Odisha News Portal

ରାତିରେ ଶୋଇବା ସମୟରେ ତକିଆ ତଳେ ରଖିଦିଅନ୍ତୁ ଏହି ଜିନିଷ , ସକାଳୁ ଦେଖିବାକୁ ପାଇବେ ଚମତ୍କାର…..

0 2

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଉପାୟ ବିଷୟରେ କହିବୁ ଯାହାକୁ କରିବା ମାତ୍ରେ ଆପଣଙ୍କର ଭାଗ୍ୟ ଖୋଲିଯିବ । ଆପଣ ମାନଙ୍କର ଭାଗ୍ୟ ଏମିତି ବଦଳିବ କି ଆପଣ ମାନେ କେବେ ଭାବିନଥିବେ । ଶାସ୍ତ୍ରରେ କୁହାଯାଇଛି କି ପ୍ରଥମ ସୁଖ ନିରୋଗୀ କାୟା ଏବଂ ଦ୍ୱିତୀୟ ସୁଖ ଘରେ ମାୟା । ଏହାର ଅନୁସାରେ ଯଦି ଆପଣଙ୍କର ସ୍ୱାସ୍ଥ୍ୟ ଭଲ ଅଛି ତେବେ ଆପଣ ମାନେ ସଂସାରର ସମସ୍ତ ସୁଖ ଭୋଗ କରିପାରିବେ । ଯଦି ସ୍ୱାସ୍ଥ୍ୟ ଭଲ ନଥିବ ତେବେ ଆପଣ ମାନଙ୍କର ଯେତେ ଧନ ରହିଲେ ମଧ୍ୟ ତାହା କିଛି କାମକୁ ନୁହେଁ । ଧନ ଆମ ଜୀବନରେ ବହୁତ ମାନ୍ୟତା ରଖିଥାଏ ଯଦି ପାଖରେ ଦ ନତିବ ତେବେ ଆମ ଜୀବନର କିଛି ମୂଲ୍ୟ ନାହିଁ ।

ବାସ୍ତୁ ଶାସ୍ତ୍ରରେ କିଛି ଏମିତି ଉପାୟ ବିଷୟରେ କୁହାଯାଇଛି ଯାହାକୁ ପାଳନ କଲେ ଆପଣ ମାନେ ମଧ୍ୟ ଧନବାନ ହୋଇପାରିବେ । ଧନ ସହିତ ଆପଣ ମାନଙ୍କର ଶାରିରୀକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବା ଦରକାର । ଯଦି ଆପଣଙ୍କର ଘରେ କେହି ସବୁବେଳେ ବେମାର ରହୁଛି କେତେ ଉପାୟ କରିବା ପରେ ମଧ୍ୟ ଭଲ ହେଉ ନାହିଁ , ଏହା ସହିତ ଯଦି ଘରେ ଅଶୁଭ ଶକ୍ତି ପ୍ରଭାବ ପକଉଛି , ତେବେ ଆଜି ଆମେ ଆପଣ ମାନଙ୍କୁ ଏକ ଉପାୟ ବିଷୟରେ କହିବୁ ।

ଆପଣ ମାନେ କେବେବି ବାବିଛନ୍ତି କି କେବଳ ଗୋଟିଏ ଟଙ୍କାର କଏନ ଆପଣଙ୍କର ବାଗ୍ୟ ବଦଳିଯିବ । ତେବେ ଏଥିପାଇଁ ଆପଣ ମାନଙ୍କୁ ଏକ ଉପାୟ କରିବାର ଅଛି । ଆପଣଙ୍କର ଘରେ ଯଦି ଜଣଙ୍କର ଦେହ ସର୍ବଦା ଅସୁସ୍ଥ ରହୁଛି ତେବେ ଆପଣ ମାନେ ଏକ ଟଙ୍କିଆ କଏନ ନେଇ କରି ଏହି ଉପାୟକୁ କରିବେ । ଆପଣ ମାନେ ସେହି କଏନକୁ ସେହି ରୋଗୀର ଚାରିପାଖେ ବୁଲେଇବେ ଏହା ପରେ ସେହି ଉପାୟ କରିବା ସମୟରେ ଆପଣ ମାନେ କାହା ସହ ମଧ୍ୟ କଥା ହେବେ ନାହିଁ ।

କଏନକୁ ସାତ ଥର ବୁଲେଇବା ପରେ ଯାହାର ବେମାର ଅଛି ତାହାର ତକିଆ ତଲେ ଏହି କଏନକୁ ରଖିଦେବେ । ତାହା ପରେ ସେହି କଏନକୁ ନେଇ କରି କୌଣସି ଶ୍ମସାନ ଘାଟରେ ପକେଇ ଦେବେ । ଯଦି ଶ୍ମଣାନ ଘାଟ ନାହିଁ ତେବେ ତାହାକୁ ଭୂମିରେ ପୋତି ଦେଇ ପାରିବେ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ଘରର ସମସ୍ତ ନେଗେଟିଭ ଏନରଜି ନଷ୍ଟ ହୋଇଯିବ ।

ଏହା ସହିତ ଆପଣ ମାନଙ୍କୁ ରୋଗରୁ ମୁକ୍ତି ମିଳିବ । କେବଳ ଗୋଟିଏ ଟଙ୍କାର କଏନ ଆପଣଙ୍କର ଭାଗ୍ୟ ବଦଲେଇ ଦେଇପାରିବ । ଧ୍ୟାନ ରଖିବେ କି ଏହି ଉପାୟକୁ କରିବା ସମୟରେ ଆପଣଙ୍କୁ କେହି ଯେମିତି ନଦେଖନ୍ତି । ଏହି ଉପାୟ କରିବା ଦ୍ୱାରା ଘରକୁ ଧନର ଆଗମନ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।