ପୁରୁଷ କ୍ଷମତା କୁ ଦୁଇ ଗୁଣା କରିବାକୁ ଖାଆନ୍ତୁ ଏହି ସବୁ ଜିନିଷ ? Dr. Sinu Raj

ହଁ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ପୁରୁଷ ହୁଅନ୍ତୁ କି ମହିଳା ସେମାନଙ୍କର ଫୋର୍ଟିଲିଟି ପାୱାର ଠିକ ରହିବା ଆବଶ୍ୟକ ଥାଏ | ବିଶେଷ କରିକି କୁହାଯାଉଛି କି ପୁରୁଷ ମାନଙ୍କର ଗୋଟିଏ ଥର ରେ 50 -200 ମିଲିୟନ ସ୍ପୋର୍ମ ପ୍ରଡକ୍ସନ ହେଵା କଥା | ଆଉ ସେଥିରେ ଯଦି ବ୍ୟତିକ୍ରମ ଦେଖା ଯାଇଥାଏ ଆଉ କମ ସ୍ପୋର୍ମ ପ୍ରଡକ୍ସନ ହୋଇଥାଏ ତାହେଲେ ଆମେ ସେତେବେଳେ ପୁରୁଷ ମାନଙ୍କର ଯୌନ ଅକ୍ଷମତା ଭଳି ସମସ୍ୟା ଦେଖା ଯାଇଥାଏ ବୋଲି କହିଥାଉ | ତେବେ ଏଥିପାଇଁ ଆମକୁ ଏହାର ଟେଷ୍ଟ କରିବା ରା ଆବଶ୍ୟକତା ରହିଛି | ତାହା ସହିତ ପୁରୁଷ ମାନଙ୍କର ଏହିଭଳି କ୍ଷମତା କୁ ଦୁଇ ଗୁଣିତ କରିବା ପାଇଁ କଣ ସବୁ ଉପାୟ ମାନ ରହିଛି ଆସନ୍ତୁ ସେ ବିଷୟରେ ଜାଣିବା |

1-ତେବେ କୁହାଯାଉଛି କି ଟେଷ୍ଟଷ୍ଟିରନ ର ହର୍ମୋନ ସିକ୍ରିସନ କୁ ବଢାଇବା ପାଇଁ ଆମକୁ ପ୍ରଥମେ ଆବଶ୍ୟକ ପଡିବ ତାହା ହେଉଛି ମେଥି ଦାନା ର | ତେବେ ପ୍ରଥମେ ଆପଣ ମାନେ ଗୋଟିଏ ଗ୍ଲାସ ପାଣି ରେ ମେଥି ଗୋଟିଏ ଚାମଚ ପକାଇ ରାତିସାରା ଭିଜାଇ ଦେବେ ଆଉ ସକାଳେ ଖାଲି ପେଟ ରେ ସେବନ କରିବା ଯୋଗୁଁ ଭଲ ଫଳ ମିଳିଥାଏ | ତାହା ସହିତ ଆପଣ ମାନେ ମେଥି କୁ ଗୁଣ୍ଡ କରିକି ରଖି ପାରିବେ ଆଉ ସକାଳେ ଉଠି ଏହି ମେଥି ର ଗୁଣ୍ଡ କୁ ପାଣି ରେ ମିଶାଇ ତାହା କୁ କିଛି ସମୟ ଭିଜିଗଲା ପରେ ଛାଣି କୁ ଖାଇ ପାରିବେ

2- ତାହା ସହିତ ଦ୍ଵିତୀୟ ରେ କୁହାଯାଉଛି କି ଆପଣ ମାନେ ଗଜା ମୁଗ ଆଉ ଗଜା ବୁଟ କୁ ଖାଲି ପେଟ ରେ ଗୋଟିଏ ଗିନା ରେ ନେଇକି ଖାଇ ପାରିବେ | ତେବେ ସେଥିରେ ଆପଣ ମାନେ କଳା ଲୁଣ ଵା ମହୁ ମିଶାଇ ମଧ୍ୟ ଖାଇ ପାରିବେ |

3-ଆପଣ ମାନେ ଜିଙ୍କ ଜାତୀୟ ଖାଦ୍ୟ ମଧ୍ୟ ଖାଇ ପାରିବେ ତାହା ହେଉଛି ସକାଳେ ଅଣ୍ଡା ଵା ପନିର ତାହା ବ୍ୟତୀତ ଭିଟାମିନ c ଜାତୀୟ ଖାଦ୍ୟ କମଳା ଜୁସ ଵା ଅମ୍ଲା ଜୁସ ଖାଇ ପାରିବେ | ତାହା ବ୍ୟତୀତ ଡାଳିମ୍ବ ଓ କଦଳୀ ର ମଧ୍ୟ ସେବନ କରି ପାରିବେ |

4-ଏହା ସହିତ ମଝିରେ ମଝିରେ ଚକଲେଟ ଖାଇବା ଆବଶ୍ୟକ ତାହା ଛଡା ଅକ୍ରୁଟ ପାଣି ରେ ଭିଜେଇରଖିନେବ ରାତି ସାରା ଆଉ ସକାଳେ ତାହା କୁ ଖାଇବା | ଏହା ବ୍ୟତୀତ ଆପଣ ମାନେ ଅଶ୍ଵଗନ୍ଧା ପାଉଡର କୁ ମଧ୍ୟ କ୍ଷୀର ରେ ମିଶାଇ ସେବନ କରି ପାରିବେ |

ତେବେ ଏହା ଥିଲା ପୁରୁଷ ଙ୍କର ସ୍ପୋର୍ମ ରିଲିଜ କମ ହେବା ଭଳି ସମସ୍ୟା ରୁ ମୁକ୍ତି ପାଇବାର କେତେକ ଉପାୟ ବିଷୟରେ ସମ୍ପୂର୍ଣ୍ଣ ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment