ତେବେ ଦର୍ଶକ ବନ୍ଧୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଡାଇବେଟିସ ଭଳି ସମସ୍ୟା ଆଜି କାଲି ଭାରତରେ ପ୍ରାୟ ଲୋକ ମାନଙ୍କ ପାଖରେ ଦେଖା ଯାଇଥାଏ | ତେବେ ଏହି ଭଳି ଡାଇବେଟିସ ଭଳି ସମସ୍ୟା ଗୁଡିକ ଯଦି ଆପଣ ଙ୍କ ପାଖରେ ଦେଖା ଯାଇଥାଏ ତାହେଲେ ଆପଣଙ୍କୁ ସବୁବେଳେ ଔଷଧ ର ସେବନ କରିବାକୁ ପଡିଥାଏ | ତେବେ ବିଶେଷ କରିକି କୁହାଯାଇଥାଏ କି ମିଠା ଖାଇବା ଯୋଗୁ ଡାଇବେଟିସ ଭଳି ସମସ୍ୟା ମାନ ଦେଖା ଯାଇଥାଏ ବୋଲି | କିନ୍ତୁ ତାହା ହୋଇ ନ ଥାଏ ଡାଇବେଟିସ ହେବାର ମୁଖ୍ୟ କାରଣ ହେଉଛି କି ଆମର ପେନ୍କ୍ରିଏଟିକ ସେନ୍ସ ର ଦି ଏକ୍ଟିଭେଟ ହେବା ଫଳରେ ଏହି ଭଳି କିଛି ସମସ୍ୟା ଦେଖା ଯାଇଥାଏ | ତାହେଲେ କଣ ରହିଛି ସେ ଉପଚାର ଯାହାକୁ ଖାଇବା ଫଳରେ ଆମର ଡାଇବେଟିସ ଜନିତ ସମସ୍ୟା ସବୁଦିନ ପାଇଁ ଦୁରେଇ ଯିବ ଆସନ୍ତୁ ସେ ବିଷୟରେ ଜାଣିବା |
ତେବେ ଡାଇବେଟିସ ଜନିତ ସମସ୍ୟାକୁ ଦୂର କରିବା ପାଇଁ ତଥା ପେନ୍କ୍ରି୍ଏଟିଭ ସେନ୍ସ କୁ ରିଏକ୍ଟିଭେଟ କରିବା ପାଇଁ କେଉଁ ଉପଚାର କୁ ପ୍ରସ୍ତୁତ କରିବା ଓ ସେବନ କରିବା ଆସନ୍ତୁ ଜାଣିବା |
ଆବଶ୍ୟକୀୟ ଉପକରଣ :-ମେଥି, ଜିରା, ଜୁଆଣି, ଛୋଲା ଭଜା
ପ୍ରସ୍ତୁତି ପ୍ରଣାଳୀ :-ଡାଇବେଟିସ ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁକି ସହଜ ଘରେଇ ଉପଚାର କୁ ପ୍ରସ୍ତୁତ କରିବା ପାଇଁ ଆମେ ପ୍ରଥମେ 15 ଗ୍ରାମ ମେଥି କୁ ନେବା ର ଆବଶ୍ୟକତା ରହିଛି | ଆମେ ଜାଣିଛୁ କି ମେଥି ଗୋଟିଏ ଏଭଳି ଜିନିଷ ଯାହା ଆମର ଡାଇବେଟିସ କୁ କଣ୍ଟ୍ରୋଲ କରେଇଥାଏ ବୋଲି କୁହାଯାଉଛି | ତେବେ ଏହା ପରେ ଆମେ ଜିରା, 15 ଗ୍ରାମ ନେବା ଓ ତାହା ପରେ ଜୁଆଣି ମଧ୍ୟ 15 ଗ୍ରାମ ର ନେବା ଓ ଶେଷରେ ଆମକୁ ଆବଶ୍ୟକ ପଡିବ ତାହା ହେଉଛି ଭଜା ଚଲା | ତେବେ ଏହି 4 ଟି ସାମଗ୍ରୀ କୁ ନେଇକି ପଥର ସାହାଯ୍ୟ ରେ ଭଲ ଭାବରେ ପେଷ୍ଟ ବନେଇ ଦେବା | କାରଣ ପଥରରେ ଏହି ପେଷ୍ଟ ବନେଇଲେ ଏହାର କୌଣସି ନିଉଟ୍ରିଏଣ୍ଟସ ନଷ୍ଟ ହୋଇ ନ ଥାଏ ବୋଲି କୁହାଯାଉଛି |
ବ୍ୟବହାର :-ପ୍ରସ୍ତୁତ କରିଥିବା ଏହି ପେଷ୍ଟ କୁ ଆପଣ ମାନେ ପ୍ରତେକ ଦିନ ଖାଲି ପେଟରେ ପାଣି ସହିତ ଗୋଟିଏ ଚାମଚ ମିଶାଇ ପିଇବା ର ଆବଶ୍ୟକତା ରହିଛି | ତେବେ ଏହି ଉପଚାର ଟିକୁ ଆପଣ ମାନେ 3 ମାସ ପର୍ଯ୍ୟନ୍ତ ବ୍ୟବହାର କରିବେ ଆଉ ଯାହା ଦ୍ଵାରା ଆପଣଙ୍କର ଡାଇବେଟିସ ଜନିତ ସମସ୍ୟା ସବୁଦିନ ପାଇଁ ଦୁରେଇ ଯିବ ବୋଲି କୁହାଯାଉଛି |
ତେବେ ଏହା ଥିଲା ଡାଇବେଟିସ ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ସହଜ ଉପାୟଟି ଯାହାକୁ ମାନିଲେ ଆମେ ଏହି ଡାଇବେଟିସ ଭଳି ସମସ୍ୟା ରୁ ମୁକ୍ତି ପାଇପାରିବା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।