ଆପଣଙ୍କ ଡାଇବେଟିସ ” Diabetes ” ୪୮୦ ହେଉ ବା ୫୮୦,କେବଳ ୩ ଦିନରେ ଠିକ କରିଦେବ ଏହି ଗୁଣ୍ଡ…

ତେବେ ବନ୍ଧୁଗଣ ଆମ ଶରୀରରେ କେତେବେଳେ କେଉଁ ପ୍ରକାରର ରୋଗ ଆସିବ ତାହା କିଏ କହି ପାରିବ | ତେବେ ସ୍ୱାସ୍ଥ୍ୟ ହି ସମ୍ପଦ ଅଟେ | ଆଉ ସ୍ୱାସ୍ଥ୍ୟ କୁ ସବୁବେଳେ ଠିକ ରଖିବା ଆବଶ୍ୟକ ହୋଇଥାଏ ମଣିଷ ପାଇଁ | ତେବେ ଏହି ମଧୁମେୟ ଜନିତ ରୋଗ ଆମ ଶରୀରରେ ଦେଖା ଯାଇଥାଏ |ତେବେ ପୂର୍ବ ରୁ ଲୋକ ମାନେ ମଧୁମେୟ ରୋଗ ର କାରଣ ମିଠା ଖାଇବା ଯୋଗୁ ବୋଲି କହୁଥିଲେ | ତେବେ ପ୍ରକୃତରେ ତାହା ହୋଇ ନ ଥାଏ ବୋଲି ଡକ୍ଟର ମାନେ ମତ ଦେଇଛନ୍ତି | ଆଜି କାଲି ଆମ ଭାରତରେ 80% ଲୋକଙ୍କ ଘରେ ମଧ୍ୟମେୟ ଭଳି ସମସ୍ୟା ଦେଖା ଯାଉଛି | ଆଉ ଏହି ଭଳି ସମସ୍ୟା ରୁ ମୁକ୍ତି ପାଇଁ ମେଡ଼ିସିନ ମଧ୍ୟ ସେବନ କରୁଛନ୍ତି | ତେବେ ଏହି ଡାଇବେଟିସ ଭଳି ରୋଗ ରୁ ମୁକ୍ତି ପାଇବାର ସହଜ ଘରେଇ ଉପଚାର ବିଷୟରେ ଆସନ୍ତୁ ଜାଣିବା|

ମଧୁମେୟ ରୋଗ ଆଜି କାଲି ସାଧାରଣତଃ ପେନ୍କ୍ରିଏଜ ରେ ଥିବା ସେନସର ର ଡି ଏକ୍ଟିଭେଟ ହେବା ଫଳରେ ହୋଇଥାଏ ବୋଲି କୁହାଯାଉଛି | ତେବେ ଏହି ମଧୁମେୟ ରୋଗ ଭଳି ଥିବା ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଘରେଇ ଉପଚାର ର ପ୍ରସ୍ତୁତି ବିଷୟରେ ଆସନ୍ତୁ ଜାଣିବା |
ଆବଶ୍ୟକୀୟ ଉପକରଣ :-ମେଥି, ଜିରା, ଜୁଆଣି, ଛଲା.

ପ୍ରସ୍ତୁତି ପ୍ରଣାଳୀ :-ପ୍ରଥମେ ଆମେ ଗୋଟିଏ ଲୁହା ର କଢେଇ ନେବା ଆଉ ସେଥରେ ଆମେ 15 ଗ୍ରାମ ମେଥି,15 ଗ୍ରାମ ଜିରା ଓ 15 ଗ୍ରାମ ର ଜୁଆଣି ପକାଇବା ଆଉ ତାହା ପରେ ସେ ସବୁକୁ ଭଲ ଭାବରେ ଭାଜି ଦେବା | ତାହା ପରେ ଆମେ ସେଥିରେ 15 ଗ୍ରାମ ଛଲା କୁ ପକାଇ ଭଲ ଭାବରେ ଭାଜି ଦେବା | ତାହା ପରେ ସେହି ସବୁ ଭଜା ଯାଇଥିବା ଜିନିଷକୁ ନେଇକି ପେଷ୍ଟ ବନାଇବା | ତେବେ ଏହି ପେଷ୍ଟ କୁ ବନାଇବା ପାଇଁ ଆମେ ପଥରର ପାତ୍ର କୁ ନେଇ ପାରିବା | ତେବେ ପେଷ୍ଟ ଟି ପ୍ରସ୍ତୁତ ହୋଇ ସାରିବା ପରେ ଆମେ ଗୋଟିଏ ଗ୍ଲାସ ପାଣି ନେବା ଆଉ ସେଥିରେ ଗୋଟିଏ ବଡ଼ ଚାମଚ ର ଅଧା ଯାଏ ଏହି ପେଷ୍ଟ କୁ ନେଇକି ପାଣି ରେ ମିଶେଇ ସେବନ କରିବା |

ବ୍ୟବହାର :-

ତେବେ ପ୍ରସ୍ତୁତ କରିଥିବା ଏହି ଉପାଦାନ କୁ ପ୍ରତେକ ଦିନ ସେବନ କରିବା ଏହି ଭଳି ଦେଢ଼ ମାସ ପର୍ଯ୍ୟନ୍ତ ସେବନ କରିବା କଥା ମଧ୍ୟ କୁହାଯାଉଛି | ତେବେ ଏହି ପେଷ୍ଟ କୁ ଆମେ ଶୀତ ଦିନେ 1 ମାସ, ଗରମ ଦିନେ ଗୋଟିଏ ରୁ ଦୁଇ ସପ୍ତାହ ଓ ବର୍ଷା ଦିନେ 7 ଦିନ ସଂଗ୍ରହ କରିକି ରଖିପାରିବା |ତେବେ ଏହିଭଳି ଭାବରେ ଅତି ସହଜରେ ଘରେଇ ଉପଚାର କୁ ବ୍ୟବହାର କରିକି ଡାଇବେଟିସ ବା ମଧୁମେୟ ଭଳି ସମସ୍ୟା ରୁ ମୁକ୍ତି ପାଇପାରିବା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment