ପୁରୁଷ କ୍ଷମତା କୁ ଦୁଇ ଗୁଣା କରିବାକୁ ଖାଆନ୍ତୁ ଏହି ସବୁ ଜିନିଷ ? Dr. Swetha

ଦର୍ଶକ ବନ୍ଧୁ ଯେଉଁ ପୁରୁଷ ଙ୍କି ଠାରେ ଶୂକ୍ରାଣୁ ସଂଖ୍ୟା କମ ଥାଏ | ମାନେ ଜଣେ ପୁରୁଷ ଙ୍କ ଠାରେ ଯେତିକି ପରିମାଣରେ ସ୍ପର୍ମ କାଉଣ୍ଟ ରହିବା କଥା ସେତିକି ପରିମାଣରେ ଯଦି ଜଣେ ପୁରୁଷ ଙ୍କ ଠାରେ ନ ରହେ ତାହାଲେ ଆପଣ ଏକ ଘରେ ରହି ବୃଦ୍ଧି ପାଇଁ କିଛି ଘରେଇ ଉପଚାର ଦ୍ୱାରା ଏହାକୁ ବୃଦ୍ଧି କରିପାରିବେ | ତେବେ ଏହି ଉପାୟ କରିସାରିବାର ମାତ୍ର ଗୋଟିଏ ମାସ ପରେ ଆପଣ ଦେଖିବେ କିପରି ଆପଣଙ୍କ ଶୂକ୍ରାଣୁ କୁ ବଢାଇବା ରେ ସାହାଯ୍ୟ କରିଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସେହି ଘରେଇ ଉପଚାର ବିଷୟରେ ଜାଣିବା ଯାହା କୁ ବ୍ୟବହାର କରିବା ଦ୍ୱାରା ଆପଣ ଆପଣଙ୍କ ସ୍ପର୍ମ କାଉଣ୍ଟ ବଢ଼ାଇ ପାରିବେ |


(1) ମେଥି :- ଏହା ସ୍ପର୍ମ କାଉଣ୍ଟ କୁ ବୃଦ୍ଧି କରିବା ସାହାଯ୍ୟ କରେ | ତେବେ ଏହି ମେଥି ପତ୍ର କୁ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ପାଣିରେ ଏକ ଚାମଚ ମେଥି ପତ୍ର ଦେଇ | ସକାଳୁ ଏହାକୁ ଭଲ ଭାବରେ ଛାଣି ଦେଇ ଏହାର ପାଣି ଖାଲି ପେଟରେ ସେବନ କରନ୍ତୁ | ଏହା କରିବା ସାରିବା ପରେ ଆପଣ 15 ରୁ 20 ପର୍ଯ୍ୟନ୍ତ ଅନ୍ୟ କିଛି ଖାଦ୍ୟ ଖାଇବେ ନାହିଁ | ମେଥି ଆମର ଟେଷ୍ଟଷ୍ଟେରାନ ହରମୋନ କୁ ବୃଦ୍ଧି କରାଇବା ସହିତ ଆମର କ୍ଷମତା କୁ ବୃଦ୍ଧି କରିଥାଏ |
(2) ଗଜା ମୁଗ ବା ବୁଟୁ ଖାନ୍ତୁ :- ଦର୍ଶକ ବନ୍ଧୁ ଏହାକୁ ମଧ୍ୟ ଆପଣ ଶୋଇବା ପୂର୍ବରୁ ଭିଜାଇ ରଖନ୍ତୁ ଏହା ଗଜା ହେଇଗଲା ପରେ ଏହାକୁ ଆପଣ ଏକ ଛୋଟ ଗିନା ରେ ଏକ ଗିନା ନେଇ ସେଥିରେ ଅଳ୍ପ ପରିମାଣର ଗୁଡ ମିଶାଇ ଏକ ମାସ ପର୍ଯ୍ୟନ୍ତ ଖାଆନ୍ତୁ |

(3) ଜିଙ୍କ :- ଏହା ସ୍ପର୍ମ କାଉଣ୍ଟ ପାଇଁ ବହୁତ ଲାଭ ଦୟାକ ତେଣୁ ସକାଳ ଖିଆ ରେ ଆପଣ ସିଝା ଅଣ୍ଡା, ପନିର ଆଦି ସେବନ କରନ୍ତୁ | ଏହା ସହିତ ସମସ୍ତ ଭିଟାମିନ ସି ଜାତୀୟ ଖାଦ୍ୟ ଖାନ୍ତୁ | ଯେଉଁଥିରେ କି ଆପଣଙ୍କର ଇମ୍ୟୁନିଟି ଶକ୍ତି ଅଧିକ ପରିମାଣରେ ରହିଛି |
(4) ଚକଲେଟ :- ଏହାକୁ ମଧ୍ୟ ଖାଇବା ଦ୍ୱାରା ଆପଣଙ୍କ ସ୍ପର୍ମ କାଉଣ୍ଟ ବୃଦ୍ଧି ହେବ |

(5) ଅକ୍ରୁଟ :- ଏହାକୁ ଆପଣ ଶୋଇବା ପୂର୍ବରୁ 2 ଟା ଅକ୍ରୁଟ ନେଇ ପାଣିରେ ଭିଜାଇ ରଖିବେ ଓ ସକାଳେ ଏହାକୁ ଚୋବାଇ ଖାଇବେ ଓ ଏହାର ପାଣି କୁ ମଧ୍ୟ ଖାଲି ପେଟ ରେ ସେବନ କରିବେ | ଏହାକୁ ଆପଣ ଏକ ମାସ ପର୍ଯ୍ୟନ୍ତ ସେବନ କରନ୍ତୁ ଦେଖିବେ ନିଶ୍ଚନ୍ତ ସଫଳତା ପାଇବେ |

ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ସବୁ ଖାଦ୍ୟ ଯାହା ଖାଇବା ଦ୍ୱାରା ଆପଣଙ୍କ ଦକ୍ଷତା ବଢିବା ସହିତ ଆପଣଙ୍କ ସ୍ପର୍ମ କାଉଣ୍ଟ ମଧ୍ୟ ବଢିବ |

Leave a Comment