Odisha News Portal

ଦେଖନ୍ତୁ ଭାଇରାଲ ଊିଡିଓ !ପ୍ରେମରେ ଧୋକା ଖାଇବା ପରେ ରାଣୀପଣ୍ଡା କେମିତି ଅଶୀଳ ଭାଷାରେ କରୁଛନ୍ତି ଗାଳି ! ଯାହା କହିଲେ ନିଜ ବୟଫ୍ରେଣ୍ଡ କୁ ନେଇ ଜାଣିଲେ ଆପଣ ଙ୍କ ରୁମ ଟାଙ୍କୁରି ଉଠିବ….

ରାଣୀ ପଣ୍ଡା କେବେ ଯାତ୍ରା ମଣ୍ଡପରେ ବିବାଦୀୟ ନାୟିକା ତ ପୁଣି କେବେ ରାଜନୀତି ରେ । ସବୁବେଳେ ସେ ଏକ ଗଣ ମାଧ୍ୟମରେ ବହୁ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି । ଏମିତି କହିଲେ ଭୁଲ ହେବ ନାହିଁ କି ଯେଉଁଠି ବିବାଦ ସେଇଠି ରାଣୀ ପଣ୍ଡା । ନିକଟ ଅତୀତରେ ସେ ଯାତ୍ରା ମଞ୍ଚ ଖୋଲିବା ପାଇଂ ରାଜରାସ୍ତାକୁ ଓହ୍ଲାଇ ଆସିଥିଲେ ଏବଂ ବହୁ ବିବାଦର ଶିକାର ହୋଇଥିଲେ । ବିଭିନ୍ନ ପ୍ରକାର ବିବାଦର ଶିକାର ହୋଇ ଆଜି ସେ ଓଡିଶା ଛାଡି ମଧ୍ୟ ଚାଲି ଯାଇଛନ୍ତି ।

କିନ୍ତୁ ସେ କହିଛନ୍ତି ଯେ ସେ ଓଡିଶା ଛାଡି ଏହିଥି ପାଇଂ ଚାଲିଗଲେ ଯେ ସେ ତାଙ୍କର ଗୋଟିଏ ନୂଆ କ୍ୟାରିୟର ଗଢିବା ପାଇଁ ଚାହୁଁଛନ୍ତି ଏବଂ ସେ କାହାକୁ ଡରି ଓଡିଶା ଛାଡି ନାହାଁନ୍ତି । କିନ୍ତୁ ହଁ ଓଡିଶାର କିଛି ଲୋକମାନେ ତାଙ୍କୁ ଘୃର୍ଣା ଏବଂ ନିନ୍ଦା ଅପମାନର ପାତ୍ରି ସାଜିଥିବାରୁ ସେହି କାରଣରୁ ବି ସେ ଓଡିଶା ଛାଡି ବା ବାଧ୍ୟ ହେଲେ । ତେବେ ନିଜର କଟୁ ଶବ୍ଦ ଏବଂ ଭାଷା ପାଇଁ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ କହିଛନ୍ତି ଓଡିଶା ଲୋକମାନେ ତାଙ୍କୁ ଭଲ ପାଆନ୍ତି ନାହିଁ ବରଂ ସବୁବେଳେ ନିନ୍ଦା, ଅପମାନ ତଥା ଘୃର୍ଣା କରନ୍ତି ।

ସେଥିପାଇଂ ସେ ବହୁତ ଦୁଃଖୀତ ଅଛନ୍ତି ବୋଲି କହିଥିଲେ । ତେଣୁ ବର୍ତ୍ତମାନ ସେ ଓଡିଶା ବାହାରେ ରହି ନିଜର କ୍ୟାରିୟର ପୁଣି ଥରେ ଆରମ୍ଭ କରିବାକୁ ଯାଉଛନ୍ତି । ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ସେ ଯାହାକୁ ନିଜ ଜୀବନ ଠାରୁ ବି ଅଧିକ ଭଲ ପାଉଥିଲେ ସେ ବି ତାଙ୍କୁ ଛାଡି ଦେଇଛି ।


ତେବେ ରାଣୀ ତାଙ୍କର ବୟଫ୍ରେଣ୍ଡ ବିଷୟରେ କହିଛନ୍ତି ଯେ ତାଙ୍କର ସେତିକି ଔକାତ ନାହିଁ ସେ ରାଣୀ ପଣ୍ଡା ଭଳି ଝିଅକୁ ନିଜ ଲାଇଫ୍ ପାର୍ଟନର ଭାବରେ ପାଇବା ଏବଂ ତାଙ୍କ ପରିବାର ବି ସେତିକି କ୍ଷମତା ନାହିଁ । ଆଉ ଯିଏ ବି ମୋତେ ପାଇବ ସେ ବହୁତ ଖୁସି ହେବ ବୋଲି ସେ କହିଛନ୍ତି । ତେଣୁ ସେଥିପାଇଁ ତାଙ୍କର ମନ ଦୁଃଖ ହୋଇ ନାହିଁ ଯେ ସେ ଯାହାକୁ ଭଲପାଉଥିଲେ ସେ ପୁଅ ଠାରୁ ଦୂରେଇ ଯାଇଚନ୍ତି ।

ତେବେ ସେ ତାଙ୍କ ଜୀବନରେ ବହୁତ ଫ୍ରେଡାଫ୍ଟ ତଥା ଫ୍ରୋଷ୍ଟେଫ୍ ହୋଇଗଲେଣି ତେଣୁ ତାଙ୍କର ଆଉ କାହା ଉପରେ ଭରଷା ବିଶ୍ବାସ ତଥା କୌଣସି ପ୍ରକାର ମୋହ ନାହିଁ । ତେଣୁ ସେ ବାଧ୍ୟ ହେଲେ ଓଡିଶା ଛାଡି ବାହାରେ ରହିବା ପାଇଁ ।

ତେବେ ସେ ଓଡିଶା ଲେକଙ୍କୁ କହିଛନ୍ତି ଯେ ସେ ଯାହାକୁ ହୃଦୟରୁ ଚାହୁଁଥିଲେ ନାଁ ସେ ଆଉ ତାଙ୍କ ଜୀବନରେ ଅଛି ନାଁ ଆଉ କିଏ । ସମସ୍ତେ ସମସ୍ତଙ୍କ ବାଟରେ ଚାଲିଗଲେ , ସେ ଏବେ ପୂରା ଏକୁଟିଆ ମଣିଷଟି ହୋଇ ବଞ୍ଚିଛନ୍ତି କାହିଁକି ନାଁ ଏଇଟା ହେଉଛି ଏକ ସ୍ବାର୍ଥପର ଦୁନିଆ ।

ତେଣୁ ତାଙ୍କୁ ଆଉ କାନ୍ଦ ବି ଲାଗୁନାହିଁ , କାହିଁକି ନାଁ ସେ କାହା ପାଇଁ କାନ୍ଦିବେ , କଣ ପାଇଂ କାନ୍ଦିବେ . ଯେଉଂ ମାନଙ୍କ ପାଇଁ କାନ୍ଦିବେ ସେମାନେ ତାଙ୍କ ନିଜର ନୁହଁନ୍ତି ସେମାନେ ତାଙ୍କ ଦୁଃଖ ବୁଝୁନାହାଁନ୍ତି , ତେଣୁ ମୁଁ ଆଉ କାନ୍ଦିବିନି ବୋଲି ସେ କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।