Odisha News Portal

ପୁଣି ରାନୁ ମଣ୍ଡଳଙ୍କୁ ମିଳିଲା ନୂଆ ସଫଳତା, ଦୀପିକାଙ୍କ ଫିଲ୍ମରେ ଗାଇବେ ଗୀତ, ଜାଣନ୍ତୁ କେଉଁ ଫିଲ୍ମରେ ଗାଇବେ ଗୀତ ?

0 2

ଆଜି ଆମେ ଆପଣ ମାନଙ୍କୁ ଯାହାଙ୍କ ବିଷୟରେ କହିବୁ ତାହାକୁ ଆପଣ ମାନେ ହୁଏତ ବହୁତ ଭଲ ଭାବରେ ଜାଣିଥିବେ । କାରଣ ପ୍ରଥମେତଃ ତାଙ୍କୁ କେହି ଜାଣିନଥିଲେ ମାତ୍ର ତାପରେ ଏମିତି କିଛି ହେଲା କି ତାହାକୁ ଭାରତରେ ପ୍ରାୟତଃ ସମସ୍ତେ ଜାଣିଗଲେ । କିଛି ଏମିତି ଚମକ୍ତାର ହେଲା କି ସେ ଜଣେ ପରିଚିତ ବ୍ୟକ୍ତି ଭାବରେ ମାନ୍ୟତା ପାଇଲେ ଅର୍ଥାତ ତାଙ୍କୁ ସମସ୍ତେ ଜାଣିଲେ ଏବଂ ବହୁତ ଭଲ ମଧ୍ୟ ପାଇଲେ । ତେବେ ଆମେ ଆପଣ ମାନଙ୍କୁ ଯାହାଙ୍କ ବିଷୟରେ କହୁଛୁ ସେ ହେଉଛନ୍ତି ଆପଣଙ୍କର ପ୍ରିୟ ରାନୁ ମଣ୍ଡଳ ।

ତେବେ ଆପଣ ମାନେ ତ ତାଙ୍କୁ ଜାଣିଥିବେ ଯିଏ କି ପ୍ରଥମେ ରେଲୱେ ଷ୍ଟେସନରେ ଗୀତ ଗାଇଥିଲେ ଓ ପରେ ତାଙ୍କର ଭିଡିଓ ଓ ସ୍ୱରର କମାଲ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସେ ରାତାରାତି ହୋଇଗଲେ ଜଣେ ଷ୍ଟାର୍ । କୁହାଯାଏ ମଣିଷର ଭାଗ୍ୟ କେତେବେଳେ ପରିବର୍ତ୍ତନ ହୋଇଯିବ ତାହା କହିହେବ ନାହିଁ।

ହଠାତ୍ ଭାଗ୍ୟ ଉଦୟ ହୋଇଗଲେ ମଣିଷ ରାତାରାତି ବି ବନିଯାଏ ଏକ ଖାସ୍ ମଣିଷ । ତେବେ ସେହି ରାନୁ ମଣ୍ଡଳ ଲିଉଡ୍ ର ମହାନ୍ ସଂଗିତ ଶିଳ୍ପୀ ହିମେଶ ରେଶମୀୟା ତାଙ୍କୁ ଗୀତ ଗାଇବାକୁ ଏକ ସୁଯୋଗ ଦେଇଥିଲେ। ଏହାପରେ ସେ ହିମେଶଙ୍କ ସହିତ ଗୀତ ଗାଇଥିଲେ। ଆଉ ଏହାପରେ ରାନୁ ମଣ୍ଡଳ ଜଣେ ପ୍ରସିଦ୍ଧ ମହିଳା ଭାବେ ବେଶ୍ ଜଣାଶୁଣା ହୋଇ ପାରିଛନ୍ତି ।

ଏହା ପରେ ପରେ ରାନୁଙ୍କର କିଛି ଗର୍ବ କାରଣରୁ ସେ ଲୋକଙ୍କୁ ଭିତରେ କୁଆଡେ ହଜିଗଲେ । ଲୋକମାନେ ତାଙ୍କୁ ଆଉ ଖୋଜିଲେ ନାହିଁ କି ଗୀତ ମଧ୍ୟ ଶୁଣିଲେ ନାହିଁ । ତେବେ ଏହା ପରେ ପରେ ଲକଡାଉନ ପଡିଗଲା ତାହା ପରଠାରୁ ରାନୁ ମଣ୍ଡଳକୁ ଆଉ କେହି ପଚାରିଲେ ନାହିଁ । ଏହା ପରେ ସେ ଯେମିତି ଥିଲେ ପୁଣି ସେହି ଅବସ୍ଥାକୁ ଫେରିଗଲେ ।

ମାତ୍ର ଏବେ ରାନୁ ମଣ୍ଡଳଙ୍କ ବିଷୟରେ କିଛି କଥା ଶୁଣିବାକୁ ମିଳିଛି , ତେବେ କଥାଟି ହେଉଛି କି ରାନୁ ପୁଣିଥରେ ଫେରିପାରନ୍ତି ଅର୍ଥାତ ଆଗକୁ ଆସୁତିବା ପିଲ୍ମରେ ସେ ଗୀତ ଗାଇପାରନ୍ତି । କାହିଁକିନା ଆପଣ ଜାଣିଛନ୍ତି ବଲିଉଡ୍ ର ଆଗ ଧାଡ଼ିର ଅଭିନେତ୍ରୀ ଦୀପିକା ପାଦୁକୋନ୍ ଏବେ ଚିଖାଲିୟା ଫିଲ୍ମ ସରୋଜିନୀକୁ ନେଇ ବହୁତ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମ୍ ରେ ସେ ଭାରତର ବୁଲବୁଲ ସରୋଜିନୀ ନାଇଡୁ ଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ।

ଯେଉଁ ଫିଲ୍ମ୍ ଟି ସରୋଜିନୀ ନାଇଡୁ ଙ୍କ ବାୟୋପିକ ବୋଲି କୁହା ଯାଉଛି ସରୋଜିନି ଯାହା ଧୀରଜ ମିଶ୍ରଙ୍କ ଦ୍ଵାରା ଲେଖା ଯାଇଥିବା ବେଳେ ଏହି ଫିଲ୍ମର ଗୀତକୁ ଗାଇଛନ୍ତି ରାନୁ ମଣ୍ଡଳ। ରାନୁ ମଣ୍ଡଲ କହୁଛନ୍ତି ଯେ ସେ ଧୀରଜ ମିଶ୍ରଙ୍କ ସହିତ କାମ କରୁଛନ୍ତି ଏବଂ ସେ ସରୋଜିନୀଙ୍କ ଗୀତ ଗାଉଛନ୍ତି । ରାନୁମଣ୍ଡଲ କହୁଛନ୍ତି ଯେ ସେ ଧୀରଜ ମିଶ୍ରଙ୍କ ସହିତ କାମ କରୁଛନ୍ତି ଏବଂ ସେ ସରୋଜିନୀଙ୍କ ଗୀତ ଗାଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।