Odisha News Portal

କ୍ରିକେଟର ରୋବିନ ଉଥପ୍ପାଙ୍କ ସ୍ତ୍ରୀ ଦେଖିବାକୁ ଏତେ ସୁନ୍ଦର,ଓ ହଟ୍ ଫୋଟୋ ଦେଖି ଆପଣ ମଧ୍ୟ ହେଇଯିବେ ତାଙ୍କ ଦିୱାନା !

0 3

ଆଜି ଆମେ ଆପଣ ମାନଙ୍କୁ ଜଣେ ଖେଳାଳୀଙ୍କ ବିଷୟରେ କହିବୁ ଯିଏ କି କ୍ରିକେଟ ଜଗତରେ ତାଙ୍କର ବହୁତ ନାମ ଅର୍ଜନ କରିଥିଲେ । କ୍ରିକେଟ କଥା କହିଲେ ତ ସମସ୍ତଙ୍କ ମନ ମୁଗ୍ଧ ହୋଇଯାଏ । ଭାରତରେ ପ୍ରାୟତଃ ଅଧିକାଂଶ ଲୋକମାନେ କ୍ରିକେଟକୁ ବହୁତ ହିଁ ପସନ୍ଦ କରନ୍ତି । କ୍ରିକେଟରେ ଅନେକ ଖେଳାଳୀ ମାନେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥାନ୍ତି । ଏହା ସହିତ ସେମାନେ ଦର୍ଶକ ମାନଙ୍କର ବହୁତ ପ୍ରିୟ ମଧ୍ୟ ହୋଇଥାନ୍ତି । ଅନେକ କ୍ରିକେଟର ରହିଛନ୍ତି ମାତ୍ର ସେମାନଙ୍କ ମଧ୍ୟରୁ କାହାର କେଉଁ କ୍ରିକେଟର ତ ବହୁତ ପ୍ରିୟ ଥିବେ , ଯାହାଙ୍କ ବେଟିଙ୍ଗ ବା ବୋଲିଂ ସମୟରେ ସେମାନେ ବହୁତ ଖୁସି ହୋଇଯାଆନ୍ତି ।

ଏହା ସହିତ ତାଙ୍କର ପ୍ରିୟ କ୍ରିକେଟରଙ୍କ ବିଷୟରେ ଜାଣିବା ପାଇଁ ସେମାନେ ବହୁତ ଆଗ୍ରହୀ ହୋଇଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଜଣେ କ୍ରିକେଟରଙ୍କ ବିଷୟରେ କହିବୁ , ଯାହାକୁ ଆପଣ ମାନେ ଜାଣିଛନ୍ତି ମାତ୍ର ତାଙ୍କର ବିଷୟରେ ହୁଏତ ଜାଣିନଥିବେ । ଆଜି ଆମେ ଆପଣ ମାନଙ୍କୁ ସେମିତି ଜଣେ କ୍ରିକେଟରଙ୍କ ବିଷୟରେ କହିବୁ , ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।


ଆମେ ଆପଣ ମାନଙ୍କୁ ଯେଉଁ କ୍ରିକେଟରଙ୍କ ବିଷୟରେ କହୁଛୁ ସେ ହେଉଛନ୍ତି ନିଜର ପ୍ରଥମ ମ୍ୟାଚରେ 86 ରନ କରି ଅନ୍ତ ରାଷ୍ଟ୍ରୀୟ କ୍ଯାରିୟର ଆରମ୍ଭ କରିଥିଲେ ଯାହାଙ୍କର ନାମ ହେଲା ରୋବିନ ଉଥପ୍ପା । ଯେତେବେଳେ ଭାତର 2007 ରେ ଟି ଟୋନ୍ଟି ବିଶ୍ଵକପ ଜିତି ଥିଲା ସେବେ ରୋବିନ ଉଥପ୍ପା ଭାରତୀୟ କ୍ରିକେଟ ଟିମର ଏକ ମୁଖ୍ୟ ଖେଳାଳି ଥିଲେ । ମାତ୍ର ପରେ ପରେ ସେ ଭଲ ନକେଲିବାରୁ ତାଙ୍କୁ ଟିମରୁ ବାହାରିବା ପାଇଁ ପଡିଲା । ବର୍ତ୍ତମାନ ସେ ଭାରତ ପାଇଁ ଖେଳୁ ନାହାନ୍ତି, କିନ୍ତୁ ପ୍ରତ୍ୟକ ବର୍ଷ ସେ ନିଜର ଦକ୍ଷତା IPL ରେ ଦେଖାଉଛନ୍ତି ।ମାର୍ଚ୍ଚ 2016 ରେ ରବିନ ବିବାହ କରିଥିଲେ , ତାଙ୍କ ସ୍ତ୍ରୀଙ୍କର ନାମ ଶୀତଲ ଗୌତମ, ଯିଏକି ଦେଖିବାକୁ ବହୁତ ସୁନ୍ଦର । ରବିନଙ୍କ ପ୍ରତ୍ୟେକ ପରିସ୍ଥିତିରେ ଭଲ ଏବଂ ଖରାପ ସମୟରେ ତାଙ୍କର ପତ୍ନୀ ସର୍ବଦା ସେମାନଙ୍କର ସାଥ ଦେଇଥାନ୍ତି । ସର୍ବଦା ତାଙ୍କ ସାଥିରେ ରହିଥାନ୍ତି , କେବେବି ତାଙ୍କର ହାତ ଛାଡନ୍ତି ନାହିଁ । ଏହା ସହିତ IPL ସମୟରେ ମଧ୍ୟ ତାଙ୍କ ପତ୍ନୀ ଷ୍ଟାଡିୟମରେ ତାଙ୍କ ଉତ୍ସାହ ବଢାଇବାର ବହୁତ ଥର ଦେଖା ଯାଇଛି । IPL ରେ ରୋବିନ କୋଲକାତା ନାଇଟରାଇଡ଼ର୍ସ ପାଇଁ ଖେଳନ୍ତି ।

କେତେ ଥର ତାଙ୍କର ଭଲ ପଦର୍ଶନ ପାଇଁ କୋଲକାତାକୁ ସଫଳତା ମଧ୍ୟ ମିଳିଛି । ରବିନ ଏବେ ଗୋଟିଏ ପିଲାର ବାପା ହୋଇସାରିଛନ୍ତି । ଗତ ବର୍ଷ ତାଙ୍କ ସ୍ତ୍ରୀ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଛୁଆଟିକୁ ଜନ୍ମ ଦେଇ ଥିଲେ । ସେ ତାଙ୍କ ସ୍ତ୍ରୀ ଓ ପିଲା ସହ ଏକ ଫୋଟୋ ତାଙ୍କ ଟ୍ଵିଟର ଆକାଉଣ୍ଟରେ ଶେୟାର କରି ଥିଲେ । 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।