Odisha News Portal

ଆପଣ ମାନେ ଜାଣିଛନ୍ତି କି ରାନୀପଣ୍ଡା ଙ୍କ ଘର , ପରିବାର ଏବଂ ତାଙ୍କର କେତେ ସମ୍ପତ୍ତି ରହିଛି ବୋଲି ! ତାଙ୍କର ପୁରା ସମ୍ପତ୍ତି ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ?

ଆପଣ ମାନେ ତ ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ଜାଣିଥିବେ , ମାତ୍ର ଆପଣ ମାନେ ଜାଣିଛନ୍ତି କି ତାଙ୍କର ଘର , ପରିବାର ଏବଂ ତାଙ୍କର କେତେ ସମ୍ପତ୍ତି ରହିଛି ବୋଲି । ତେବେ ଆଜି ଆମେ ଆପଣ ମାନଙ୍କୁ ରାନୀ ପଣ୍ଡାଙ୍କର କିଛି ଅଜଣା କଥା ବିଷୟରେ କହିବୁ , ଯାହାକୁ ଆପଣ ମାନେ ଜାଣିନଥିବେ । ଆପଣଙ୍କର ପ୍ରିୟ ରାନୀ ପଣ୍ଡା 29 ଜାନୁଆରୀ 1984 ମସିହାରେ ଜନ୍ମଗ୍ରହଣ କରିଥିଲେ । ଆପଣ ମାନେ ତ ଜାଣଇଛନ୍ତି କି ଏବେକା ସମୟରେ ରାନୀ ପଣ୍ଡା ବହୁତ ଚର୍ଚ୍ଚାରେ ରହିଛନ୍ତି ।

ଆପଣଙ୍କର ପ୍ରିୟ ଯାତ୍ରୀ ଆର୍ଟିଷ୍ଟ ରାନୀ ପଣ୍ଡା ଏବେକା ସମୟରେ ପିଲ୍ମ ଏବଂ ସିରିଏଲରେ ମଧ୍ୟ ନଜର ଆସିଛନ୍ତି । ତାଙ୍କର ଅଭିନୟକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରନ୍ତି । ତେବେ ରାନୀ ପଣ୍ଡା କେବଳ ଅବିନୟ କରନ୍ତି ନାହିଁ ଏବେ ଜଣାପଡିଥିଲା କି ସେ ଭଲ ଗୀତ ମଧ୍ୟ ଗାଆନ୍ତି ।

ଆମ ଓଡିଶାର ଲୋକମାନେ ତାଙ୍କୁ ବହୁତ ପସନ୍ଦ କରିବାର କାରଣ ହେଉଛି ସେ କେବବେି ଗରିବ ଲୋକମାନଙ୍କର ଦୁଃଖ ସହ୍ୟ କରିପାରନ୍ତି ନାହିଁ । ଯେଉଁଥିପାଇଁ ସେ ଗରିବ ଲୋକଙ୍କୁ ସର୍ବଦା ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି ।

ଏପରିକି ଆମ ଓଡିଶାର ବିଭିନ୍ନ ବାତ୍ୟା ସମୟରେ ସେ ଲୋକମାନଙ୍କ ପାଖକୁ ଯାଇ ପହଞ୍ଚୁଥିଲେ ଏବେ ସେ ଗରିବ ଲୋକଙ୍କୁ ଚିନି , ଚୁଡା ହେବା ସହ ବହୁତ ଟଙ୍କା ମଧ୍ୟ ସାହାର୍ଯ୍ୟ କରିଛନ୍ତି । ସେ ଯାତ୍ରା ଦୁନିଆର ରାନୀ ବୋଲି ଲୋକମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି ଏବଂ ଯାତ୍ରାରେ ତାଙ୍କର ଡ୍ୟାନ୍ସ ଦେଖିବାକୁ ବହୁତ ପସନ୍ଦ କରନ୍ତି ।

ଆପଣ ମାନେ ମଧ୍ୟ ଜାଣିଥିବେ କି ସେ ଏବେ ଭୁବନେସ୍ୱରରେ ରହୁଥିଲେ ମାତ୍ର ସେ ଏବେ ଆମ ଓଡିଶା ଛାଡି ଚାଲି ଯାଇଛନ୍ତି ତାଙ୍କର କିଛି ବ୍ୟକ୍ତିଗତ କାମ ପାଇଁ । ଏହା ସହ ଆପଣ ମାନେ ଏକଥା ମଧ୍ୟ ଜାଣିଥିବେ କି ରାନୀ ପଣ୍ଡା ଏବେ ପର୍ଯ୍ୟନ୍ତ ମଧ୍ୟ ବିବାହ କରିନାହାନ୍ତି । ତାଙ୍କର ବିବାହ ନକରିବାର କାରଣ ମଧ୍ୟ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ଏହା ବ୍ୟତୀତ ଲୋକମାନେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରିଛନ୍ତି ।

ଆମେ ମାନେ ଯଦି ତାଙ୍କର ସମ୍ପତ୍ତି କଥା କହିବା ତେବେ ସେ ଗୋଟିଏ ଯାତ୍ରାରେ ଡ୍ୟାନ୍ସ କରିବା ପାଇଁ ପାଖାପାଖି 30 ରୁ 35 ହଜାର ଟଙ୍କା ଡିମାଣ୍ଡ କରିଥାନ୍ତି । ଏହା ବ୍ୟତୀତ ତାଙ୍କର ଭୁବନେଶ୍ୱରରେ ମଧ୍ୟ ଏକ ଆଲିସାନ ଘର ରହିଛି । ଏହା ସହିତ ତାଙ୍କର ଗୋଟିଏ ବ୍ୟକ୍ତିଗତ କାର ମଧ୍ୟ ରହିଛି । ଏହା ବ୍ୟତୀତ ସେ ଅନେକ ଗୁଡିଏ ପିଲ୍ମ ମଧ୍ୟ କରିସାରିଛନ୍ତି । ତେବେ ତାଙ୍କର ମୋଟ ସଂପତ୍ତି କତା ଯଦି କହିବା ତାଙ୍କର ମୋଟ ସଂପତ୍ତି 30 ରୁ 35 ଲକ୍ଷ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।