Odisha News Portal

ରାନୀ ପଣ୍ଡା କହିଲେ ଏମିତି କଥା ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ! ଆଉ ମୁଁ ବାହା ହେବିନି ମହାରଥି ପାଇଁ ବାଡୁଅ ରହିଗଲି….

0 3

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ବଡ କଥା ବିଷୟରେ କହିବୁ ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ତାଙ୍କର କଥା ଶୁଣିବେ ଆପଣ ମାନେ ସତରେ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ରାନୀ ପଣ୍ଡାଙ୍କ ବିଷୟରେ କହିବୁ । ତେବେ ଆପଣ ମାନେ ତ ଜାଣଇଛନ୍ତି କି ଏବେ ରାନୀ ପଣ୍ଡା ତାଙ୍କର କାମ ପାଇଁ ବହୁତ ହିଁ ଫେମସ ହୋଇଛନ୍ତି । ଏବେ ଏହି ସମୟରେ କରୋନା କାଳରେ ସେ ସରକାଙ୍କ ପାଣ୍ଟିଙ୍କୁ କିଛି ମାତ୍ରାରେ ଟଙ୍କା ମଧ୍ୟ ସାହାର୍ଯ୍ୟ କରୁିଛନ୍ତି । ଏହା ସହିତ କେତେକ ଲୋକଙ୍କୁ ମଧ୍ୟ ସେ ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।

ତେବେ ସେ ଯାହା ପାରୁଛନ୍ତି ସେତିକି ମାତ୍ରାରେ ସାହାର୍ଯ୍ୟ କରୁଛନ୍ତି । ତାଙ୍କର ଏଭଳି କାମ ପାଇଁ ଲୋକମାନେ ତାଙ୍କୁ ବହୁତ ହିଁ ପସନ୍ଦ କରୁଛନ୍ତି ଯେଉଁଥିପାଇଁ ଏବେକା ସମୟରେ ରାନୀ ବହୁତ ହିଁ ଫେମସ ହୋଇଛନ୍ତି ।

ମାତ୍ର ସେହି ସମୟରେ ରାନୀ ଏପରି କିଛି କାମ କରିଥିଲେ ଯେଉଁଥିପାଇଁ ଲୋକମାନେ ତାଙ୍କୁ ବହୁତ କଥା କହିଥିଲେ ମାତ୍ର ରାନୀ ତାହା ଧ୍ୟାନ ଦିଅନ୍ତି ନାହିଁ । ତେବେ ଆଜିକା ସମୟରେ ରାନୀ ଏପରି କିଛି ସୋସିଆଲ ମିଡିଆରେ କହିଛନ୍ତି ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ତେବେ ଆସନ୍ତୁ ଜାଣିବା କଣ କହିଛନ୍ତି ରାନୀ ।

ରାନୀ କହିଛନ୍ତି କି ମହାରଥି ଚାଙ୍କର କିଏ ମହାରଥିଙ୍କ ପରି ସ୍ୱାମୀଙ୍କୁ ପାଇଲେ ସେ ବିବାହ କରିବେ ନ ହେଲେ କେବେ ବିବାହ କରିବେ ନାହିଁ । ସେ କହିଛନ୍ତି ସେ ମହାରଥି ପାଇଁ ବାଡୁଅ ରହିଗଲେ ସେ ଆଉ ବିବାହ କରିବେ ନାହିଁ । ଆହୁରି ମଧ୍ୟ କହିଛନ୍ତି କି ଯଦି ମହାରଥି କିଛି ନିର୍ଦ୍ଦିଷ୍ଟ ସଂଙ୍କେତ ଦେଇ କହିବେ କି ରାନୀ ପଣ୍ଡା ତୁ ଯା ତୋ ପାଇଁ ମୁଁ ଏଇ ଲୋକଟିକୁ ପଠଉଚି ଯଦି ସ୍ୱପ୍ନରେ ଏହି କଥା କହିବେ ତେବେ ସେ ବିବାହ କରିବେ ନହେଲେ କେବେ ବିବାହ କରିବେ ନାହିଁ ।

ସେ ଆହୁରି କହିଛନ୍ତି କି ପିପିଲି ନିର୍ବାଚନ ଆଗକୁ ଆସୁଅଛି ଏବଂ ସେ ସେଥିପାଇଁ ମହାରଥିଙ୍କ ପରିବାରରୁ ଯିଏ ମଧ୍ୟ ଛିଡା ହେଲେ ସେ ସେଥିରେ ପ୍ରଚାର ପ୍ରସାର କରିବେ । ସେ କେବଳ ଏଥିପାଇଁ ଯିବେ କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟ୍ନାୟକଙ୍କ ପାଇଁ ସେ ମହାରଥିଙ୍କ ପରିବାର ତରଫରୁ ଯିଏ ବି ଠିଆ ହେବ ସେ ସେଥିପାଇଁ ପ୍ରଚାର ପ୍ରସାର କରିବା ପାଇଁ ନିଶ୍ଚିତ ଯିବେ । ତାଙ୍କ ପରିବାର ତରଫରୁ କେହି ନଡାକିଲେ ମଧ୍ୟ ରାନୀ ପଣ୍ଡି ମହାରଚଥିଙ୍କ ପାଇଁ ପ୍ରଚାର ପ୍ରସାର କରିବା ପାଇଁ ନିହାତି ଯିବେ ବୋଲି କ୍ୟାମେରା ସମ୍ମୁଖରେ ସାରା ଓଡିଶା ବାସୀଙ୍କୁ କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।