IAS INTERVIEW- ରବିବାର ଛୁଟି କେଉଁ ମସିଆ ଠାରୁ ଆରମ୍ଭ ହୋଇଥିଲ ? ଉତ୍ତର ୫ ସେକେଣ୍ଡ ମଧ୍ୟରେ ଦେବାକୁ ଚେଷ୍ଟା କରନ୍ତୁ….

ବନ୍ଧୁଗଣ ବର୍ତମାନ ଆମର ଯେଉଁ ପ୍ରକାର ପ୍ରଶାସନିକ ପରୀକ୍ଷାର ନିୟମ ହେଲାନି ପରୀକ୍ଷାରେ ପାସ କରିବା କଷ୍ଟକର ହୋଇପଡିବ,ଏଥିପାଇଁ ପ୍ରାୟ ସମସ୍ତ ଛାତ୍ର ଛାତ୍ରୀ ମାନେ ଦିନ ରାତି ବହୁତ ପରିଶ୍ରମ କରି ପାଠ ପଢୁଛନ୍ତି |ଆମକୁ ଏହି ପରୀକ୍ଷାରେ ଉତୀର୍ଣ୍ଣ ହେବା ପାଇଁ ହେଲେ ପାଠ ପଢିବା ସହିତ ଅନେକ ବାହାରର କଥା ଜାଣିବା ପାଇଁ ହେବା |ବର୍ତମାନ IAS ଓ OAS ପରୀକ୍ଷା ପାଇଁ ଯେଉଁ ଛାତ୍ର ଛାତ୍ରୀ ମାନେ ଲାଗିଛନ୍ତି ସେମାନେ ପ୍ରଥମେ ନିଜ ମାନଙ୍କୁ ସ୍ଥିର କରିବା ପାଇଁ ପଡିବ, ପରେ ନିଜର ଲକ୍ଷ୍ୟ ପଥରେ ଆଗେଇ ଯିବାକୁ ହେବ |ଏବେ ପରୀକ୍ଷାରେ ବହୁତ କଷ୍ଟକର ପ୍ରଶ୍ନ ଆସୁଛି ତେଣୁ ନିଜ ମାନଙ୍କୁ ସ୍ଥିର ରଖି ଏକାଗ୍ରତା ସହିତ ପାଠ ପଢି ପରୀକ୍ଷାରେ ଉତୀର୍ଣ୍ଣ ହେବାର ମୋନଭାବ ରଖିବା ଉଚିତ |ମୁଁ ଆଜି ଆପଣକୁ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ବିଷୟରେ କହିବି ଯାହାକି ଆପଣଙ୍କ ଜୀବନରେ ବହୁତ କାମରେ ଆସିବା ସହିତ ଏହା ଆପଣକୁ ଆପଣଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ଦେବ |ତେବେ ଆସନ୍ତୁ ଆଲୋଚନା କରିବା ଏହିପରି କିଛି ସହଜ ପ୍ରଶ୍ନ ଗୁଡିକ ବିଷୟରେ |

1-ବଙ୍ଗଳାର ଦୁଃଖ କାହାକୁ କହନ୍ତି ?
ଉତ୍ତର :-ଦାମୋଦର ନଦୀ
2-“ଦାସ କ୍ୟାପିଟାଲ “ପୁସ୍ତକ ର ଲେଖକ କିଏ?
ଉତ୍ତର :-କାଲମାର୍କସ
3-ଏକ ଗ୍ରାମ ୱେଟରେ କେତେ ଡାଇନି ?
ଉତ୍ତର :-981
4-ଡିପଥେରିଆ ରୋଗ ମଣିଷର କେଉଁ ଅଙ୍ଗରେ ହୋଇଥାଏ ?
ଉତ୍ତର :-ଗଳା

5-ଦୂରସ୍ଥ ବସ୍ତୁକୁ ନିକଟରେ ଦେଖିବା ପାଇଁ କେଉଁ ଯନ୍ତ୍ରଣା ବ୍ୟବହାର କରାଯାଏ ?
ଉତ୍ତର :-ବାଇନ କୁଲାର
6-ପ୍ରଥମ 20-20 ବିଶ୍ୱକପ କ୍ରିକେଟ ଚମ୍ପିୟାନ କିଏ ?
ଉତ୍ତର :-ଭାରତ
7-କେନ୍ଦ୍ରୀୟ ଡ୍ରଗସ ରିସର୍ଚ୍ଚ ଇନିଷ୍ଟିଚ୍ୟୁଟ କେଉଁଠାରେ ଅବସ୍ଥିତ ?
ଉତ୍ତର :-ଲକ୍ଷ୍ନୌ
8-ଏକ ସୁସ୍ଥ ମାନବର ମିନିଟ ପ୍ରତି ସ୍ପଦନ କେତେ ଥର ହୋଇଥାଏ ?
ଉତ୍ତର :-72
9-ସର୍ବତ୍କୃଷ୍ଟ ବିଦ୍ୟୁତ ପରିବାହୀ କିଏ ?
ଉତ୍ତର :-ସିଲଭର

10-ଆଦମ ବ୍ରିଜ କେଉଁ କେଉଁ ଦେଶକୁ ସଂଯୁକ୍ତ କରୁଛି ?
ଉତ୍ତର :-ଭାରତ ଓ ଅଫଗାନିସ୍ତାନ
11-ହିନ୍ଦୁ ପୌରାଣିକ କଥା ଅନୁସାରେ ଦେବଗୁରୁ ବୃହସ୍ପତିଙ୍କ ଅଧିଷ୍ଠାତ୍ରୀ ଦେବୀଙ୍କ ନାମ କଣ ?
ଉତ୍ତର :-ତାରା
12-ଆକାଶରେ ସପ୍ତର୍ଷି ମଣ୍ଡଳ ସମସ୍ତେ ଦେଖିଛନ୍ତି ଶିଶୁମାରାପୁଞ୍ଜ କେଉଁ ଦିଗରେ ଦେଖାଯାଏ ?
ଉତ୍ତର :-ଉତ୍ତର
13-ଇନ କୀଲାବ ଜିନ୍ଦାବାଦ ସ୍ଲୋଗାନ କେଉଁ ସ୍ୱାଧୀନତା ସଂଗ୍ରାମୀ ଦ୍ଵାରା ପ୍ରଚଳିତ ହୋଇଥିଲା ?
ଉତ୍ତର :-ଭଗତସିଂହ
14-ଚିକିତ୍ସା ବିଜ୍ଞାନରେ କିଏ “କଲେରା “ରୋଗରେ ପ୍ରତିରୋଧକ ଟୀକା ଆବିଷ୍କାର କରିଥିଲେ ?
ଉତ୍ତର :-ଲୁଇପାଶ୍ଚର
15-ଭାରତରେ କେଉଁ ବ୍ୟକ୍ତିଙ୍କୁ ମରଠା କେଶରୀ ଉପାଧି ଦିଆଯାଇଥିଲା ?
ଉତ୍ତର :-ଛାତ୍ରପତି ଶିବାଜୀ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment