Odisha News Portal

ଦେଖନ୍ତୁ ଭିଡିଓ , କେମିତି ରାନୀପଣ୍ଡା ନିଜ ବୟଫ୍ରେଣ୍ଡ ନାଁ ନେଇ ରାଗିକି ଏମିତି କିଛି କହିଲେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ …..

ରାନୀ ପଣ୍ଡା ଏକ ଭିଡିଓ କରି ତାଙ୍କର ଏକ୍ସ ବିଏପ୍ରେଣ୍ଡକୁ କିଛି କଥା କହିଛନ୍ତି , ଅର୍ଥାତ ଏହି ଭିଡିଓଟି ବିଶେଷ କରି ସେ ତାଙ୍କର ଏକ୍ସ ବଏପ୍ରେଣ୍ଡକୁ ଏବଂ ତାଙ୍କର କଥା କହିଛନ୍ତି । ରାନୀ କହିଛନ୍ତି କି ସେ ତାଙ୍କୁ ବହୁତ ଭଲ ପାଉଥିଲେ ମାତ୍ର ତାର ଅକାତ ନଥିଲା କି ସେ ରାନୀକୁ ପାଇପାରିବ । ଆହୁରି କହିଛନ୍ତି ଯିଏ ତାଙ୍କୁ ପାଇବ ସେ ବହୁତ ଖୁସି ହେବ । ରାନୀ କହିଲେ କି ସେ ଲୋକମାନଙ୍କ ପାଇଁ ବହୁତ କିଛି କରିଛନ୍ତି ମାତ୍ର ତା ବଦଳରେ ନିନ୍ଦା ପାଇଛନ୍ତି । ଏହା ସହ ତାଙ୍କ ଜୀବନରେ ବହୁତ ପୁଅ ଆସିଥିଲେ ମାତ୍ର ସେ ଯାହାଙ୍କୁ ଭଲ ପାଉଥିଲେ ସେ ତାଙ୍କର ହୋଇପାରିଲା ନାହିଁ କି ଆଗକୁ ମଧ୍ୟ ହେବନି ।

ରାନୀ କହିଛନ୍ତି ତାଙ୍କର ଜୀବନରେ ଆଉ ସେ କାହା ଉପରେ ଭରସା , ବିଶ୍ୱାସ ରଖିନାହାନ୍ତି । ରାନୀ କହିଛନ୍ତି ତାଙ୍କର ଜୀବନ ଏପରି ହୋଇଗଲାଣି କି ସେ ଜୀବନରେ କେଉଁ ମୋଡକୁ ଯାଉଛନ୍ତି ସେ ନିଜେ କହିପାରିବେ ନାହିଁ ।

 

ସେ କହିଲେ ଓଡିଶାର କିଛି ଲୋକମାନେ ତାଙ୍କୁ ଶାନ୍ତିରେ ରଖିବା ପାଇଁ ଦେଲେ ନାହିଁ । ସବୁ ପ୍ରକାର ଅସୁବିଧାରେ ରେ ଫସିଗଲେ ତେଣୁ ସେ ସେହି ଜାଗାରେ କାହିଁକି ରହିବେ ବୋଲି ଭାବିଲେ । ତେଣୁ ସେ ଭାବିଲେ କି ତାଙ୍କୁ କିଛି କରିବାର ଅଛି ଓଡିଶା ଛାଡିବାର ଅଛି । ସେ ଯେମିତି ବି ହୁଅନ୍ତୁ ତାଙ୍କୁ ବଲିଉଡରେ ଆଇଟମ ସଙ୍ଗ କରିବାର ଅଛି ନାମ କମେଇବାର ଅଛି । 

ରାନୀ କହିଲେ ସେ ବାହାରେ ଥିଲେ ଏବଂ ଶୁଣିବାକୁ ପାଇଲେ କି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାର ସମସ୍ତ ଯାତ୍ରା ବା କଳା କ୍ଷେତ୍ର ଖୋଲିଦେଲେ ବୋଲି । ସେଥିପାଇଁ ସେ ତାଙ୍କୁ ଅସେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ସେ ଓଡିଶା ଲୋକଙ୍କୁ ଏତିକି କଥା କହିଛନ୍ତି କି ସେ କଲାକାର ମାନଙ୍କ ପାଇଁ ରାଜରାସ୍ତାକୁ ୱହ୍ଲାଇଥିଲେ ।

ସେ କହିଛନ୍ତି କଳାକରା ମାନେ ଖୁସିରେ ରୁହନ୍ତୁ ଆନନ୍ଦରେ ରୁହନ୍ତି ଏବଂ ରାନୀ ଯଦି କାହା ପାଇଂ କବାବରେ ହଡି ଦେଉଥିବେ , ଯଦି ତାଙ୍କ ପାଇଁ କାହାର କ୍ଷତି ହେଉଥିବ ତେଣୁ ସବୁଠାରୁ ଭଲ ହେବ କି ସେ ସାଇଡ ହୋଇଯିବେ । ସେ କହିଛନ୍ତି କି ତାଙ୍କୁ ଆଉ କୌଣସି ମତେ ଇଣ୍ଟରେଷ୍ଟ ନାହିଁ ଓଲିଉଡ ଇଣ୍ଟଷ୍ଟ୍ରିରେ ପାଦ ଦେବା ପାଇଁ କାରଣ ସେ ସେଠାରୁ ବହୁତ ନିନ୍ଦା ପାଇଛନ୍ତି ।

ସେ କହିଛନ୍ତି ସେ ତାଙ୍କର ଲକ୍ଷ୍ୟରେ ପହଞ୍ଚିବେ , କାମ କରିବେ ଏବଂ ଶାନ୍ତିରେ ବଞ୍ଚିବେ । ସେ କହିଲେ ବହୁତ ନିନ୍ଦା ଅପମାନ ପାଇଲେ ବହୁତ ହଇରାଣ ହେଲେ ମାତ୍ର ତା ବଦଳରେ କିଛି ହେଲେ ମଧ୍ୟ ପାଇଲେ ନାହିଁ । ସେ କହିଛନ୍ତି ଆସିଛନ୍ତି ଏକା ଏବଂ ଯିବେ ମଧ୍ୟ ଏକା , ଏହି ସ୍ୱାର୍ଥପର ଦୁନିଆରେ କେହି କାହାର ନୁହନ୍ତି ।

 ରାନୀ କହିଲେ ସେ ଆଉ କାନ୍ଦୁ ନାହନ୍ତି କାରଣ କଣ ପାଇଁ କାନ୍ଦିବେ ଯାହା ପାଇଁ କାନ୍ଦିଥାନ୍ତେ ସେମାନ ତ ତାଙ୍କର ଦୁଃଖ ବୁଝୁନାହାନ୍ତି । ସେ ଯାହାକୁ ଭଲ ପାଉଥିଲେ ତାଙ୍କୁ ଏତିକି କହିଛନ୍ତି କି ତାର ଅକାତ ନାହିଁ କି ରାନୀ ପଣ୍ଡା ବଲି ଝିଅକୁ ଲାଇଫ ପାଟନର ବନେଇବ । ସେ କହିଛନ୍ତି ତାଙ୍କର ବାବିହ ତାଙ୍କ ପାଇଁ ଜରୁରୀ ନୁହେଁ କ୍ୟାରିୟର ହେଉଛି ତାଙ୍କ ପାଇଁ ଜରୁରୀ । ତାଙ୍କର ଲକ୍ଷ୍ୟକୁ ସେ କେମିତି ପୂରଣ କରିବେ ତାହା ରାନୀଙ୍କ ପାଇଁ ବହୁତ ଜରୁରୀ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।