Odisha News Portal

ଆପଣ ଙ୍କ ପାଖରେ ଅଛି କି ଏହି ପୁରୁଣା ନୋଟ୍ , ଯଦି ଅଛି ତେବେ ଆପଣ ଏହି କାଳୀପୂଜାରେ ହୋଇଯିବେ ମାଲାମାଲ୍….

ଏଥର କାଳୀପୂଜାରେ ଆପଣ ମାନେ ହୋଇଯିବେ ମାଲାମାଲ୍ । ରାତାରାତି ମଧ୍ୟ ମାଲାମାଲ୍ ହେବାର ସୁଯୋଗ ନିଅନ୍ତୁ । ଏମିତି ସୁଯୋଗ କେବେ ବି ହାତଛଡା କରନ୍ତୁ ନାହିଁ । କାରଣ ଏମିତି ସୁଯୋଗ ବାରମ୍ବାର ଆସିନଥାଏ । ଆଜି ଆମେ କେତେ ଗୁଡିଏ ପୂରୁଣା ନୋଟ ଏବଂ କଏନ ବିଷୟରେ କହିବାକୁ ଯାଉଛୁ । ଯେଉଁ କଏନ୍ ଯଦି ଆପଣ ମାନଙ୍କ ପାଖରେ ଥିବ ତେବେ ଆପଣ ମାନେ ରାତାରାତି ଲକ୍ଷପତି ହୋଇପାରିବେ । ତେବେ ଚାଲନ୍ତୁ ଜାଣିବା ।ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି , ପୁରୁଣା ନୋଟ ଏବଂ କଏନ୍ କୁ ନେଇ ।

ଆପଣ ମାନେ ଏହାକୁ କେବେ ବି ମିଛ ବୋଲି ଭାବନ୍ତୁ ନାହିଁ , ଏହା ହେଉଛି ନିରାୀଟ ସତ୍ୟ ଅଟେ । ତେବେ ଆପଣଙ୍କ ପାଖରେ ଯଦି କିଛି ପୁରୁଣା ଟଙ୍କାକିଆ ନୋଟ ଅଛି , ଯାହାକୁ 1917 ମସିହାରେ ଛପା ଯାଇଥିଲା । ତେବେ ସେହି ନୋଟର ମୂଲ୍ୟ ପାଖାପାଖି 10,250 ଟଙ୍କାରୁ ଅଧିକ ହେବ ।


ସେହିଭଳି 10 ଟଙ୍କିଆ ପୁରୁଣା ନୋଟ ଥିଲେ, ଯାହା 1951 ମସିହାରେ ଛପା ଯାଇଥିଲା । ତାହାର ମୂଲ୍ୟ ପାଖାପାଖି 1 ଲକ୍ଷ ଟଙ୍କା ହେବ । ବହୁତ ପୁରୁଣା ହୋଇ ଯାଇଥିବାରୁ ଏହାକୁ ବିରଣ ନୋଟ ବୋଲି ମଧ୍ୟ କୁହାଯାଉଛି । ଯଦି ଆପଣଙ୍କ ପାଖରେ ଏମିତି କିଛି କଏନ୍ ରହିଛି , ନିଶ୍ଚିତ ଭାବେ ଆପଣ ସୁଯୋଗ ହାତଛଡା କରନ୍ତୁ ନାହିଁ । କାହିଁକି ନାଁ ଏଥର ଦୀପାବଳିରେ ଆପଣ ମାନେ ଚାହିଁଲେ ଏ ସବୁ ପୁରୁଣା ମୁଦ୍ରା ବା କଏନକୁ ବିକ୍ରି କରି ଆପଣ ମାନେ ମଧ୍ୟ ଲକ୍ଷପତି ହୋଇ ପାରିବେ ।

ଯଦି ଆପଣଙ୍କ ପାଖରେ ବୈଷ୍ଣବଦେବୀଙ୍କ କିଛି ଫୋଟ ଚିତ୍ର ଥିବା ମୁଦ୍ରା ରହିଛି , ପାଞ୍ଚ ଟଙ୍କିଆ କିମ୍ବା ଦଶ ଟଙ୍କିଆ ହେଉ । ତାହେଲେ ଏହାକୁ ମଧ୍ୟ ଆପଣ ନିଜ ମନ ମୁତାବକ ବିକ୍ରି କରିପାରିବେ । ଅନଲାଇନରେ ବିକ୍ରି କରିବା ପାଇଁ ହେଲେ ଦୁଇଟି ୱେବସାଇଟ ରହିଛି । ସବୁଠାରୁ ଭଲ ୱେବସାଇଟ ହେଉଛି indiamart.com

ଯଦି ଆପଣମାନେ ଏପର୍ଯ୍ୟନ୍ତ ଏହି ୱେବସାଇଟକୁ ଭିଜିଟ କରିନାହାଁନ୍ତି , ତେବେ ପ୍ରଥମେ ଯାଇ ଭିଡିଟ କରି ଆପଣଙ୍କର ଆକାଉଣ୍ଡ ଖୋଲି ଦିଅନ୍ତୁ । ଆକାଉଣ୍ଡ ଖୋଲିବା ପରେ ଆପଣଙ୍କ ପାଖରେ ଯେଉଁସବୁ ପୁରୁଣା କଏନ୍ ବା ନୋଟ ରହିଛି ସେସବୁର ଫୋଟ ମୋବାଇଲରେ ଉଠାଇ ସେହି ୱେବସାଇଟରେ ଅପଲୋଡ କରନ୍ତୁ ।


ଯେଉଂ ବ୍ୟକ୍ତି କିଣିବା ପାଇଁ ଇଚ୍ଛୁକ ରହିବେ , ସେ ନିହାତି ଭାବରେ ଆପଣଙ୍କୁ କଣ୍ଟାକ୍ଟ କରିବେ । ଏହାପରେ ଆପଣ ମାନେ ମନ ଇଚ୍ଛାରେ ଆପଣଙ୍କ ମୁଦ୍ରାର ବିକ୍ରି କରିପାରିବେ । ଆପଣଙ୍କୁ କହିରଖୁଛୁ କି ଯଦି ଆପଣଙ୍କ ପାଖରେ ପୁରୁଣା କଏନ୍ ରହିଛି ଏବଂ ଆପଣ ବିକ୍ରି କରିବା ପାଇଁ ଚାହୁଁଛନ୍ତି କିନ୍ତୁ ବିକ୍ରି କରି ପାରୁନାହାଁନ୍ତି । ତେହେଲେ ଆପଣ ମାନେ ନିଶ୍ଚିତ ରୁହନ୍ତୁ ଆମେ ଆପଣ ମାନଙ୍କୁ ସହାୟତା କରିବୁ ସେ ପୁରୁଣା କଏନ୍ ବା ନୋଟକୁ ବିକ୍ରି କରିବା ପାଇଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।