Odisha News Portal

ଦେଖନ୍ତୁ ଭିଡିଓ ! ଆସନ୍ତୁ ବୁଲିଯିବା ଅଭିନେତ୍ରୀ ରାଣୀପଣ୍ଡା ଙ୍କ ଘରକୁ ,ଜାଣନ୍ତୁ ସେ ଘରେ କଣ ସବୁ କରୁଛନ୍ତି ?

ଆଜି ଆମେ ଆପଣ ମାନଙ୍କୁ ରାନୀ ପଣ୍ଡାଙ୍କ ଏକ ବହୁତ ସୁନ୍ଦର କଥା ବିଷୟରେ କହିବୁ । ରାନୀ ପଣ୍ଡାଙ୍କର ଏପରି କାମ ପାଇଁ ଆପଣ ମାନେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରନ୍ତି ମାତ୍ର ଅନେକ ସମୟରେ ସେ ଏମିତି କିଛି କାମ କରନ୍ତି ଯେଉଁଥିପାଇଁ ସେ ସର୍ବଦା ବିବାଦରେ ଭରି ରହିଥାନ୍ତି । ତେବେ ତାଙ୍କୁ ଏକ ବିବାଦୀୟ ଅଭିନେତ୍ରୀ ନାମରେ ମଧ୍ୟ ଅନେକ ସମୟରେ ଜଣାଥାଏ । ମାତ୍ର ଏହି ଗତ କିଛି ମାସ ହେବ ସେ ଏପରି କିଛି କାମ କରୁଛନ୍ତି ଯେଉଁଥିପାଇଁ ତାଙ୍କୁ ସମସ୍ତ ବହୁତ ହିଁ ଭଲ ପାଉଛନ୍ତି ।

ଓଡିଆ ପିଲ୍ମ ଜଗତର ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ଓଡିଆ ପିଲ୍ମ ଅଲବମ ଏବଂ ପିଲ୍ମରେ ଅଭିନୟ କରୁଥିଲେ । ଏହା ପରେ ରାନୀ ପଣ୍ଡା ଓଡିଆ ଯାତ୍ରୀ ଦୁନିଆରେ ଆଇଟମ ଡ୍ୟାନସର ଭାବରେ ଅନେକ ଯାତ୍ରାରେ ଡ୍ୟାନ୍ସ କଲେ । ରାନୀ ପଣ୍ଡାଙ୍କର ଆଇଟମ ଡ୍ୟାନ୍ସକୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରୁଥିଲେ ।

ମାତ୍ର ରାନୀ ପଣ୍ଡା ଯାତ୍ରୀ ଦୁନିଆରେ ବିବାଦୀୟ ହେବା ପରେ ସେ କିଛି ଦିନ ହେବ ଯାତ୍ରା ଦୁନିଆରୁ ଦୂରେଇ ଯାଇଛନ୍ତି । ଏବେ ସେ ମଞ୍ଜରୀ ଟିଭିରେ ପ୍ରସାରିତ ହେଉଥିବା ସବୁଠୁ ଲୋକପ୍ରିୟ କମେଡି ସିରିଏଲ ବଜରଙ୍ଗି କଲୋନୀରେ ଝୁଲଣ ମହାନ୍ତି ଚରିତ୍ରରେ ଅଭିନୟ କରୁଛନ୍ତି । ଏହି ନୂଆ ଓଡିଆ କମେଡି ସିରିଏଲରେ ରାନୀ ପଣ୍ଡାଙ୍କର ଅଭିନୟକୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରୁଛନ୍ତି ।

ଆପଣ ମାନେ ତ ରାନୀପଣ୍ଡକୁ ବହୁତ ଭଲ ପାଉଥିବେ ଏହା ସହିତ ତାଙ୍କ ବିଷୟରେ ମଦ୍ୟ ବହୁତ କଥା ଜାଣିବାକୁ ଇଚ୍ଚା କରୁଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ରାନୀଙ୍କର ଘର ଏବଂ ଜୀବଳ ଶୈଲୀ ବିଷୟରେ କହିବୁ । ରାନୀ ପଣ୍ଡା ଏବେ ଭୁବନେସ୍ୱରରେ ରହୁଛନ୍ତି ମାତ୍ର ସେ ନିଜ ଘରେ ରହୁନାହାନ୍ତି ଭୁବନେଶ୍ୱରରେ ଏକ ଭଡାଘରେ ରହୁଛନ୍ତି ।

 ସଠାରେ ତାଙ୍କର ବେଡରୁମ , କିଚେନ , ଡାଇନିଙ୍ଗ ରୁମ , ଠାକୁର ଘର ସମସ୍ତ ପ୍ରକାର ସୁବିଧା ରହିଛି , ସେ କହିଛନ୍ତି କି ସେ ସକାଳୁ ଉଠି ଘର ସଫା କରି ଗାଧେଇ ଠାକୁର ପୂଜା କରି ରୋଷେଇ କରନ୍ତି ।

ଏହା ସହ କହିଛନ୍ତି କି ତାଙ୍କର ସମସ୍ତ ରୋଷେଇ ଜିନିଷ କଂସା ଏବଂ ପିତ୍ତଳର , କାରଣ ସେ ଓଡିଆ ପରମ୍ପରାକୁ ବହୁତ ମାନିଥାନ୍ତି । ତେବେ ସେ ନିଜ ଘରେ ବହୁତ ଭଲରେ ରହୁଛନ୍ତି , ସସ୍ତ ସୁବିଧାରେ ରହନ୍ତି ଏହା ସହ ରାନୀ କହିଛନ୍ତି କି ସେ ସମସ୍ତ ଲୋକଙ୍କ ପରି ସରଳ ଜୀବନଯାପନ କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।