2022 ର ଅନ୍ତିମ ଓ ଭୟଙ୍କର ସୂର୍ଯ୍ୟ ପରାଗ, କେତେବେଳୁ ପାକ ନିଃଶେଷ ଏବଂ ପରାଗ ଛାଡିଲା ପରେ କଣ କରିବେ ଦେଖନ୍ତୁ ?

ତେବେ ଆପଣ ମାନେ ଜାଣିଥିବେ କି ସୂର୍ଯ୍ୟପରାଗ ଗୋଟିଏ ଏମିତି ଘଟଣା ଯାହା ବିଷୟରେ ଜ୍ୟୋତିଷ ମାନେ ବିଭିନ୍ନ ମତ ଦେଇଥିବା ବେଳେ ଏହାକୁ ନେଇକି ଅନେକ ବୌଜ୍ଞାନିକ ମତ ମଧ୍ୟ ରହିଛି ବୋଲି କୁହାଯାଇଥାଏ | ଆଉ ଯେଉଁଠି ଦେଖା ଯାଇଥାଏ କି ଏହି ସୂର୍ଯ୍ୟ ପରାଗ ବିଷୟରେ ଆସନ୍ତୁ ଜାଣିବା କଣ ସବୁ କୁହାଯାଇଥାଏ ଏହି ସୂର୍ଯ୍ୟପରାଗ ବିଷୟରେ |ତେବେ କୁହାଯାଉଛି କି ସୂର୍ଯ୍ୟ, ଚନ୍ଦ୍ର ଆଉ ପୃଥିବୀ ଏକା ସରଳ ରେଖା ରେ ଥିଲେ ତାହାକୁ ଆମେ ସୂର୍ଯ୍ୟପରାଗ ବୋଲି କହିଥାଉ | ଆଉ ଯାହା ଫଳରେ ସୂର୍ଯ୍ୟର କିଛି ଅଂଶ ଆମକୁ ଦେଖାଯାଏ ନାହିଁ ଓ ଅନ୍ଧାର ଦେଖା ଯାଇଥାଏ | ଆଉ ଯାହାକୁ ଆମେ ସୂର୍ଯ୍ୟପରାଗ ବୋଲି ମଧ୍ୟ କହିଥାଉ | ତେବେ ଏହି ବିଷୟରେ ପଠାଣି ସାମନ୍ତ ପ୍ଲାନେଟରିୟମ ର ଉପନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କଣ କହିଛନ୍ତି ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ସୂର୍ଯ୍ୟପରାଗ ବିଷୟରେ କଣ ସବୁ କହିଛନ୍ତି ସେ ବିଷୟରେ ଜାଣିବା |

ତେବେ କୁହାଯାଉଛି କି ସୂର୍ଯ୍ୟପରାଗ ସାରା ବିଶ୍ୱରେ ଦେଖା ଯାଇଥାଏ | କିନ୍ତୁ ତାହାର ସମୟ ସୀମା ର ପରିବର୍ତ୍ତନ ଘଟିଥାଏ ବୋଲି କୁହାଯାଉଛି | ଆଉ ଯେଉଁଠି କୁହାଯାଉଛି କି ଆମ ଭୁବନେଶ୍ୱର ରେ 4:56 ମିନିଟ ରୁ 5:16 ମିନିଟ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ବୋଲି କୁହାଯାଇଛି |ତେବେ କୁହାଯାଉଛି କି ଜାମୁକାଶ୍ମୀର ଅଞ୍ଚଳରେ 70% ଘୋଡେଇ ହେଇକି ରହିବା କଥା କୁହାଯାଇଛି |ତେବେ ଯାହା କୁହାଯାଉଛି କି ଏହି ମହାଜାଗତୀୟ ଦୃଶ୍ୟ ରେ ସୂର୍ଯ୍ୟ ଙ୍କୁ ଖାଲି ଆଖିରେ ଦେଖିବାକୁ ମନା କରାଯାଇଛି |କାରଣ ଏହି ସମୟରେ ସୂର୍ଯ୍ୟ ଙ୍କର ବିଷାକ୍ତ କିରଣ ପଡିଥାଏ ସେଥିପାଇଁ |

ପଠାଣି ସାମନ୍ତ ପ୍ଲାନେଟରିୟମ ର ଉପନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି କି ସୂର୍ଯ୍ୟପରାଗ ଆଉ ପାକ ଗ୍ରହଣ ଉପରେ କିଛି ବି ସାମଞ୍ଜସ୍ୟ ନାହିଁ | ଆଉ ଯେଉଁଠି କୁହାଯାଉଛି କି ଯଦି ଏହି ସମୟରେ ଆପଣ ଖାଇବା ଖାଇବେ ତାହେଲେ ଏହାର କୌଣସି କୁ ପ୍ରଭାବ ଆମ ଉପରେ ପଡି ନ ଥାଏ ବୋଲି କୁହାଯାଇଛି | ଏହି ସୂର୍ଯ୍ୟପରାଗ ଟି ହେଉଛି କେବଳ ଛାଇ ଓ ଆଲୁଅ ର ଖେଳ | ତେବେ କୁହାଯାଉଛି କି ଏବେ ଅନେକ ଜ୍ୟୋତିଷ ମାନେ ତାଙ୍କର ମତ ମଧ୍ୟ ବଦଳାଇବାକୁ ଲାଗିଲେଣି |

ତେବେ ଶୁଭେନ୍ଦୁ ଙ୍କର କହିବା କଥା କି ଏହି ଖାଇବା ଉପରେ ପ୍ରଶ୍ନ ଉଠାଇବା କଥା କାରଣ ଯେତେବେଳେ ବୃଦ୍ଧ, ଛୋଟ ପିଲା ରୋଗୀ ମାନଙ୍କ ପାଇଁକି ଖାଇବାର ନିୟମ ରହିଛି ତାହେଲେ ଜଣେ ସାଧାରଣ ଲୋକ ଖାଇବା କୁ କଣ ପାଇଁ ଖାଇ ପାରିବେ ନାହିଁ ବୋଲି ପ୍ରଶ୍ନ ଉଠିଛି | ଆଉ ଯାହା ଭିତରେ କୁହାଯାଉଛି କି ଏହି ସବୁ କଥା କୁ ବିଶ୍ୱାସ ନ କରିକି ଆପଣ ମାନେ ଖାଦ୍ୟ ଗ୍ରହଣ କରି ପାରିବେ ବୋଲି ମଧ୍ୟ କୁହାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment