” ସେ ମୋ ଇଜ୍ଜତ ସହ ଖେଳିଲା ଏବେ କହୁଛି 10 ହଜାର ନେଇ ପଳା.. ମୁଁ କଣ ପରିବା… ଦେଖନ୍ତୁ Video

ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ପ୍ରେମ ସମ୍ପକ କୁ ନେଇକି ଅନେକ ସମୟରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳେ | ତେବେ ବର୍ତ୍ତମାନ ସେହିଭଳି ଏକ ଭିଡିଓ ଟିଏ ଦେଖିବାକୁ ମିଳିଛି | ଆଉ ଯେଉଁଠି ଦେଖା ଯାଇଛି କି ଯୁବତୀ ଜଣଙ୍କର ବିବାହ ଠିକ ହୋଇଥିଲା ଜଣେ ଯୁବକ ଙ୍କ ସହିତ | ଆଉ ପରିବାର ର ରାଜି କ୍ରମେ ସବୁକିଛି ହୋଇଥିଲା | ଆଉ ଯାହା ଜଣା ପଡିଛି କି ଏତେ ସବୁବେଳେ ହେବା ପରେ ଯୁବକ ଜଣଙ୍କ ଝିଅ ଜଣଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ | ଆଉ ଏବେ ତାଙ୍କୁ ଛାଡି ଦେବେ ବୋଲି କହିଛନ୍ତି |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ର ଗୁଡାରି ରେ ଯୁବତୀ ଜଣଙ୍କର ଘର | ଆଉ ଯୁବତୀ ଜଣଙ୍କର ନିର୍ବନ୍ଧ ଠିକ ହୋଇଥିଲା ଇଶୋନେଶର ବସ୍ତି ଆଉ ଯୁବକ ଜଣଙ୍କ ନାଁ ହେଉଛି ଜର୍ଜ |ତେବେ ଯାହା ସୂଚନା ମିଳିଛି କି ଯୁବକ ଜଣଙ୍କର ବିବାହ ଠିକ ହୋଇଥିଲା ଆଉ ତାଙ୍କର ନିର୍ବନ୍ଧ ମଧ୍ୟ ସରିଯାଇଥିଲା | ଆଉ ଯାହା ଜଣା ପଡିଛି କି ସବୁକିଛି ଦୁଇ ପରିବାରର ସମ୍ମତି କ୍ରମେ ହୋଇଥିବାର ସୂଚନା ମଧ୍ୟ ମିଳିଥିଲା | ତେବେ ଏତେ ସବୁ ହେଲା ପରେ ମଧ୍ୟ ଦେଖିବାକୁ ମିଳିଥିଲା କି ସମ୍ପର୍କ ରେ ଫାଟ ସୃଷ୍ଟି ହୋଇଥିଲା |

ଆଉ ଯାହା ଜଣା ପଡିଛି କି ଯୁବକ ଜଣଙ୍କ ର ଯୁବତୀ ଙ୍କ ସହିତ ବିବାହ ଠିକ ହେବା ପରେ ସେମାନଙ୍କର ସମ୍ପର୍କ ବଢିବାକୁ ଲାଗିଥିଲା | ଆଉ ଯାହା ଜଣା ପଡିଛି କି ଶାରୀରିକ ସମ୍ପର୍କ ମଧ୍ୟ ଦୁଇଜଣ ଙ୍କ ମଧ୍ୟରେ ଗଢି ଉଠିଥିଲା |ଆଉ ଏତେ ସବୁ ହେଇଗଲା ପରେ ପୁଣି ସମ୍ପର୍କ ଭାଙ୍ଗି ଯାଇଥିଲା | ଆଉ ଯୁବତୀ ଙ୍କର ଇଜ୍ଜତ ଲୁଟି ନେଲା ପରେ ଯୁବତୀ ଙ୍କୁ ବିବାହ କରିବାକୁ ମନା କରି ଦେଇଛନ୍ତି ଯୁବକ ଜଣଙ୍କ |ଆଉ ସେମାନଙ୍କ ସମ୍ପର୍କ ରେ ପୂର୍ଣ୍ଣଛେଦ ସୃଷ୍ଟି ହୋଇଛି ବୋଲି ଜଣା ପଡିଛି |

ଆଉ ଯାହା ଦେଖିବାକୁ ମିଳିଛି କି ଯୁବକ ଜଣଙ୍କ 10 ହଜାର ଟଙ୍କା ଦେବେ ବୋଲି କହିଛନ୍ତି ଯୁବତୀ ଙ୍କୁ | ଆଉ ସେହି 10 ହଜାର ନେଇକି ତାଙ୍କର ଜୀବନରୁ ବାହାରି ଯିବାକୁ କହୁଛନ୍ତି ଯୁବକ ଜଣଙ୍କ | ଆଉ ସେଭଳି ଣ କରିଲେ ତାଙ୍କୁ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଉଛନ୍ତି ଯୁବକ ଜଣକ | ଆଉ ବର୍ତ୍ତମାନ ନ୍ୟାୟ ପାଇବା ପାଇଁ ଯୁବତୀ ଜଣଙ୍କ ମିଡ଼ିଆ ସାମ୍ନା ରେ ପହଞ୍ଚିଛନ୍ତି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment