Odisha News Portal

ଅଟା ରେ ଏହି ଗୋଟିଏ ଜିନିଷ ମିଶାଇ ଲଗାନ୍ତୁ ରାତାରାତି ଗୋରା ଆଉ ସୁନ୍ଦର ହେବାର ସହଜ ଘରୋଇ ଉପଚାର ! 100 % ଗ୍ୟାରେଣ୍ଟି….

0 91

କଣ ଆପଣଙ୍କ ଚେହେରାରେ ବି କଳା ଦାଗ ଚିହ୍ନ ଅଛି । କଣ ଆପଣଙ୍କ ଚେହେରାରେ ବି ଗ୍ଲୋ ନାହିଁ ଡୋଲ୍ ପଡିଯାଇଛି । ତାହେଲେ ଆଜିର ଏହି ଲେଖା ଆପଣ ମାନଙ୍କ ପାଇଂ ନିହାତି ଭାବରେ ବହୁତ ଉପକାରୀ ରହିବ । କାରଣ ଆଜି ଆମେ ଆପଣଙ୍କୁ କହିବୁ କିପରି ହଳଦୀର ବ୍ୟବହାର କରି ନିଜ ଚେହେରାର ଦାଗ ଚିହ୍ନ ଦୂର କରି ଚେହେରାରେ ଇନଷ୍ଟାଣ୍ଡ ଗ୍ଲୋ ଆଣିପାରିବେ । ଆଜି ଆମେ ଗୋଟିଏ ସହଜ ଫେସପ୍ୟାକ୍ ଶେୟାର କରିବା ଯାହାର ମୁଖ୍ୟ ସାମଗ୍ରୀ ହେଉଛି ହଳଦୀ ।

ଆଜି ଆମେ କହିବା ହଳଦୀର ବ୍ୟବହାର କିପରି ଆମେ ଚେହେରାରେ କରାଯାଏ । ତେବେ ଏହି ଫେସିଆଲ ଆପଣଙ୍କ ଚେହେରାକୁ ଏତେ ଚମକେଇ୍ ଦେବକି ଆପଣ ନିଜେ ବି ବିଶ୍ବାସ କରି ପାରିବେ ନାହିଁ ।

କାହିଁକି ନାଁ ହଳଦୀରେ ଥାଏ ଆଣ୍ଟି ଇନଫ୍ଲାମେଣ୍ଟରି ଏବଂ ଆଣ୍ଟି ଅକ୍ସିଡେଣ୍ଟ ପ୍ରପୋଟିଜ୍ । ଯାହା ଆମ ସ୍କିନକୁ ବ୍ରାଇଟେନ କରିବା ସହିତ ସ୍କିନର କମ୍ପେଲେକ୍ସନକୁ ଲାଇଟେନ୍ କରିବାରେ, ଆମ ସ୍କିନକୁ ପିଗମିଟେସନ୍ , ଏକନିକ୍, ପିମ୍ପଲ୍ ଏସବୁକୁ ରିମୋଭ କରିବାରେ ବହୁତ ଅଧିକ ସାହାଯ୍ୟ କରିଥାଏ ।

ତେବେ ଚାଲନ୍ତୁ ଜାଣିନେବା ହଳଦୀକୁ ବ୍ୟବହାର କରି କିମ୍ବା ହଳଦୀ ସାହାଯ୍ୟରେ ଆମେ ଘରେ କିପରି ଫେସିଆଲ୍ କରି କି ଆମ ସ୍କିନକୁ ଲାଇଟେନ୍ ଏବଂ ବ୍ରାଇଟେନ୍ କରି ପାରିବା ।

ସର୍ବ ପ୍ରଥମେ ଆପଣଙ୍କୁ ଦରକାର ପଡିବ ଅଟା । ଗୋଟିଏ ବାଉଲରେ ପ୍ରଥମେ ଏକ ଚାମଚ ଅଟା ନିଅନ୍ତୁ । ଏହାପରେ ସେଥିରେ ଅଧା ଚାମଚ ରୁ ଟିକେ କମ୍ ହଳଦୀ ପାଉଡର ନେବେ ଏବଂ 10-12 ବୁନ୍ଦା ଲେମ୍ବୁର ରସ ସେଥିରେ ମିଶାଇବେ । ଏହାପରେ ଆପଣଙ୍କୁ ଦରକାର ଭିଟାମିନ୍ E କ୍ୟାପସୁଲ୍ । ଏହା ବହୁତ ଇମ୍ପୋର୍ଟାଣ୍ଡ ଅଟେ । ଆଉ ଏହାପରେ ଆପଣ ସେଥିରେ ଗୋଲାପ ଜଳ ମିଶାନ୍ତୁ ।

ଯେମିତି ଗୋଟିଏ ପେଷ୍ଟ ବନେଇବା ପାଇଂ ଯେତିକି ଗୋଲାପ ଜଳ ଆବଶ୍ୟକ ସେଥିରେ ସେମିତି ଅଳ୍ପ ଅଳ୍ପ କରି ମିଶାନ୍ତୁ । ଆଉ ଏହାପରେ ସେହି ସବୁ ଜିନିଷକୁ ଭଲ ଭବାରେ ମିକ୍ସ କରି ଦିଅନ୍ତୁ । ତେବେ ଚାଲନ୍ତୁ ଜାଣିବା ଏହାକୁ ଆପଣ କେମିତି ଏବଂ କେତେବେଳେ ନିଜ ସ୍କିନରେ ଏପ୍ଲାଏ କରିବେ । 

ତେବେ ଯେତେବେଳେ ଆପଣ ଗାଧୋଇବା ପାଇଁ ଯାଉଛନ୍ତି ତାହାର 5-10 ମିନିଟ୍ ଆଗରୁ ଏହାକୁ ନିଜ ହାତରେ ନେଇ ଭଲ ଭବାରେ ସଂମ୍ପୂର୍ଣ୍ଣ ଫେସ୍ ରେ ଏପ୍ଲାଏ କରନ୍ତୁ । କିନ୍ତୁ ତା ଆଗରୁ ଆପଣ ନିଜ ଫେସ୍ କୁ ଭଲ ଭାବରେ ଧୋଇ ଦେବେ ।

 ଧ୍ୟାନ ରଖିବେ ୟେମିତି ଏହି ପ୍ୟାକୁ କୁ ଲଗେଇବା ସମୟରେ ଆପଣଙ୍କ ସ୍କିନରେ ଟିକେ ବି ଡଟ୍ ନଥିବ । ତାପରେ ନିଜ ସ୍କିନକୁ 2-3 ମିନିଟ୍ ପର୍ଯ୍ୟନ୍ତ ମସାଜ୍ କରନ୍ତୁ । ତାପରେ 15-20 ମିନିଟ୍ ପରେ ଯେତେବେଳେ ଏହି ପ୍ୟାକ୍ ଶୁଖିଯିବ ନିଜ ଫେସ୍ କୁ ଧୋଇଦେବେ । ଆପଣ ଗୋଟେ ଥର ଏହାକୁ ବ୍ୟବହାର କରି ଏହାର ଚମତ୍କାରିତା ନିଶ୍ଚିୟ ଦେଖି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।