ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଭିନେତ୍ରୀ Bhumika Dash ଙ୍କ ପ୍ରାଇଭେଟ ଭିଡ଼ିଓ… ଦେଖନ୍ତୁ Video

ଓଲିଉଡ ର ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ସୁନ୍ଦରୀ ନାୟିକା ଭୂମିକା ଦାସ୍। ତାଙ୍କ ଚେହେରା ଯେମିତି ସ୍ଵୀଟ ଆଉ କ୍ୟୁଟ, ସେମିତି ଚୁଲବୁଲି ବି ଅଟନ୍ତି ସେ।ସତେ ଯେମିତି ତାଙ୍କ ପାଇଁ ଅନେକ ଦର୍ଶକ ଦିୱାନା ସାଜିଛନ୍ତି।ତେବେ ଏହି ଅଭିନେତ୍ରୀ ଜଣଙ୍କ ନିଜର ଗ୍ଲାମର ପାଇଁ ଏବଂ ତାଙ୍କର ବେଶଭୂଷା ପାଇଁ ବେଶ୍ ଚର୍ଚ୍ଚିତ ରହିଥାନ୍ତି ଅଭିନୟ ଜଗତରେ। ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ପାଦ ରଖିବା ପରେ ତାଙ୍କର ପ୍ରଶଂସକ ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ସମସ୍ତେ ତାଙ୍କୁ ବହୁତ୍ ଭଲ ପାଆନ୍ତି।

ଆପଣ ତ ତାଙ୍କର ଫିଲ୍ମ୍ ସବୁ ଦେଖିଥିବେ।କିପରି ଭାବରେ ସେ ତାଙ୍କ ଅଭିନୟର ଜଲୱା ଦେଖାଇଥାନ୍ତି ଆପଣ ତାଙ୍କ ଅଭିନୟରେ ଦେଖିଥିବେ।ଓଡ଼ିଆ ସିନେମା ଜଗତରେ ସେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ଜଣେ ପସନ୍ଦର ଅଭିନେତ୍ରୀ। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି।ସେ ତାଙ୍କର ଅଭିନୟ ସାଙ୍ଗକୁ ମାନୋଲୋଭା ହସ ଏବଂ ଆକର୍ଷଣୀୟ ଚେହେରା ପାଇଁ ଅଧିକ ଆକର୍ଷିତ ଲାଗନ୍ତି। ଶିଶୁ କଳାକାର ଭାବରେ ଅଭିନୟ ଦୁନିଆରେ ପାଦ ରଖିଥିବା ଏହି ଅଭିନେତ୍ରୀ ଜଣଙ୍କ ତାଙ୍କର ଟାଲେଣ୍ଟ ବଳରେ ସେ ନିଜକୁ ଜଣେ ସଫଳ ଅଭିନେତ୍ରୀ ଭାବରେ ପ୍ରତିଷ୍ଠିତ କରି ପାରିଛନ୍ତି।

ଅନେକ ସମୟରେ ସେ ସୋସିଆଲ ମିଡିଆରେ ନିଜକୁ ସକ୍ରିୟ ରଖି ଥିବାର ଦେଖିବାକୁ ମିଳିଥାଏ।ନିଜର ସୁନ୍ଦର୍ ଫଟୋ କୁ ବିଭିନ୍ନ ଗେଟ୍ ଅପ୍ ରେ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି। ତାଙ୍କର ଅନେକ ସୁନ୍ଦର୍ ସୁନ୍ଦର୍ ଫଟୋ ଆପଣ ଅନେକ ସମୟରେ ଦେଖିବାକୁ ପାଇଥିବେ। ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓ ଯଦିଓ ପୁରୁଣା ଅଟେ,ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଅଭିନେତ୍ରୀ ଭୂମିକା ଦାସ୍ ଘରେ ରହି ନିଜର ଶରୀରର ଯତ୍ନ ନେଉଛନ୍ତି। ନିଜକୁ ଫିଟ୍ ରଖିବା ପାଇଁ ସେ ଯୋଗାଭ୍ୟାସ କରିବା ସହିତ ୱାର୍କ୍ ଆଉଟ୍ କରୁଛନ୍ତି।

ଆଉ ଏହାର ଉପକାରିତା କିପରି ରହିଚି କରନା ମହାମାରୀ ସମୟରେ ସେ ବିଷୟରେ ଜଣାଇ ଅଛନ୍ତି।ସେ କହିଛନ୍ତି ଘରେ ରହି ନିଜକୁ ବୋର୍ ଫିଲ କରୁଥିଲେ କିଛି ସମୟ ବାହାର କରି ଅତି କମ୍ ରେ ସକାଳେ ଘଣ୍ଟାଏ ପାଇଁ ୱାର୍କ ଆଉଟ୍ କରନ୍ତୁ ଏବଂ ନିଜକୁ ଫିଟ୍ ଏବଂ ଫାଇନ ରଖନ୍ତୁ। କରନା ସମୟରେ ଯଥା ସମ୍ଭବ ଘରେ ରହି ନିଜକୁ ସଚେତନ ରଖିବା ସହିତ ଅନ୍ୟମାନଙ୍କୁ ମଧ୍ଯ ସଚେତନ କରାନ୍ତୁ। ଏହାଛଡା ଆଉ କଣ ସବୁ କାମ କରି ନିଜକୁ ଘରେ ବ୍ୟସ୍ତ ରଖି ପାରିବେ ଏବଂ କ୍ଳାନ୍ତ ଅନୁଭବ ନକରିବେ ସେ ବିଷୟରେ ମଧ୍ଯ ଭୂମିକା ଏହି ଭିଡ଼ିଓରେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment