ଆଜି ଆମେ ଆପଣ ମାନଙ୍କୁ ରାନୀ ପଣ୍ଡାଙ୍କ ଏକ ବହୁତ ସୁନ୍ଦର କଥା ବିଷୟରେ କହିବୁ । ରାନୀ ପଣ୍ଡାଙ୍କର ଏପରି କାମ ପାଇଁ ଆପଣ ମାନେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରନ୍ତି ମାତ୍ର ଅନେକ ସମୟରେ ସେ ଏମିତି କିଛି କାମ କରନ୍ତି ଯେଉଁଥିପାଇଁ ସେ ସର୍ବଦା ବିବାଦରେ ଭରି ରହିଥାନ୍ତି । ତେବେ ତାଙ୍କୁ ଏକ ବିବାଦୀୟ ଅଭିନେତ୍ରୀ ନାମରେ ମଧ୍ୟ ଅନେକ ସମୟରେ ଜଣାଥାଏ । ମାତ୍ର ଏହି ଗତ କିଛି ମାସ ହେବ ସେ ଏପରି କିଛି କାମ କରୁଛନ୍ତି ଯେଉଁଥିପାଇଁ ତାଙ୍କୁ ସମସ୍ତ ବହୁତ ହିଁ ଭଲ ପାଉଛନ୍ତି । ଆପଣ ମାନେ ତ ଜାଣିଛନ୍ତି କି କରୋନା ସଂଙ୍କଟ ସମୟରେ ଗରିବ ଲୋକଙ୍କୁ ସାହାର୍ଯ୍ୟ ପାଇଁ ସେ ମୁଖ୍ୟମନ୍ତ୍ରୀ ଫଣ୍ଡଙ୍କୁ 50 ହଜାର ଟଙ୍କା ଦାନ କରିଥିଲେ ।
ଏହା ପରେ ମଧ୍ୟ ସେ ଅନେକ ଲୋକମାନଙ୍କୁ ସାହାର୍ଯ୍ୟ କରିଛନ୍ତି । ଯେଉଁ ସମୟରେ ଓଲିଉଡ ଜଗତର କିଛି କଳାକାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସେହି ସମୟରେ ରାନୀ ପଣ୍ଡା ତାଙ୍କୁ ଦେଖିବା ପାଇଁ ମଧ୍ୟ ଯାଇଥିଲେ ଏବଂ କିଛି ଆର୍ଥିକ ସହାୟତା ରାଶି ମଧ୍ୟ ପ୍ରଦାନ କରିଥିଲେ ।
ଓଡିଆ ପିଲ୍ମ ଜଗତ ଏବଂ ଯାତ୍ରୀ ଜଗତର ବିବାଦୀୟ ଅଭିନେତ୍ରୀ ରାନୀ ପଣ଼୍ଡାଙ୍କର ଭାଇ ଭଉଣୀ ଗତ ଶୁକ୍ରାବର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ବିବାହ ଉତ୍ସବରେ ରାନୀ ପଣ୍ଡ ଯୋଗ ଦେଇଥିଲେ , ଏହା ସହ ବହୁତ ମଜାମସ୍ତି ମଧ୍ୟ କରିଥିଲେ । ରାନୀ ପଣ୍ଡାଙ୍କର ଭାଇ ଭଉମୀଙ୍କର ବିବାହରେ ଓଡିଆ ପିଲ୍ମ ଏବଂ ଯାତ୍ରା ଦୁନିଆର ଅନେକ ଲୋକପ୍ରିୟ ଅଭିନେତା ଏବଂ ଅଭିନେତ୍ରୀ ମାନେ ଯୋଗ ଦେଇଥିଲେ ।
ଏହା ସହିତ ଆହୁରି ଅନେକ ଅଭିନେତା ଏବଂ ଅଭିନେତ୍ରୀ ମାନେ ମଧ୍ୟ ଯୋଗ ଦେଇ ପାରିନଥିଲେ । କାହିଁକିନା ଏହି କରୋନା ମହାମାରୀ ପାଇଁ ଅନେକ ଅଭିନେତା ଏବଂ ଅଭିନେତ୍ରୀ ମାନେ ରାନୀ ପଣ୍ଡାଙ୍କର ଏହି ବିବାହରେ ଯୋଗ ଦେଇ ପାରିନଥିଲେ । ରାନୀ ପଣ୍ଡା ତାଙ୍କ ଭାଇ ଭଉଣୀଙ୍କର ବିବାହରେ ଗାଁର ଲୋକମାନଙ୍କୁ ଭୋଜିବାତ ଦେଇଥିଲେ ।
ଓଡିଆ ପିଲ୍ମ ଜଗତର ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ଓଡିଆ ପିଲ୍ମ ଅଲବମ ଏବଂ ପିଲ୍ମରେ ଅଭିନୟ କରୁଥିଲେ । ଏହା ପରେ ରାନୀ ପଣ୍ଡା ଓଡିଆ ଯାତ୍ରୀ ଦୁନିଆରେ ଆଇଟମ ଡ୍ୟାନସର ଭାବରେ ଅନେକ ଯାତ୍ରାରେ ଡ୍ୟାନ୍ସ କଲେ । ରାନୀ ପଣ୍ଡାଙ୍କର ଆଇଟମ ଡ୍ୟାନ୍ସକୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରୁଥିଲେ ।
ମାତ୍ର ରାନୀ ପଣ୍ଡା ଯାତ୍ରୀ ଦୁନିଆରେ ବିବାଦୀୟ ହେବା ପରେ ସେ କିଛି ଦିନ ହେବ ଯାତ୍ରା ଦୁନିଆରୁ ଦୂରେଇ ଯାଇଛନ୍ତି । ଏବେ ସେ ମଞ୍ଜରୀ ଟିଭିରେ ପ୍ରସାରିତ ହେଉଥିବା ସବୁଠୁ ଲୋକପ୍ରିୟ କମେଡି ସିରିଏଲ ବଜରଙ୍ଗି କଲୋନୀରେ ଝୁଲଣ ମହାନ୍ତି ଚରିତ୍ରରେ ଅଭିନୟ କରୁଛନ୍ତି । ଏହି ନୂଆ ଓଡିଆ କମେଡି ସିରିଏଲରେ ରାନୀ ପଣ୍ଡାଙ୍କର ଅଭିନୟକୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରୁଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।