Viral VIDEO – ନିର୍ବନ୍ଧ ସରିବା ପରେ olywod ହିରୋଇନ ଲିପ୍ସା ମିଶ୍ର (lipsa Mishra) ନିଜ ଭାବି ସ୍ଵାମୀଙ୍କ ସହିତ ପୁରୀରେ କେମିତି ମଜା ମସ୍ତି କରୁଛନ୍ତି …ଦେଖନ୍ତୁ video

‌ଲିପ୍ସା ମିଶ୍ର‌ ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ। ଆପଣ ମାନେ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କୁ ଖୁବ୍ ଭଲ ଭାବରେ ଦେଖିଥିବେ। ବର୍ତ୍ତମାନ ସମୟରେ ସେ ଆଗଧାଡିର ନାୟିକା ଭାବେ ଖୁବ୍ ଜଣାଶୁଣା। ତରଙ୍ଗ ଟିଭିର ମେଗା ଧାରାବାହିକ ‘କିଛି ଲୁହ ପିଇ ଯାଏ ଓଠ’ ରେ ପ୍ରଥମ ଥର ପାଇଁ ନାୟିକା ଭାବେ ନଜର ଆସିଥିଲେ ଅଭିନେତ୍ରୀ ଲିପ୍ସା ମିଶ୍ର। ଯାହାକି ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଥିଲା।


ଏହାପରେ ଓଡ଼ିଆ କଥାଚିତ୍ର ‘ମାୟା’ ଜରିଆରେ ଲିପ୍ସା ଓଡିଆ ଫିଲ୍ମ ଜଗତର ପାଦ ଥାପିଥିଲେ। ଯାହାକି ତାଙ୍କୁ ସଫଳତାର ଆଉ ଏକ ପାହାଚ ଚଢାଇ ଥିଲା। ଏହାପରେ ଏକାଧିକ ମେଗା ଧାରାବାହିକ ଆଲବମ୍ ଏବଂ ସିନେମାରେ ନଜର ଆସିଛନ୍ତି ଅଭିନେତ୍ରୀ ଲିପ୍ସା ମିଶ୍ର। କେବଳ ଓଲିଉଡ଼ ଇଣ୍ଡଷ୍ଟ୍ରି ନୁହେଁ ବଲିଉଡ଼ରେ ମଧ୍ୟ ଅଭିନୟ କରି ସାରିଛନ୍ତି ଲିପ୍ସା ମିଶ୍ର। ତେବେ ବର୍ତ୍ତମାନ ସମୟରେ ଅଭିନେତ୍ରୀ ଲିପ୍ସା ମିଶ୍ର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି।

ତେବେ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି ଅଭିନେତ୍ରୀ ଲିପ୍ସା ମିଶ୍ର। ନିକଟରେ ତାଙ୍କର ତାଙ୍କ ନିର୍ବନ୍ଧ ଖୁବ୍ ଧୁମ୍ ଧାମରେ ସରି ଯାଇଛି। ଲିପ୍ସା ତାଙ୍କର ବୟଫ୍ରେଣ୍ଡ୍ ଆକାଶ ଆଚାର୍ଯ୍ୟଙ୍କୁ ହିଁ ବିବାହ କରିବା ପାଇଁ ଯାଉଛନ୍ତି।ଆଉ ନିକଟ ରେ ତାଙ୍କ ର ଏନଙ୍ଗେଞ୍ଜମେଣ୍ଟ୍ ହୋଇ ଯାଇଥିବାର ଦେଖିବାକୁ ମିଳି ଥିଲା। ଆଉ ଦୁଇ ଜଣ ଜାକ ବହୁତ ଖୁସି ଥିବାର ମଧ୍ୟ ଜଣା ପଡିଛି। ଏହା ସହିତ ଅନେକ ସେଲିବ୍ରିଟି ମାନେ ମଧ୍ୟ ନଜର ରେ ଆସିଥିଲେ ଲିପ୍ସା ମିଶ୍ର ଙ୍କ ର ଏନଙ୍ଗେଞ୍ଜମେଣ୍ଟ୍ ରେ। ଲିପ୍ସା ତାଙ୍କ ଏନଙ୍ଗେଞ୍ଜମେଣ୍ଟ୍ ଫୋଟ ଓ ଭିଡ଼ିଓ ସୋସିଆଲ ମିଡିଆରେ ସେୟାର କରି ତାଙ୍କ ବିବାହ କଥା ଫ୍ୟାନସ୍ ମାନଙ୍କୁ ଜଣାଇ ଥିଲେ।

ତେବେ ବର୍ତ୍ତମାନ ସମୟରେ ଲିପ୍ସା ଏବଂ ତାଙ୍କ ଭାବି ସ୍ବାମୀଙ୍କ କିଛି ଫୋଟ ଏବଂ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଦୁହେଁ ଏକାଠି ସମୟ ବିତାଉ ଥିବାର ନଜର ଆସିଛନ୍ତି। ଦୁହେଁ ପୁରୀ ସମୁଦ୍ର କୂଳରେ ଏକାଠି ବୁଲୁଥିବାର ଦେଖିବାକୁ ମିଳିଛି ଦୁହେଁ ଖୁବ୍ ଖୁସି ଥିବାର ମଧ୍ୟ ନଜର ଆସିଛନ୍ତି। ଦୁହେଁ ଏକାଠି ମିଶି ଖୁବ୍ ଏଞ୍ଜୟ୍ ମଧ୍ୟ କରୁଛନ୍ତି। ଆଉ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଆଉ ଫ୍ରେଣ୍ଡସ ମାନଙ୍କୁ ଲିପ୍ସା ଏବଂ ତାଙ୍କର ଭାବି ସ୍ବାମୀଙ୍କ ଯୋଡି ପସନ୍ଦ ଆସିଛି। ତେବେ ଲିପ୍ସାଙ୍କ ନିର୍ବନ୍ଧ ସାରିଥିବା ସେମାନେ ଖୁବ୍ ଶୀଘ୍ର ବିବାହ କରିବା ପାଇଁ ଯାଉଛନ୍ତି ବୋଲି ଜଣା ପଡ଼ିଛି। ଯାହାକୁ ନେଇ ଫ୍ୟାନସ୍ ମାନଙ୍କ ମନରେ ଉତ୍ସାହ ଦେଖିବା ପାଇଁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment