Odisha News Portal

ମରିଗଲେ ବି ରାତିରେ ଏହି ସମୟରେ ସ୍ବାମୀ ସ୍ତ୍ର ଶାରିରୀକ ସଂପର୍କ ରଖନ୍ତୁ ନାହିଁ । ଆସିବ ଅକାଳ ମୃତ୍ୟୁ …..

0 3

ଆଜି ଆମେ ଆପଣଙ୍କୁ ଏମିତି କିଛି କାମ ବିଷୟରେ କହିବାକୁ ଯାଉଛୁ ଯାହା ଘରର ମହିଳା ମାନେ କରିବା ଆଦୌ ଉଚିତ ହୋଇନଥାଏ । କାରଣ ଘରର ସୁଖ ଶାନ୍ତି ପାଇଁ ମହିଳା ମାନଙ୍କୁ ରାତିରେ ଏହି କାମ କରିବା ଉଚିତ ନୁହେଁ । ତେବେ ଘରର ମହିଳା ମାନେ କିଛି ଏମିତି କାମ କରିଥାନ୍ତି ଯାହା ଅଜାଣତରେ ପୂରା ଘରକୁ କ୍ଷତି ପହଞ୍ଚାଇ ଦେଇଥାଏ । ଆଉ ଏହାର ସିଧା ପ୍ରଭାବ ପରିବାରର ସ୍ବାସ୍ଥ୍ୟ ଏବଂ ଆର୍ଥକ ସ୍ଥିତି ଉପରେ ପଡିଥାଏ । ତେବେ ଚାଲନ୍ତୁ ଜାଣିବା ଏମିତି କେଉଁ କାମ ଅଛି ଯାହା ମହିଳା ମାନଙ୍କୁ ରାତି ସମୟରେ ଭୁଲରେ ବି କରିବାର ନାହିଁ । ଯାହାଦ୍ବାରା ପରିବାରର ଲୋକଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ତେବେ ଚାଲନ୍ତୁ ଜାଣିବା ସେହି କାମ ବିଷୟରେ ।

1. ସୂର୍ଯ୍ୟାସ୍ତ ହେବା ପରେ ଦିଅନ୍ତୁ ନାହିଁ କ୍ଷୀର ଏବଂ ଦହି –


ତେବେ ସୂର୍ଯ୍ୟାସ୍ତ ହେବା ପରେ ଯଦି କୌଣସି ବାହାର ବ୍ୟକ୍ତି ଆପଣଙ୍କୁ କ୍ଷୀର କିମ୍ବା ଦହି ମାଗନ୍ତି ତେବେ ଆପଣ ଭୁଲରେ ବି ଦିଅନ୍ତୁ ନାହିଁ । ଏମିତି କରିବା ଦ୍ବାରା ସେହି ଘରର ଲକ୍ଷ୍ମୀ ଘରୁ ସବୁ ଦିନ ବାସ ଛାଡି ଦେଇଥାନ୍ତି । ରାତିରେ ଶୋଇବା ପୂର୍ବରୁ ରୋଷେଇ ଘରକୁ ସଫା କରି ଶୋଇବା ଦରକାର । ଘରେ ବୈଭବ ଏବଂ ମାତା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହୋଇଥାଏ ।

2. ରାତିରେ ଶୋଇବା ପୂର୍ବରୁ ଅଇଁଠା ବାସନ ରଖନ୍ତୁ ନାହିଁ –

ରାତିରେ ଶୋଇବା ପୂର୍ବରୁ ମହିଳା ମାନଙ୍କୁ ଅଇଁଠା ବାସନ ସଫା କରି ଶୋଇବା ଦରକାର । ଅଇଁଠା ବାସନ ପୂରା ରାତି ରୋଷେଇ ଘରେ ରହିବା ଆଶାନ୍ତି ଏବଂ ବେମାରୀକୁ ନିମନ୍ତ୍ରଣ କରିଥାଏ । ଏହା ସହିତ ଘର ଭିତରକୁ ମାଁ ଲକ୍ଷ୍ମୀଙ୍କର ପ୍ରବେଶ କରିବାକୁ ଦିଏ ନାହିଁ । ଆଉ ଘରେ ଟଙ୍କାର ଅଭାବ ଦେଖା ଦିଏ । ସେଥିପାଇଁ ରାତିରେ ଶୋଇବା ପୂର୍ବରୁ ଅଇଁଠା ବାସନ ନିହାତି ଭାବରେ ଧୋଇକି ଶୋଅନ୍ତୁ ।

3. କେଶ ଖୋଲା କରି ଶୋଇବା ଅନୁଚିତ –

ରାତିରେ ଶେଇବା ସମୟରେ ପ୍ରାୟ ମହିଳା ମାନେ କେଶ ଖୋଲାକରି ଶୋଇଥାନ୍ତି । ଏମିତି କରିବା ଦ୍ବାରା ଘର ଭିତରକୁ ନକରାତ୍ମକ ଉର୍ଜା ପ୍ରବେଶ ହୋଇଥାଏ । ଘରର ମହିଳା ମାନଙ୍କୁ ରାତିରେ ଚୁଟି ଖୋଲା କରି ଶୋଇବା ଭଲ ନୁହେଁ ।

4. ରାତିରେ ସବୁ ରୁମ୍ ରେ ରଖନ୍ତୁ ଲୁଣ –
ସପ୍ତାହକୁ ଥରେ ରାତିରେ ଶୋିବା ପୂର୍ବରୁ ଘରର ସବୁ ରୁମ୍ ରେ ଗୋଟିଏ ପେପର ଉପରେ ଲୁଣ ରଖି ଶୋଇ ଯାଆନ୍ତୁ । ସକାଳୁ ଉଠିବା ପରେ କାହା ସହିତ କଥା ନ ହୋଇ ସର୍ବପ୍ରଥମେ ସେହି ଲୁଣକୁ କୌଣସି ବହିଯାଉଥିବା ନାଳରେ ପକେଇ ଦିଅନ୍ତୁ । ଏହା ଦ୍ବାରା ଘରୁ ସମସ୍ତ ନକରାତ୍ମକ ଉର୍ଜା ଘରୁ ପଳେଇବ ।

5.ପ୍ରତ୍ୟେକ ରାତିରେ ମହିଳାମାନେ ଶୋଇବା ପୂର୍ବରୁ ଝାଡୁକୁ ଠି୍କ ଭାବରେ ଘରର ଉତ୍ତର ଦିଗରେ ଲୁଚେଇକି ରଖନ୍ତୁ ।

6. ରାତିରେ ପାଣି ମୁଣ୍ଡ ପାଖରେ ରଖନ୍ତୁ ନାହିଁ , ନଚେତ ଘରୁ ମାଁ ଲକ୍ଷ୍ମୀ ଚାଲିଯିବେ ।

7.ଶାସ୍ତ୍ର ଅନୁସାରେ ରାତି 12ଟା ପରେ ପରଦିନ ଆରମ୍ଭ ହୋଇଯାଏ । ବ୍ରହ୍ମମୂହୂର୍ତ୍ତରେ ପୂର୍ବମୂହୂର୍ତ୍ତ ଆରମ୍ଭ ହୋଇଯାଏ ତେଣୁ ଏହି ସମୟରେ ସ୍ବାମୀ ସ୍ତ୍ର ଶାରିରୀକ ସଂପର୍କ ରଖନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।