Odisha News Portal

ରାତିରେ ଶୋଇବା ପୂର୍ବରୁ ଖାଇ ଦିଅନ୍ତୁ ଏହି 2ଟି ଗୁଜୁରାତି ହେବ ଚମତ୍କାରୀ ଫାଇଦା ! 100 % ଗ୍ୟାରେଣ୍ଟି…….

ଆଜି ଆମେ ଆପଣ ମାନଙ୍କୁ ଗୁଜୁରାତି ବା ଅଳେଇଚର ଉପକାରିତା ବିଷୟରେ । ଗୁଜୁରାତିକୁ ଲୋକମାନେ ଖାଦ୍ୟରେ ସୁଗନ୍ଧ ଆଣିବା ପାଇଁ ବ୍ୟବହାର କରିଥାନ୍ତି । ମାତ୍ର ଆପଣ ମାନେ କେବେ ଜାଣିଛନ୍ତି କି ଏହି ସାଧାରଣ ଦେଖା ୟାଉଥିବା ଗୁଜୁରାତିରେ କେତେ ଔଷଦୀୟ ଗୁଣ ରହିଛି ବୋଲି । ଆଜି ଆମେ ମାନଙ୍କୁ ସେହି ଗୁଜୁରାତି ବା ଅଳେଇଚର ଉପକାରିତା ବିଷୟରେ କହିବୁ ।

1–ଗୁଜୁରାତିକୁ ରାତିରେ ପାଣି ବା କ୍ଷୀର ସହ ସେବନ କଲେ ଏହା ଚମକ୍ତାରୀ ଫାଇଦା ପ୍ରଦାନ କରିଥାଏ । ଏହା ସହ ଯଦି ଆପଣଙ୍କର କୋଷ୍ଟ କାଠିନ୍ୟ ରହିଛି , ପେଟ ସଫା ହେଉନାହିଁ କିମ୍ବା ହଜମ କ୍ରିୟାରେ ସମସ୍ୟା ଅଚି , ପେଟ ଗ୍ୟାସ ଏବଂ ଏସିଡିଟି ବା ଖଟା ହାକୁଟି ସମସ୍ୟା ରହିଥାଏ ତେବେ ଆପମ ମାନେ ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ଉଷୁମ ପାଣିରେ ଦୁଇଟି ଗୁଜୁତାରିକୁ ଚୁନା କରି ତାହାର ପାଉଡର କାଢି ପାଣିରେ ମିଶାଇ ଖାଇଲେ ଆପଣଙ୍କର ଏହି ସମସ୍ୟା ସବୁ ଦୂର ହୋଇଯାଏ ଯାଏ ।


2–ଯଦି ଆପଣ ମାନେ ମୋଟାପଣ ସମସ୍ୟାରୁ ଚିନ୍ତିତ ରହିଛନ୍ତି ଏବଂ ଓଜନ ହ୍ରାସ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ଗୁଜୁରାତି ସେହି ସମସ୍ୟାକୁ ସହଜ କରିଦେଇଥାଏ । କାରଣ ଗୁଜୁରାତିରେ ପଟାସିୟମ , ମ୍ୟାଗନେସିୟମ , ବିଟାମିନ ବି 6 ଏବଂ ଭିଟାମିନ ସି ରହିଥାଏ । ଯାହାକି ଆପଣଙ୍କର ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏ ।


3–ଆଜିର ଜୀବନରେ କେଶ ସମସ୍ୟା ବହୁତ ଦେଖା ଦେଇଥାଏ କେଶ ଉପରେ ଯେତେ ତେଲ ଏବଂ ସ୍ୟାମ୍ପୁର ବ୍ୟବହାର କଲେ ମଧ୍ୟ ଏହା ଠିକ ହୋଇନଥାଏ । ତେବେ ଆପଣ ମାନେ କେଶକୁ ପ୍ରାକୃତିକ ଉପାୟରେ ମଜବୁତ କରିବା ପାଇଁ ଗୁଜରାତିର ସେବନ କରନ୍ତୁ । ପ୍ରିତିଦିନ ରାତିରେ ଗୋଟିଏ ଗ୍ଲାସ କ୍ଷିର ଏବଂ ଉଷୁମ ପାଣିରେ ଗୁଜୁରାତିର ଗୁଣ୍ଡ ମିଶାଇ ଏହାକୁ 6 ମାସ ଧରି ସେବନ କରନ୍ତୁ ଏହା କେଶକୁ ବିତରୁ ମଜବୁତ କରିଥାଏ ।

4–ସୁସ୍ଥ ଶରୀର ପାଇଁ ରକ୍ତ ସଞ୍ଚାଳନ ଠିକ ହେବା ଦରକାର , କାରଣ ରକ୍ତ ମାଧ୍ୟମରେ ଭିଭିନ୍ନ ପୋଷକ ତତ୍ତ୍ୱ ଆମର ବିଭିନ୍ନ ଅଂଗ ପ୍ରତ୍ୟେଙ୍ଗ ମାଧ୍ୟମରେ ପହଞ୍ଚିଥାଏ । ଯଦି ଆପଣ ମାନେ ପ୍ରତ୍ୟେକ ଦିନ ରାତିରେ ଉଷୁମ କ୍ଷୀର ବା ଲଗରଣ ପାଣିରେ ଗୁଇଟି ଗୁଜୁରାତିର ଗୁଣ୍ଟ ମିସାଇ ସେବନ କଲେ ଏହି ସମସ୍ତ ସମସ୍ୟା ଦୂର ହୋଇଥାଏ ।

5–ପୁରୁଷଙ୍କ ଠାରେ ଶୁକ୍ରାଣୁ ସଂଖ୍ୟା ହ୍ରାସ ପାଇବା ଯୋଗୁଁ ନଂପୁଷକ ସମସ୍ୟା ଦେଖା ଦେଇଥାଏ । ଯାହା ଦ୍ୱାରା ସନ୍ତାନ ପ୍ରାପ୍ତିରେ ସମସ୍ୟା ଆସିଥାଏ । ଯଦି ଆପଣ ମାନେ ଗୁଜୁରାତିର ସେବନ କରୁଛନ୍ତି ତେବେ ଏହା ଶୁକ୍ରାଣୁ ସଂଖ୍ୟା ବୃଦ୍ଧି କରିଥାଏ । ତେଣୁ ପ୍ରତିଦିନ ରାତିରେ ଗୁଜୁରାତିର ଗୁଣ୍ଡକୁ କ୍ଷାରରେ ମିଶାଇ ସେବନ କଲେ ଏହି ସମସ୍ୟା ଦୂର ହେବାରେ ଲାଗେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।