାଙ୍କୁ କିଏ ବା ନଜାଣେ।ମିଡ଼ିଆ ଆଗରେ ଦେଉଥିବା ବାଇଟ୍ ଏବଂ ତାଙ୍କର ଡାଇଲଗ ପାଇଁ ବେଶ୍ ପରିଚିତ କଂଗ୍ରେସର ଜଟଣୀ ବିଧାୟକ ସୁର ରାଉତରାୟ।ଜଣେ ନିର୍ଭୀକ, ସାହାସୀ ଏବଂ ରୋକଠୋକ ବୟାନ ପାଇଁ ବେଶ୍ ଚର୍ଚ୍ଚାରେ ରହି ଥିବା ନେତା ହେଉଛନ୍ତି ଜଟଣୀ ର ବର୍ତ୍ତମାନର ବିଧାୟକ ସୁର ରାଉତରାୟ। ଜଣେ ସଚ୍ଚୋଟ ନେତା ଭାବରେ ବି ସେ ପରିଚିତ ଅଟନ୍ତି। ତେବେ ଜନସାଧାରଣ ଙ୍କ ପାଇଁ ସେ ସବୁବେଳେ ତାଙ୍କର କର୍ମକୁ ଜାରି ରଖିଥାନ୍ତି। ଏଭଳି ନେତାଙ୍କୁ ପାଇବା ବାସ୍ତବରେ କଷ୍ଟକର ଅଟେ।

ତେବେ ଏହି ରାଜନେତା ଜଣଙ୍କ କୌଣସି ବି ଭୁଲ୍ କୁ ଗ୍ରହଣ ନକରି ଯେଉଁଟା ବାସ୍ତବ ଘଟଣା ତାକୁ କହିଥାନ୍ତି। ଦଳ ବଳ ନିର୍ବିଶେଷରେ ସେ ଲୋକଙ୍କ ପାଇଁ କାମ କରିବାକୁ ଆଗେଇ ଆସିଥାନ୍ତି। ଯେଉଁ ଦଳର ବ୍ୟକ୍ତି ହେଲେ ବି ସୁରଙ୍କ ମନ୍ତବ୍ୟ ପ୍ରାୟତଃ ସମସ୍ତଙ୍କୁ ଭଲ ଲାଗେ। କାରଣ ଅନ୍ଯ ଦଳର ନେତା ଭଲ କାମ କଲେ ସେ ତାଙ୍କୁ ପ୍ରଶଂସା କରିବାକୁ ପଛାନ୍ତି ନାହିଁ। ଜଣେ ଟାଣୁଆ ନେତା ଭାବରେ ମଧ୍ଯ ସୁର ରାଉତରାୟ ବେଶ୍ ଜଣାଶୁଣା।ଦଳ ବଳ ସର୍ବ ନିର୍ବିଶେଷରେ କଂଗ୍ରେସ ନେତା ସୁର ରାଉତରାୟ ଙ୍କୁ ସମସ୍ତେ ଭଲ ପାଆନ୍ତି।

ତାଙ୍କର ସଚ୍ଚୋଟ ଏବଂ ନ୍ୟାୟ ଭିତ୍ତିକ କଥା ପାଇଁ ସେ ରାଜ୍ଯ ରାଜନୀତି ରେ ବେଶ୍ ପରିଚିତ ଏବଂ ଚର୍ଚ୍ଚିତ ଚେହେରା ଅଟନ୍ତି। ଭୁଲ ହେଲେ ସେ କାହାକୁ ଛାଡନ୍ତି ନାହିଁ କିମ୍ୱା ଠିକ୍ ଆଉ ଲୋକଙ୍କ ସ୍ବାର୍ଥ ପାଇଁ କିଛି କାମ କଥା ଆସିଲେ ସେ ଏହାକୁ କରିବା ପାଇଁ ମଧ୍ଯ ପଛାନ୍ତି ନାହିଁ। ତେବେ ଜଣେ ନିର୍ଭୀକ, ସାହାସୀ ଏବଂ ରୋକଠୋକ ବୟାନ ପାଇଁ ବେଶ୍ ଚର୍ଚ୍ଚାରେ ରହୁଥିବା ଏହି ନେତା ବେଳେବେଳେ ଏମିତି କିଛି ବୟାନ ଦେଇ ଦିଅନ୍ତି ଯାହା ପରେ ବେଶ୍ ସେୟାର ଏବଂ ଭାଇରାଲ ହେବାରେ ଲାଗିଥାଏ। କହୁ କହୁ ବେଳେବେଳେ ସେ କିଛି ଏମିତି କଥା କହି ଦିଅନ୍ତି ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିି ଯାଏ।

ଯେମିତି ଏବେ ଏକ ବାଇଟ ରେ ସେ ରାହୁଲ ଗାନ୍ଧୀଙ୍କ ବିଷୟରେ କହିଛନ୍ତି ଯେ ରାହୁଲ୍ ଗାନ୍ଧୀ ଙ୍କ ଚାରିପଟେ ଝିଅ ମାଳମାଳ। ବିଶ୍ଵ ସବୁଠାରୁ ରିଚ୍ ହୋଟେଲ, ଯେଉଁଠିକୁ ରାହୁଲ ଯାଇଥିଲେ ଏବଂ ସୁରବି ଯାଇଥିଲେ। ଲୋ ବାପା, କି ହୋଟେଲ। ଧନୀ ମାନେ ହିଁ ସେଠାକୁ ଯାଆନ୍ତି। ରାହୁଲ ଆମର ଟୋକାଟା। ସେଠାରେ ବୋକା ଭଳିଆ ଛିଡା ହୋଇଛନ୍ତି। ତାଙ୍କ ଚାରିପଟେ ଝିଅ ମାଳ ମାଳ। ମହାତ୍ମାଗାନ୍ଧୀ ଙ୍କ ଭଳିଆ ସେ ସଂଯତ, ତାଙ୍କ ପାଖରେ କିଛି ନାହିଁ। ଏମିତି କିଛି ବାଇଟ ରେ କହିଥିବା ସୁର ରାଉତରାୟ ଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।