ରାତିର ଏହି ସମୟରେ ରଖନ୍ତୁ ନାହିଁ ( ଶାରୀରିକ ସମ୍ପର୍କ ) – ନହେଲେ ଆସିବ ଅକାଳ ମୃତ୍ୟୁ |

ଆଜି ଆମେ ଆପଣଙ୍କୁ କିଛି ଏମିତି କାମ ବିଷୟରେ କହିବୁ ଯାହା ମହିଳା ମାନଙ୍କୁ ଭୁଲରେ ବି କରିବା ଉଚିତ ନୁହେଁ । ଘରର ସୁଖଶାନ୍ତି ପାଇଁ ମହିଳା ମାନଙ୍କୁ ରାତିରେ ଭୂଲରେ ବି ଏହି କାମ କରିବାର ନାହିଁ । ତେବେ ଘରର ମହିଳା ମାନେ କେବେ ଏମିତି କାମ କରିଥାନ୍ତି ଯାହା ଅଜାଣତରେ ପୂରା ଘରକୁ କ୍ଷତି ପହଞ୍ଚାଇ ଦିଏ । ଏହାର ସିଧା ପ୍ରଭାବ ପରିବାରର ଲୋକ ମାନଙ୍କ ସ୍ବାସ୍ଥ୍ୟ ଏବଂ ଆର୍ଥିକ ସ୍ଥିତି ଉପରେ ପଡିଥାଏ । ତେବେ ଚାଲନ୍ତୁ ଜାଣିବା ଏମିତି କେଉଁ କଥା ଅଛି ଯାହା ମହିଳା ମାନଙ୍କୁ ଭୂଲରେ ମଧ୍ୟ ରାତି ସମରେ କରିବା ଭଲ ନୁହେଁ । ତେବେ ଚାଲନ୍ତୁ ଜାଣିବା ସେହି କାମ ବିଷୟରେ ।

1. ସୂର୍ଯ୍ୟ ଅସ୍ତ ପରେ ଦିଅନ୍ତୁ ନାହିଁ କ୍ଷୀର ଏବଂ ଦହି
ସୂର୍ଯ୍ୟଅସ୍ତ ହେବା ପରେ ଯଦି କୌଣସି ବାହାର ବ୍ୟକ୍ତି ଆପଣଙ୍କୁ କ୍ଷୀର କିମ୍ବା ଦହି ମାଗେ, ତେବେ ଆପଣ ଭୂଲରେ ବି ଦିଅନ୍ତୁ ନାହଁ । ଏମିତି କିରିବା ଦ୍ବାରା ସେହି ଘରୁ ଲକ୍ଷ୍ମୀ ଚାଲି ଯାଆନ୍ତି । ରାତିରେ ଶୋଇବା ପୂର୍ବରୁ ରୋଷେଇ ଘରକୁ ସଫା କରି ଶୋଇବା ଉଚିତ । ଘରେ ବୈଭବ ଆଉ ଲକ୍ଷ୍ମୀଙ୍କ କୃପା ହୋଇଥାଏ ।

2. ରାତିରେ ଶୋଇବା ପୂର୍ବରୁ ଅଇଁଠା ବାସନ ରଖନ୍ତୁ ନାହିଁ –

ରାତିରେ ଶୋଇବା ପୂର୍ବରୁ ମହିଳା ମାନଙ୍କୁ ଅଇଁଠା ବାସନ ସଫା କରି ଶୋଇବା ଦରକାର । ଅଇଁଠା ବାସନା ସାରା ରାତି ରୋଷେଇ ଘରେ ରହିବା ଅଶାନ୍ତି ଏବଂ ବେମାରୀକୁ ନିମନ୍ତ୍ରଣ କରିଥାଏ । ଅଇଁଠା ବାସନ ଘରୁ ମାଁ ଲକ୍ଷ୍ମୀଙ୍କୁ ବି ପ୍ରବେଶ କରିବାକୁ ଦିଏ ନାହିଁ । ଆଉ ଘରେ ଟଙ୍କାର ଅଭାବ ଦେଖା ଦେଇଥାଏ ।

3. କେଶ ଖୋଲା କରି ଶୋଇବା ଭଲ ନୁହେଁ –

ରାତିରେ ଶୋଇବା ସମୟରେ ପ୍ରାୟତଃ ମହିଳା ମାନେ କେଶ ଖୋଲା କରି ଶୋଇଥାନ୍ତି । ଏମିତି କରିବା ଘରକୁ ନକରାତ୍ମକ ଉର୍ଜାକୁ ଆମନ୍ତ୍ରଣ କରିବା ସହିତ ସମାନ ହୋଇଥାଏ ।ତେଣୁ ଏପରି କରିବା ଆଦୌ ଭଲ ନୁହେଁ ।

4. ରାତିରେ ସବୁ ରୁମରେ ରଖନ୍ତୁ ଲୁଣ –

ସପ୍ତାହକୁ ଥରେ ରାତିରେ ଶୋଇବା ପୂର୍ବରୁ ଘରର ସବୁ ରୁମରେ ଲୁଣ ଗୋଟିଏ ପେପର ଉପରେ ରଖି ଦିଅନ୍ତୁ ।ସକାଳୁ ଉଠିବା ପରେ କାହା ସହିତ କଥା ନ ହୋଇ ସର୍ବପ୍ରଥମେ ସେହି ଲୁଣକୁ କୌଣସି୍ ନାଳରେ ପକେଇ ଦିଅନ୍ତୁ ।ଏହାଦ୍ବାରା ଘରର ସବୁ ନେଗେଟିଭ ଏନର୍ଜି ବାହାରକୁ ପଳେଇବ ।

5. ଝାଡୁ ଠିକ ରୂପରେ ରଖନ୍ତୁ-

ପ୍ରତ୍ୟେକ ମହିଳା ମାନଙ୍କୁ ରାତିରେ ଶୋଇବା ପୂର୍ବରୁ ଝାଡୁକୁ ଉତ୍ତର ଦିଗରେ ଲୁଚେଇ ରଖିବା ଦରକାର । ଏଥିଦ୍ବାରା ମାଁ ଲକ୍ଷ୍ମୀ ଘରେ ଧନ ବର୍ଷା କରାଇଥାନ୍ତି ।

6. ପାଣି ମୁଣ୍ଡ ପାଖରେ ରଖନ୍ତୁ ନାହିଁ –

ରାତିରେ ପାଣି ମୁଣ୍ଡ ପାଖରେ ଭୁଲରେ ବି ରଖନ୍ତୁ ନାହିଁ । ନଚେତ ଆପଣଙ୍କ ଘରୁ ମାଁ ଲକ୍ଷ୍ମୀ ଚାଲିଯିବେ ।

7. ଏହି ସମୟରେ ସ୍ବାମୀ ସ୍ତ୍ରୀ ଶାରିରୀକ ସଂମ୍ବନ୍ଧ ବନାନ୍ତୁ ନାହିଁ –

ଶାସ୍ତ୍ର ଅନୁସାରେ ରାତି 12ଟା ପରେ ପରଦିନ ଆରମ୍ଭ ହୋଇଯାଏ । ବ୍ରହ୍ମ ମୂହୂର୍ତ୍ତର ପୂର୍ବ ଦିନ ଆରମ୍ଭ ହୋଇଯାଏଏହି ସମୟରେ ମନୁଷ୍ୟର ଆଧ୍ୟାତ୍ମିକ ଓ ମାନସିକ ଶକ୍ତି ଜାଗୃତ ହୋଇଥଆଏ । ସେଥିପାଇଁ ରାତି 3ଟା ପରେ ବ୍ୟକ୍ତିଙ୍କୁ ଏହି ସମୟରେ ଶାରିରୀକ ସଂମ୍ବନ୍ଧ ବନେଇବା ଭଲ ନୁହେଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment