Odisha News Portal

ଆପଣ ରାତିରେ ଭାତ ଖାଉଛନ୍ତି କି ? ଯଦି ଖାଉଛନ୍ତି ତେବେ ନିଶ୍ଚିତ ପୋଷ୍ଟ ଟି ପଢନ୍ତୁ ନଚେତ୍ ଏହି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ?

ରାତି ସମୟରେ ପ୍ରାୟତଃ ଲୋକମାନେ ଭାତ ଖାଇଥାନ୍ତି , ମାତ୍ର ରାତି ସମୟରେ ବାତ ଖାଉଥିବା ଦ୍ୱାରା ହେଉଥିବା ମସ୍ୟା କଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରତ୍ୟେକ ଜିନିଷ ପରି ଭାତରେ ମଧ୍ୟ ଲାଭ ଏବଂ କ୍ଷତି ରହିଥାଏ । କେତେଥର ଭାତ ଖାଇବା ଦ୍ୱାରା ଏଲାରଜି ମଧ୍ୟ ହୋଇଥାଏ । ଭାତ ଖାଇବା ଦ୍ୱାରା ଆମର ଅନେକ ପାଇଦା ହୋଇଥାଏ ମାତ୍ର ଯେତେବେଲେ ଆମେ ମାନେ ଭାତକୁ ଅଧିକ ମାତ୍ରାରେ ଖାଇଥାଉ ସେହି ସମୟରେ କିଛି ସମସ୍ୟା ଦେଖା ଦେଇଥାଏ । ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ନ୍ୟୁଟ୍ରିସନର ବହୁତ ଜରୁରୀ ହୋଇଥାଏ , ମାତ୍ର ଭାତରେ ଏହା ବହୁତ କମ ମାତ୍ରାରେ ରହିଥାଏ ।

ଭାତରେ ଭିଟାମିନ ସି ଏବଂ କ୍ୟାଲସିୟିମ ବହୁତ କମ ମାତ୍ରାରେ ରହିଥାଏ । ଯାହା ଦ୍ୱାରା କି ଅଦିକ ବାତ ଖାଇବା ଦ୍ୱାରା ଏହା ଆମର ହାଡକୁ ଦୁର୍ବଳ କରିଦେଇଥାଏ । ଆସନ୍ତୁ ଜାଣିବା ରାତିରେ ଭାତ ଖାଇବା ଦ୍ୱାରା ଆମର କଣ ସବୁ ଅସୁବିଧା ହୋଇଥାଏ ।

1–ଅଧିକ ଭାତ ଖାଇଲେ ମୋଟାପା ବଢିଥାଏ

 

ଭାତରେ ଧାତ ଅଧିକ ମାତ୍ରାରେ ରହିଥିବାରୁ ଏହା ମୋଟାପା ବଢିବାର ବହୁତ ବଡ କାରଣ ହୋଇପାରେ । ସେଥିପାଇଁ ମୋଟା ଲୋକଙ୍କ ପାିଁ ଭାତ ବହୁତ କ୍ଷତି ଦାୟକ ହୋଇଥାଏ । ଖାସ କରି ଏହାକୁ ରାତିରେ ଖାଇବା ଭଲ ନୁହେଁ ।

2–ଡାଇବେଟିସ ବଢାଇଥାଏ

ଅଧିକ ଭାତ ଖାଇବା ଡାଇବେଟିସ ରୋଗୀଙ୍କ ପାଇଁ ବହୁତ କ୍ଷତି ଦାୟକ ହୋଇଥାଏ କାରଣ ଭାତର ସେବନ କରିବା ଦ୍ୱାରା ଶରୀରେ ଗ୍ଲୁକୋଜର ମାତ୍ରା ବଢିଯାଇଥାଏ । ଏହା ସହିତ ସୁଗାର ଅଧିକ ମାତ୍ରାରେ ବଢିଯାଇଥାଏ , ସେଥିପାଇଁ ଡାଇବେଟିସ ରୋଗୀ ମାନଙ୍କୁ ଅଧିକ ଭାତ ନଖାଇବା ପାଇଁ ବାରଣ କରାଯାଇଥାଏ ।

ଯଦି ଆପଣ ମାନେ ଭାତ ବିନା ରହିପାରୁନାହାନ୍ତି ତେବେ ଆପଣ ମାନେ ବ୍ରାଉନ ରାଇସ ଖାଇପାରିବେ । କାହିଁକିନା ବ୍ରାଉସ ରାଇସ ହ୍ୱାଇଟ ରାଇସ ଠାରୁ କମ କ୍ଷତିକାରକ ହୋଇଥାଏ ।

3–ଆଳସ୍ୟ ବଡାଇଥାଏ

ଅଧିକ ଭାତ ଖାଇବା ଦ୍ୱାରା ଆପଣଙ୍କର ଅଳସ୍ୟ ପଣ ବୃଦ୍ଧି ହୋଇଥାଏ । ଯେଉଁ ଲୋକମାନେ ରାତିରେ ଖାଇ ସାରିବା ପରେ କାମ କରୁଛନ୍ତି ତେବେ ସେମାନଙ୍କ ପାଇଁ କେବେବି ଭଲ ନୁହେଁ ଭାତ ଖାଇବା । କାହିଁକିନା ଭାତ ଖାଇସାରିବା ପରେ ଶରୀରରେ ସୁଗାରର ମାତ୍ରା ବହୁତ ଶୀଘ୍ର ବଡିଥାଏ , ଯାହା ଦ୍ୱାରା ଆପଣଙ୍କୁ ନିଦ ବହୁତ ଶୀଘ୍ର ଆସିଥାଏ ଏହା ସହିତ ଅଳସ ମଧ୍ୟ ଲାଗିଥାଏ ।

4–ପାଚନ ତନ୍ତ୍ର ଦୁର୍ବଳ ହେବା

ଭାତ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଆମର ପାଚନ ତନ୍ତ୍ର ଦୁର୍ବଳ ହୋଇଥାଏ । ଅଧିକ ଭାତ ଖାଇବା ଦ୍ୱାରା ପେଟରେ ଅନେକ ବେମାରୀ ହେବାର ସମ୍ଭାବନା ବଢିଯାଇଥାଏ । କାହିଁକିନା ଭାତରେ ଫାଇବରର ମାତ୍ରା ବହୁତ କମ ରହିଥାଏ । ଯାହା ଦ୍ୱାରା କି ଆମ ଶରୀରରେ ପାଚନ ତନ୍ତ୍ର ଦୁର୍ବଳ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।