Odisha News Portal

ଏହି ପ୍ରଶ୍ନର ସଠିକ୍ ଉତ୍ତର ଦେବାରେ 99% ଲୋକ ହେଲେ ଫେଲ , କଣ ଆପଣ ଦେଇ ପାରିବେ ?

0 113

ଜ୍ଞାନର ଅସୀମ ଭଣ୍ଡାର ରହିଛି। ଏହାକୁ ଯେତେ ପଢିଲେ ସରେ ନାହିଁ। ତେବେ ସେହି ଜ୍ଞାନ ଭିତରେ ଏମିତି କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ହେଲେ ଏହା ଆମର ବହୁତ ଦରକାରୀ ମଧ୍ୟ ହୋଇ ଥାଏ । ପୃଥିବୀ ରେ ଏମିତି ଅନେକ କଥା ରହିଛି ଯାହା ଆମେ କେବେ ଜାଣି ନଥିବା । ଅନେକ ଛୋଟ ଛୋଟ କଥା ରହିଛି ଯାହା ଜାଣିବା ନିହାତି ଆବଶ୍ୟକ ।

ଆମ ସମାଜରେ ଦେଶରେ ପ୍ରତିଟି ଜିନିଷ ଉପରେ ଲୋକଙ୍କର ସାମୁହିକ ଜ୍ଞାନ ରହିବା ନିହାତି ଆବଶ୍ୟକ,କାରଣ ଏହି ସବୁ ଜ୍ଞାନ ଆମର ଆଗକୁ ବହୁତ କାମରେ ଆସିବ ।

ଆଉ ଆମକୁ ଅନେକ କ୍ଷେତ୍ରରେ ସାହାଯ୍ୟ କରିବ । ଆମ ରାଜ୍ୟ ଓଡିଶା ସମ୍ପର୍କରେ ଏମିତି ଅନେକ ତଥ୍ୟ ରହିଛି ଏବଂ ତାହା ଜାଣିବା ଆମର ବହୁତ ଆବଶ୍ୟକ । ଏହା ଆମର ଆଗକୁ କାମରେ ଲାଗିବ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ କିଛି ପ୍ରଶ୍ନ ଓ ଉତ୍ତର ।

1. ରେଭେନ୍ସା କଲେଜ କେଉଁ ମସିହା ରେ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଲା ?

ଉତ୍ତର:- 2006 ମସିହାରେ ମାନ୍ୟତା ପାଇଥିଲା

2. ଓଡିଶା ର ମନ୍ତ୍ରୀ ମଣ୍ଡଳ ପ୍ରଥମେ କେଉଁ ମସିହା ରେ ଗଠିତ ହୋଇ ଥିଲା। ?

ଉତ୍ତର:-1937 ମସିହାରେ ଗଠିତ ହୋଇଥିଲା।

3. ଓଡିଶା ରେ ଥିବା 30 ଜିଲ୍ଲା ମଧ୍ୟରୁ ସବୁଠୁ ବଡ଼ ଜିଲ୍ଲା କେଉଁଟି?
ଉତ୍ତର:- ମୟୁରଭଂଜ ଜିଲ୍ଲା ହେଉଛି ସବୁଠୁ ବଡ଼ ଜିଲ୍ଲା ।

4. 2014 ରେ ଫିଫା ବିଶ୍ୱ କପ କେଉଁ ଦେଶ ହାସଲ କରିଥିଲା ?
ଉତ୍ତର:- ଜର୍ମାନୀ ହାସଲ କରିଥିଲା।

5. କଲିକତାରେ ରାଜସ୍ଵର ସ୍ଥାୟୀ ବନ୍ଦବସ୍ତ୍ କିଏ କରି ଥିଲେ ?
ଉତ୍ତର:- ଲଡ କର୍ଣ୍ଣୱଅଲିସ୍ କରିଥିଲେ ।

6. ବିଶ୍ୱର ସବୁଠୁ ବଡ଼ କେନାଲର ନାମ କଣ ?
ଉତ୍ତର:- ସୁଏଜ କେନାଲ ହେଉଛି ସବୁଠୁ ବଡ଼ କେନେଲ।

7. ବିଶ୍ୱର ସବୁଠୁ ବଡ଼ ଦୀପ ସମୂହ ର ନାମ କଣ ?
ଉତ୍ତର:- ଇଣ୍ଡନେସିଆ ହେଉଛି ବଡ଼ ଦୀପ ସମୂହ ।

8. ଭାରତର ଇଂରାଜୀ ସମାଚର୍ ପାତ୍ର ପ୍ରଥମେ କିଏ ଆରମ୍ଭ କରି ଥିଲେ ?
ଉତ୍ତର:- ଜେ . ଏ . ହିକେ ଆରମ୍ଭ କରି ଥିଲେ ।

9. କେଉଁ ଗଭର୍ଣ୍ଣର ଜେନେରାଲଙ୍କ ସମୟରେ ପଞ୍ଜାବକୁ ବ୍ରିଟିଶ ସାମ୍ରଜ୍ୟରେ ସାମିଲ କରାଯାଇଥିଲା ?
ଉତ୍ତର:- ଲଡ ଡେଲହାଉସିଙ୍କ ସମୟରେ ।

10. ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ସର୍ବ ପ୍ରଥମେ କାହାକୁ ମିଳିଥିଲା ?
ଉତ୍ତର;- ବିଶ୍ୱନାଥ ଆନନ୍ଦଙ୍କୁ ମିଳିଥିଲା ।

ଆଜିର ଦୁନିଆ କେତେ ମାତ୍ରାରେ ଶିକ୍ଷିତ ହେଲାଣି । ଆଜି ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲାଉଥିବ ସିଏ ବି ଇଂରାଜୀରେ କଥା କହୁଥିବ । ଆଉ ଆଜିର ସମୟରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି ।

କାହିଁକି ନାଁ ଏବେ କୌଣସି ବି ଚାକିରି କରିବା ପାଇଁ ହେଲେ ପ୍ରଥମେ ବହୁତ ଇଣ୍ଟରଭ୍ୟିୟୁ ଦେବାକୁ ପଡୁଛି ଏବଂ ସେଥିରେ ଅନେକ ପ୍ରଶ୍ନ ମଧ୍ୟ ପଚରାଯାଉଛି । ଯାହା ଆମେ ଜାଣି ମଧ୍ୟ ବେଳେବେଳେ ତାର ଉତ୍ତର ଦେଇପାରିନଥାଏ । ତେଣୁ ଏସବୁ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।