ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ , ଯେଉଁ କଥାଟି ଶୁଣିଲେ ହୁଏତ ଆପଣ ମାନେ ଟିକେ ଦୁଃଖ ପ୍ରକାଶ କରିବେ କାରଣ ସେହି ବ୍ୟକ୍ତି ଜଣକୁ ବହୁତ ଲୋକମାନେ ପସନ୍ଦ କରନ୍ତି ଏବଂ ତାଙ୍କର ଏକଟିଙ୍ଗ ପାଇଁ ସମସ୍ତେ ତାଙ୍କର ଦିୱାନା ଅଟନ୍ତି । ମାତ୍ର ଏବେ ସେହି କଳାକାରଙ୍କର ଟିକେ ଦେହ ଅସୁସ୍ଥ ରହିଛି ଯେଉଁଥିପାଇଁ ସେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆମେ ଆପଣ ମାନଙ୍କୁ ଯେଉଁ କଳାକାରଙ୍କର ବିଷୟରେ କହୁଛୁ ସେ ହେଉଛନ୍ତି ତେଲଗୁ ସୁପରଷ୍ଟାର ଖ୍ୟତନାମା ଚଳଚ୍ଚିତ୍ର ଅଭିନେତା ରଜନୀକାନ୍ତ ।
ତେବେ ଆପଣ ମାନେ ତ ରଜନୀକାନ୍ତଙ୍କୁ ବହୁତ ହିଁ ପସନ୍ଦ କରନ୍ତି । ସମସ୍ତେ ତାଙ୍କର କଳାର ଦିୱାନା ଅଟନ୍ତି , ବଲିଉଡର କିଙ୍ଗ ରଜନୀକାନ୍ତ କହିବା ମଧ୍ୟ କିଛି ଅଶ୍ଚର୍ୟ୍ୟକର କଥା ନୁହେଁ । ତେବେ ସେ ସର୍ବଦା ହିଟ ଫିଲ୍ମ ଲୋକମାନଙ୍କ ପାଇଁ ତିଆରି କରିଥାନ୍ତି ,
ଯେଉଁଥିପାଇଁ ଲୋକମାନେ କାଙ୍କୁ ବହୁତ ପସନ୍ଦ କରନ୍ତି ଏବଂ ତାଙ୍କର ଫିଲ୍ମ ସର୍ବଦା ହିଁ ହିଟ ହୋଇଥାଏ । ତେବେ ଏବେ ମଧ୍ୟ ସେ ଲୋକମାନଙ୍କ ପାଇଁ ସର୍ବଦା ସୁନ୍ଦର ସୁନ୍ଦର ଏବଂ ହିଟ ପିଲ୍ମ ନେଇ ଆସିଛନ୍ତି , ଏବେକା ସମୟରେ ମଧ୍ୟ ସେ ଏକ ପିଲ୍ମ ପାଇଁ କାମ କରିବା ଆରମ୍ଭ କପରିଥିଲେ ମାତ୍ର ଶରୀର ଅସୁସ୍ଥ ହେବାରୁ ସେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ରଜନୀକାନ୍ତ ସିନେମା ‘ଅନାଥେ’ର ସୁଟିଂ ପାଇଁ 10 ଦିନ ହେଲା ହାଇଦ୍ରାବାଦରେ ଅବସ୍ଥାନ କରୁଛନ୍ତି। ତେବେ ସୁଟିଂ ସାମିଲ ଥିବା ଏକାଧିକ କଳାକାର ଓ ଆସିଷ୍ଟାଣ୍ଟ କୋଭିଡ୍-19 ପଜିଟିଭ୍ ଜଣାପଡିବା ପରେ ସୁଟିଂକୁ ସ୍ଥଗିତ ରଖାଯାଇଛି। କୋଭିଡ୍ ଆଶଙ୍କାରେ ଗତ 22 ଦିନ ରଜନୀକାନ୍ତ ତାଙ୍କର କୋଭିଡ୍ ପରୀକ୍ଷା କରାଇଥିଲେ ।
ରିପୋର୍ଟ ନେଗେଟିଭ୍ ଆସିବା ପରେ ମଧ୍ୟ ସେ ନିଜକୁ ଆସୋଲେସନରେ ରଖିଥିଲେ ଷ କରୋନା ପଜିଟିଭ ନଥିଲେ ମଧ୍ୟ ତାଙ୍କର ରକ୍ତଚାପରେ ଉଚ୍ଚ ନୀଚ ପ୍ରଭବ ରହୁଛି ଯାହା ପାଇଁ ଡାକ୍ତର ମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ । ରକ୍ତଚାପ କମିବା ସହ ସ୍ଥିତି ସାଧାରଣ ଅବସ୍ଥାକୁ ଆସିଲେ, ତାଙ୍କୁ ଡାକ୍ତରଖାନାରୁ ଛଡା ଯିବ ବୋଲି ଜଣାଯାଇଛି ।
ରକ୍ତଚାପ ବ୍ୟତୀତ ଅଭିନେତା ରଜନୀକାନ୍ତଙ୍କର ଅନ୍ୟ ସେପରି ସ୍ୱାସ୍ଥ୍ୟାଜନିତ ସମସ୍ୟା ନଥିବା ଆପଲୋ ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଶୁକ୍ରବାର ସକାଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଆପଲୋ ହସ୍ପିଟାଲସ୍ ପକ୍ଷରୁ କୁହାଯାଇଛି । ତେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଲେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ କାରଣ ସେ କଭିଡ ପଜିଟିଭ ନାହାନ୍ତି ସେଥିପାିଁ ସ୍ୱାସ୍ଥ୍ୟବସ୍ଥା ଭଲ ରହିଲେ ତାଙ୍କୁ ଡିୟଚାର୍ଜ କରାଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।