EXCLUSIVE : ରାହୁଲଙ୍କୁ ଗାତରୁ ଟାଣି ଆଣିଥିଲା ଛୋଟ ପିଲାଟିଏ ….ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା କଲେ ଖୁଲାସା… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଅନେକ ସମୟରେ ଏମିତି ସବୁ ଘଟଣା ନଜରକୁ ଆସିଥାଏ ଯାହା କୁ ଦେଖିବା ପରେ ଆଶ୍ଚର୍ଯ୍ୟ ଲାଗିଥାଏ।ଆଉ ନିକଟରେ ସାରା ଦେଶ ରେ ଏକ ଘଟଣା ଚହଳ ସୃଷ୍ଟି କରିଥିଲା। ଆଉ ଏଠାରେ ଜଣେ କୁନି ବାଳକ ରାହୁଲ ଘଟଣା ଚର୍ଚ୍ଚା କୁ ଆସିଥିଲା ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଏବେ ସେହୁ ରାହୁଲ କୁ ବଞ୍ଚେଇବା ପଛରେ ଏକ ରହସ୍ୟ ଜାଣିବାକୁ ମିଳୁଛି ଯେ ଜଣେ ଛୋଟ ପିଲାଟି ରାହୁଲ କୁ ବଞ୍ଚେଇଲା ତେବେ ଆସନ୍ତୁ ଜାଣିବା।

ଏଠାରେ ଏକ ଭିଡ଼ିଓ ନଜରକୁ ଆସିଛି ଯାହା ନିକଟରେ ଘଟି ଯାଇଥିବା ରାହୁଲ ଉଦ୍ଧାର ସମୟରେ ଘଟଣା ସମ୍ପର୍କରେ ଜାଣିବାକୁ ମିଳିଛି। ଏହି ନିକଟରେ ଘଟି ଯାଇଥିବା ଘଟଣା ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା କୁ ଆସିଥିଲା ଯାହା କୁ ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଏଠାରେ ଦେଖିବାକୁ ମିଳିଥିଲା କୁନି ବାଳକ ରାହୁଲ ର ଏକ ରହସ୍ୟ ସମ୍ପର୍କରେ ଜାଣିବାକୁ ମିଳିଛି ଯାହା ଏବେ ସୋସିଆଲ ମିଡ଼ିଆରେ ଜୋର ର ଭାଇରଲ ହୋଇଛି ଯାହାକୁ ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ। ଏଠାରେ ଏକ ରହସ୍ୟ ଜାଣିବାକୁ ମିଳୁଛି ଯେ ସେହି କୁନି ବାଳକ ରାହୁଲ ବଞ୍ଚେଇବା ଲାଗି ଜଣେ ଛୋଟ ପିଲାର ମଧ୍ୟ ହାତ ରହିଛି ଯାହା ଏବେ ଜାଣିବାକୁ ମିଳିଛି।

ଆଉ ଏବେ ଏଠାରେ ସୂଚନା ମିଳିଛି ଯେ କୁନି ବାଳକ ରାହୁଲ ଏତଦିନ ଧରି ସେହି ୮୦ ଫୁଟ ର ଗଭୀର ଵୋରୱେଲ ଭିତରେ ରହିବା ଭିତରେ ସରକାର ବିଭିନ୍ନ ପ୍ରକାର ସହାୟତା କରିଛନ୍ତି। ଆଉ ସେଠାରେ ଅନେକ ସୈନ୍ୟ ବାହିନୀ,NDRF, SDRF ରହିବା ସହିତ ରୋବଟ ମଧ୍ୟ ନିୟୋଜିତ କରାଯାଇଥିଲା। ହେଲେ ଏଠାରେ ଆଉ ଜଣେ କୁନି ବାଳକ ର ମଧ୍ୟ ସାହାଯ୍ୟ ନିଆଯାଇଥିଲା ଯାହା କୁ ଗୁପ୍ତ ର ସହ ରଖା ଯାଇଥିଲା। ଆଉ କୁନି ବାଳକ ରାହୁଲ ପାଖରେ ଏତେ ଦିନ ଧରି ଛୋଟ ଓସାର ର ଗଭୀର ଵୋରୱେଲ ଭିତରେ ଖାଦ୍ୟ,ପାନୀୟ ପହଞ୍ଚାଇବା ତାହା ତାହା କଷ୍ଟକର ହୋଇଥିଲା।ଆଉ ଏହି ସମୟରେ ଜଣେ ଛୋଟ ପିଲା ଟିର ସାହାଯ୍ୟ ନିଆ ଯାଇଥିଲା ଯିଏ ରାହୁଲ କୁ ଉଦ୍ଧାର କରିବା ରେ ହାତ ରହିଛି।।ଆଉ ବିଭିନ୍ନ ସମୟରେ ଖାଦ୍ୟ ମଧ୍ୟ ତାହା ମାଧ୍ୟମରେ ଦିଆ ଯାଉଥିଲା।

ଆଉ ଏହି ଵୋରୱେଲ ର ଓସାର କମ ଥିବାରୁ ଭିତରକୁ ଅନ୍ୟ କେହି ପଶି ଯାଉ ନଥିଲେ ତେଣୁ ଛୋଟ ପିଲା ଟି କୁ ଆଣି ରାହୁଲ ପାଖକୁ ପଠା ଯାଉଥିଲା ଯାହା ବାହାରକୁ କୁହା ଯାଉ ନଥିଲା। ଆଉ ଏବେ ଘଟଣା ଜାଣିବାକୁ ମିଳିଛି ଯାହା ରାହୁଲ ପାଇଁ ଜଣେ ଛୋଟ ପିଲା ମଧ୍ୟ ସହଯୋଗ କରିଥିଲା। ଆଉ ସେହି ଛୋଟ ପିଲାଟି ରାହୁଲ କୁ ବାହାରକୁ ଟାଣି ଆଣିଥିଲା ଯାହା ଏଠାରେ ସୂଚନା ଯୋଗ୍ୟ। ଆଉ ଏହି ଖବର ଏବେ ଖୁଲାସା ହୋଇଛି ଯାହା ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment