Odisha News Portal

ଦେଖନ୍ତୁ ଭାଇରାଲ ଭିଡ଼ିଓ । ପୁଣି ଥରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ଙ୍କର TIK TOK ଭିଡିଓ। ପୁଣି ଥରେ ଚର୍ଚ୍ଚା କୁ ଆସିଲେ ରାନୀ ପଣ୍ଡା…..

0 117

ଆଜି ଆମେ ଆପଣ ମାନଙ୍କୁ ରାନୀ ପଣ୍ଡାଙ୍କ ଏକ ବହୁତ ସୁନ୍ଦର କଥା ବିଷୟରେ କହିବୁ । ରାନୀ ପଣ୍ଡାଙ୍କର ଏପରି କାମ ପାଇଁ ଆପଣ ମାନେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରନ୍ତି ମାତ୍ର ଅନେକ ସମୟରେ ସେ ଏମିତି କିଛି କାମ କରନ୍ତି ଯେଉଁଥିପାଇଁ ସେ ସର୍ବଦା ବିବାଦରେ ଭରି ରହିଥାନ୍ତି । ତେବେ ତାଙ୍କୁ ଏକ ବିବାଦୀୟ ଅଭିନେତ୍ରୀ ନାମରେ ମଧ୍ୟ ଅନେକ ସମୟରେ ଜଣାଥାଏ । ମାତ୍ର ଏହି ଗତ କିଛି ମାସ ହେବ ସେ ଏପରି କିଛି କାମ କରୁଛନ୍ତି ଯେଉଁଥିପାଇଁ ତାଙ୍କୁ ସମସ୍ତ ବହୁତ ହିଁ ଭଲ ପାଉଛନ୍ତି ।

ଆପଣ ମାନେ ତ ଜାଣିଛନ୍ତି କି କରୋନା ସଂଙ୍କଟ ସମୟରେ ଗରିବ ଲୋକଙ୍କୁ ସାହାର୍ଯ୍ୟ ପାଇଁ ସେ ମୁଖ୍ୟମନ୍ତ୍ରୀ ଫଣ୍ଡଙ୍କୁ 50 ହଜାର ଟଙ୍କା ଦାନ କରିଥିଲେ । ରାନୀ ପଣ୍ଡା ପ୍ରଥମେ ଯାତ୍ରା ଜଗତରେ କାମ କରୁଥିଲେ ତେବେ ଏବେକା ସମୟରେ ମଧ୍ୟ କରନ୍ତି । ଏହା ସହିତ ଏହି କରୋନା ସମୟରେ ଯାତ୍ରା ଜଗତର କେତେକ କଳାକାରଙ୍କୁ ମଧ୍ୟ ସେ କିଛି ଟଙ୍କା ପ୍ରଦାନ କରିଛନ୍ତି ,

ଯେଉଁ ସମୟରେ ସେମାନଙ୍କର ଆର୍ଥିକ ଅବସ୍ଥା ଠିକ ନଥିଲା । ଆପଣ ମାନେ ତ ଜାଣିଛନ୍ତି ରାନୀ ପଣ୍ଡା ହେଉଛନ୍ତି ଓଡ଼ିଶାର ଏକ ଚର୍ଚ୍ଚିତ ଚେହେରା । ଯିଏକି କିଛି ନା କିଛି କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ।

ଯାତ୍ରା ପ୍ୟାଣ୍ଡେଲ ରେ ତାଙ୍କର ଜଲବା ହେଉ କିମ୍ବା ବେଣୁ ମଉସାଙ୍କ ନିର୍ବାଚନୀ ପ୍ରଚାର ହେଉ ଅଥବା ରିଲିଫ ପାଣ୍ଠି କୁ ଦାନ ହେଉ କିମ୍ବା ଯାତ୍ରା କଳାକାର ଙ୍କ ପାଇଁ ବିକ୍ଷୋଭ କଥା ହେଉ, ସବୁଆଡେ ସେ ଚର୍ଚ୍ଚାରେ ରହି ଥାଆନ୍ତି । ଏବେକା ସମୟରେ ରାନୀ ସୋସିଆଲ ମିଡିଆରେ କିଛି କାମ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି । ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି କାମ ।

ଏମିତିରେ ଆଜିର ଯୁବ ସମାଜ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନେ ଅଧିକ ମାତ୍ରାରେ ସୋସିଆଲ ମିଡିଆ ପ୍ରତି ଆକର୍ଷିତ ହେଉ ଥିବାର ଦେଖିବାକୁ ମିଳୁଛି । ତେବେ ରାନୀ ପଣ୍ଡା ମଧ୍ୟ ଏବେ ସୋସିଆଲ ମିଡିଆରେ ନିଜର ଟିକଟିକ ଭିଡିଓ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଟିକଟକ ମାଧ୍ୟମରେ ଆଜିର ଅନେକ ଯୁବକ ଯୁବତୀ ମାନେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ସେହିପରି ରାନୀ ପଣ୍ଡା ମଧ୍ୟ ଏବେ ବହୁତ ସମୟରେ ଟିକଟକ ବିଡିଓ କରିବାରେ ଲାଗିଛନ୍ତି । ଭିନ୍ନ ପ୍ରକାର ଓଡ଼ିଆ ଆଲବମ୍ ଏବଂ ଫିଲ୍ମ୍ ସଙ୍ଗୀତର ତାଳେତାଳେ ସେ ଏହି ସବୁ ଟିକ ଟକ ଭିଡିଓ କୁ ପ୍ରସ୍ତୁତ କରୁଛନ୍ତି ।

ସେ ଭିନ୍ନ ଭିନ୍ନ ଗୀତରେ ନୃତ୍ୟ କରିଥିବାର ନଜର ଆସିଛନ୍ତି , ତାଙ୍କର ଅଭିନୟ ମଧ୍ୟ ବହୁତ୍ ପ୍ରଶଂସନୀୟ ରହିଛି ଏହାଛଡା ତାଙ୍କର ନୃତ୍ୟ ମଧ୍ୟ ବହୁତ୍ ମନୋରଞ୍ଜନ କାର ଅଟେ । ଏହି ଟିକଟକରେ ରାନୀ ପଣ୍ଡା ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗ ର ଡ୍ରେସ୍ ପରିଧାନ କରିଛନ୍ତି ଏବଂ ତାଙ୍କ କାର ର ବ୍ୟବହାର ମଧ୍ୟ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।