Odisha News Portal

ପୁଣି ଚର୍ଚ୍ଚାକୁ ଆସିଲେ ରାନୀପଣ୍ଡା ! କହିଲେ ନିଜ ହୃଦୟର କଥା . ଯଦି ମୁଁ ବେଶ୍ୟା ହୋଇଥାନ୍ତି ତେବେ ମୁଁ ଏଠି ନଥାନ୍ତି ……ଛିଃ ଛିଃ

ଆଜି ଆମେ ଆପଣ ମାନଙ୍କୁ ରାନୀ ପଣ୍ଡାଙ୍କ ଏକ ବହୁତ ସୁନ୍ଦର କଥା ବିଷୟରେ କହିବୁ । ରାନୀ ପଣ୍ଡାଙ୍କର ଏପରି କାମ ପାଇଁ ଆପଣ ମାନେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରନ୍ତି ମାତ୍ର ଅନେକ ସମୟରେ ସେ ଏମିତି କିଛି କାମ କରନ୍ତି ଯେଉଁଥିପାଇଁ ସେ ସର୍ବଦା ବିବାଦରେ ଭରି ରହିଥାନ୍ତି । ତେବେ ତାଙ୍କୁ ଏକ ବିବାଦୀୟ ଅଭିନେତ୍ରୀ ନାମରେ ମଧ୍ୟ ଅନେକ ସମୟରେ ଜଣାଥାଏ । ଆପଣ ମାନେ ତ ଜାଣିଛନ୍ତି ରାନୀ ପଣ୍ଡା ହେଉଛନ୍ତି ଓଡ଼ିଶାର ଏକ ଚର୍ଚ୍ଚିତ ଚେହେରା । ଯିଏକି କିଛି ନା କିଛି କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ।

ଯାତ୍ରା ପ୍ୟାଣ୍ଡେଲ ରେ ତାଙ୍କର ଜଲବା ହେଉ କିମ୍ବା ବେଣୁ ମଉସାଙ୍କ ନିର୍ବାଚନୀ ପ୍ରଚାର ହେଉ ଅଥବା ରିଲିଫ ପାଣ୍ଠି କୁ ଦାନ ହେଉ କିମ୍ବା ଯାତ୍ରା କଳାକାର ଙ୍କ ପାଇଁ ବିକ୍ଷୋଭ କଥା ହେଉ, ସବୁଆଡେ ସେ ଚର୍ଚ୍ଚାରେ ରହି ଥାଆନ୍ତି । ଏବେକା ସମୟରେ ରାନୀ ସୋସିଆଲ ମିଡିଆରେ କିଛି କାମ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି ।

ଏମିତିରେ ଆଜିର ଯୁବ ସମାଜ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନେ ଅଧିକ ମାତ୍ରାରେ ସୋସିଆଲ ମିଡିଆ ପ୍ରତି ଆକର୍ଷିତ ହେଉ ଥିବାର ଦେଖିବାକୁ ମିଳୁଛି । ତେବେ ରାନୀ ପଣ୍ଡା ମଧ୍ୟ ଏବେ ସୋସିଆଲ ମିଡିଆରେ ନିଜର କିଛି କଥା କହିଛନ୍ତି । ତେବେ କଣ କହିଛନ୍ତି ରାନୀ ଆସନ୍ତୁ ଜାଣିବା ସେ ବିଷୟରେ ।

ରାନୀ ସୋସିଆଲ ମିଡିଆରେ ଲାଇଭ ଆସି କହିଛନ୍ତି କି ଆପଣ ମାନଙ୍କର ମଧ୍ୟରେ ଯାହା ମଧ୍ୟ ଡାଉଟ ରହିଛି ତାହା ଆପଣ ମାନେ ତାଙ୍କୁ ପଚାରିପାରନ୍ତି । ସେ କହିଛନ୍ତି କି ତାଙ୍କୁ ନେଇ ଲୋକମାନେ ବହୁଚ ଚର୍ଚ୍ଚା କରୁଛନ୍ତି ତାଙ୍କୁ ଖରାପ ଭାଷାରେ ଗାଲି ଦେଉଛନ୍ତି ।

 ଏହା ବ୍ୟତୀତ ସେ କହିଛନ୍ତି କି ସେ ୟେଉଁ କହିଥିଲେ ନବୀନ ପଟ୍ଟନାୟ ମୋର ସିଏ ବୋଲି ଏହାର ଅର୍ଥରେ ରାନୀ କହିଛନ୍ତି କି ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଗନ୍ନାଥଙ୍କର ଆଖ୍ୟା ଦେଇଛନ୍ତି , ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଦେଢଶୁରର ଆଶ୍ୟ ଦେଇଥିଲେ ଅର୍ଥାତ ସେ ହେଉଛନ୍ତି ରାନୀଙ୍କର ପାଇଁ ସ୍ୱୟଂ, ବ୍ରାହ୍ମୀ , ବିଷ୍ନୁ , ମହେଶ୍ୱର ।

ମାତ୍ର ତାଙ୍କର ଏ କଥାକୁ ଲୋକମାନେ ଅନ୍ୟ ଅର୍ଥରେ ଧରି ତାଙ୍କୁ ବହୁତ ଖରାପ ଭାଷାରେ ମଧ୍ୟ ଗାଳି ଦେଇଛନ୍ତି । ରାନୀ କହିଲେ ଯାତ୍ରୀ କଲାକରା ମାନେ ତାଙ୍କୁ ବହୁତ କଥା କହିଲେ , ତାଙ୍କର ବାପା ମାଙ୍କୁ ତାତ୍ସଲ୍ୟ କଲେ ତାଙ୍କର ଗୁରୁଙ୍କୁ ତାତ୍ସଲ୍ୟ କଲେ ଯେଉଁଥିପାଇଁ ସେ ଚୁପ ରହିନଥିଲେ ମୁଁହ ଖୋଲିଥିଲେ । ସେ ଜଣେ ନାରୀ ବେଶ୍ୟା ନୁହନ୍ତି କି ସେ ଏ ସମସ୍ତ କଥା ଶୁଣି ଚୁପ ରହିବେ ବୋଲି ।

ରାନୀ କହିଲେ କି ସେ ଚାହିଁଥିଲେ ହାଇଫାଇ ଷ୍ଟାଇଲ ମେଣ୍ଟନ କରୁଥାନ୍ତେ ମାତ୍ର ଏମିତି ସାଧାରଣ ଲୋକଙ୍କ ପରି କାହିଁକି ଜୀବନ ୟାପନ କରୁଛନ୍ତି କାରଣ ଲୋକମାନଙ୍କୁ ସାହାର୍ଯ୍ୟ କରିବା ବିପଦ ଆପଦରେ ଛିଡା ହେବା ପାଇଁ ସେ ଭଲପାଆନ୍ତି କାରଣ ସେତିକି ଦରଦ ତାଙ୍କ ହୃଦୟରେ ରହିଛି । ମାତ୍ର ଲୋକମାନେ ତାଙ୍କୁ ବୁଝିପାରୁ ନାହାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।