Odisha News Portal

ରାତିର ଏହି ସମୟରେ ରଖନ୍ତୁ ନାହିଁ ( ଶାରୀରିକ ସମ୍ପର୍କ ) – ନହେଲେ ଆସିବ ଅକାଳ ମୃତ୍ୟୁ ..

ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ଏକ କାମ ବିଷୟରେ କହିବୁ ଯାହାକୁ ମହିଳା ମାନଙ୍କୁ ଭୁଲରେ ମଧ୍ୟ କରିବାର ନାହିଁ । ତେବେ ମହିଳା ମାନେ ଘରର ଲକ୍ଷ୍ମୀ ହୋଇତାନ୍ତି ଏଥିପାଇଁ ସେମାନେ ଘରର ସୁଖଶାନ୍ତି ପାଇଁ ଅନେକ କାମ କରିଥାନ୍ତି । ତେବେ ସେହି ମହିଳା ମାନେ ଘରର ସୁଖଶାନ୍ତି ପାଇଁ କେବେବି ରାତ୍ରିର ଏହି ସମୟରେ କେବେବି କରିବେ ନାହିଁ । ଯଦି ସେମାନେ ଅଜାଣତରେ ଏମିତି କାମ କରନ୍ତି ତେବେ ତାହା ଘରକୁ ବହୁତ କ୍ଷତି ପହଞ୍ଚାଇଥାଏ । ଏହାର ସିଧା ପ୍ରଭାବ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ତେବେ ଆସନ୍ତୁ ଜାଣିବା ଏମିତି କେଉଁ କଥା ଯାହାକୁ ମହିଳା ମାନେ କେବେବି ରାତ୍ରି ସମୟରେ କରିବା ଉଚିତ ନୁହେଁ ।

1–କ୍ଷୀର ଏବଂ ଦହି

ଯଦି କେହି ବ୍ୟକ୍ତି ଆପଣ ମାନଙ୍କୁ କ୍ଷାର ଏବଂ ଦହିକୁ ସୂର୍ଯ୍ୟ ଅସ୍ତ ହେବା ପରେ ନେବା ପାଇଁ ଆସନ୍ତୁ ତେବେ ଆପଣ ମାନେ ତାଙ୍କୁ କେବେବି ଦେବେ ନାହିଁ । ଯଦି ଆପଣ ମାନେ ଏମିତି କରୁଛନ୍ତି ତେବେ ଆପଣଙ୍କର ଘରୁ ଲକ୍ଷ୍ମୀ ଛାଡି କରି ପଳେଇବେ ।

2–ରାତିରେ ଶୋଇବା ପୂର୍ବରୁ କିଚେନକୁ ସଫା ରଖନ୍ତୁ

ରାତିରେ ଶୋଇବା ପୂର୍ବରୁ ଆପଣ ମାନେ କିଚେନଙ୍କୁ ସର୍ବଦା ସପା କରି ଶୋଇବାକୁ ଯାଆନ୍ତୁ । କାରଣ ଏମିତି କଲେ ଘରେ ବୈଭବ ଏବଂ ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହୋଇଥାଏ ।

3–ଶୋଇବା ପୂରେବରୁ ଅଇଁଠା ବାସନ ରଖନ୍ତୁ ନାହିଁ

ରାତିରେ ଶୋଇବା ପୂର୍ବରୁ ମହିଳା ମାନଙ୍କୁ ଅଇଁଠା ବାସନ ସଫା କରି ଖୋଇବା ଉଚିତ । କାରଣ ଅଇଁଠା ବାସନ ରାତିରେ କିଚେନରେ ରହିବା ତାହା ଘର ପାଇଁ ଅଶାନ୍ତି ଏବଂ ବେମାରିକୁ ନିମନ୍ତ୍ରଣ କରେ । ଏହା ସହିତ ସକାଳୁ ଉଠି କରି ଅଇଁଠା ବାସନ ଦେଖିବା ଶୁଭ ହୋଇନଥାଏ ।ଏହା ସହ ଅଇଁଟା ବାସନ ଘରକୁ ମାତା ଲକ୍ଷ୍ମୀଙ୍କୁ ମଧ୍ୟ ପ୍ରବେଶ କରିବା ପାଇଁ ଦିଏ ନାହିଁ । ଏହା ସହ ଘରେ ଟଙ୍କାର ଅଭାବ ଦେଖା ଦେଇଥାଏ ।

4–ଚୁଟି ଖୋଲା କରି ସୋଇବା ଭଲ ନୁହେଁ

ରାତିରେ ଶୋଇବା ସମୟରେ ପ୍ରାୟତଃ ମହିଳା ମାନେ ଚୁଟି ଖୋଲା କରି ଶୋଇଥାନ୍ତି । ତେବେ ଏମିତି କରିବା ଘର ପ୍ରତି ନେଗେଟିଭ ଏନରଜିକୁ ଆମନ୍ତ୍ରଣ କରିଥାଏ ।

5–ସମସ୍ତ ରୁମରେ ଲୁଣ ରଖନ୍ତୁ

ସପ୍ତାହକୁ ଥରେ ଶୋଇବା ପୂର୍ବରୁ ପ୍ରତ୍ୟେକ ଗରର ରୁମରେ ଗୋଟିଏ କାଗଜ ଉପରେ ଲୁଣକୁ ରଖିଦିଅନ୍ତୁ । ତାପରେ ସକାଳୁ ଉଠିବା ପରେ କାହା ସହ କଥା ନହୋଇ ତାହାକୁ ଏକ ନାଳରେ ପକେଇ ଦିଅନ୍ତୁ । ଏହା ଦ୍ୱାରା ଘରର ସମସ୍ତ ନେଗେଟିଭ ଏନରଡି ବାହାରକୁ ପଳେଇବ । ଯାହା ଦ୍ୱାରା କି ଘରେ ସୁଖ ସାନ୍ତି ବନି ରହିବ ।

6–ଝାଡୁକୁ ଠିକ ରୂପରେ ରଖନ୍ତୁ


ପ୍ରତ୍ୟେକ ମହିଳା ମାନଙ୍କୁ ରାତିରେ ଶୋଇବା ପୂର୍ବରୁ ଝାଡୁକୁ ଉତ୍ତର ଦିଗରେ ରଖିବା ଦରକାର । ଏମିତି କରିବା ଦ୍ୱାରା ମାତା ଲକ୍ଷ୍ମୀ ଘରେ ଧନର ବର୍ଷା କରାଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।