ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ତ ସବୁବେଳେ କିଛି ନା କିଛି ନୂଆ ନୂଆ ଭିଡ଼ିଓ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଦେଖିବାକୁ ମିଳିଥାଏ ଯାହା ମନରେ ଶାନ୍ତି ଭାବକୁ ସୃଷ୍ଟି କରିଥାଏ ଓ ଯାହାକୁ ଦେଖିଲେ ମନରେ ଦିବ୍ୟ ଭାବନା ଉପୁଜିଥାଏ | ତେବେ ବର୍ତ୍ତମାନ ସେହିଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଆଉ ଯେଉଁଠି ଦେଖିବାକୁ ମିଳିଛି କି ପୁରୀ ସମୁଦ୍ର କୂଳରେ ଆଳତୀ ହେଉଛି | ଆଉ ଯେଉଁ ଦୃଶ୍ୟ ଟି ଏତେ ମନ ରୋମ ଓ ଚିରାକର୍ଷକ ଥିଲା କି ତାହାକୁ ଦେଖିଲେ ଆପଣ ମାନଙ୍କ ମନରେ ମଧ୍ୟ ଶାନ୍ତି ଭାବନା ଜାଗ୍ରତ ହେଇଯିବ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଭଳି ଗୋଟିଏ ଭାଇରାଲ ହେଉଥିବା ଭିଡ଼ିଓ ଟି ଉପରେ ଟିକିଏ ନଜର ପକାଇବା |
ସାଧାରଣତଃ ଆମେ ଜାଣିଛୁ କି ପୁରୀ କୁ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ଙ୍କର ଧାମ ବୋଲି କୁହାଯାଇଥାଏ | ଆଉ ଯେଉଁଠାରେ ଭକ୍ତ ମାନଙ୍କର ମନର ବାଞ୍ଛା କୁ ପୂରଣ କରୁଥିବା ସେହି କାଳିଆ ଠାକୁର ବାସ କରିଥାନ୍ତି | ଆଉ ଯେଉଁ ଧାମରେ ଥରେ ପାଦ ଦେଲେ ମଣିଷ ମନରେ ଶାନ୍ତି ଓ ତୃପ୍ତି ଜାତ ହୋଇଥାଏ | ସେହି ଭଳି ଏକ ପୁଣ୍ୟ କ୍ଷେତ୍ର ରେ ଦେଖୁବାକୁ ମିଳିଛି ଏକ ଅଲୌକିକ ଦୃଶ୍ୟ | ଆଉ ଯାହାକୁ ଦେଖିବା ପରେ ମନରେ ଶାନ୍ତି ଭାବ ଭରି ଯାଇଛି |
ତେବେ ଭାଇରାଲ ହେଉଥିବା ସେହି ଅଲୌକିକ ଦୃଶ୍ୟ ହେଉଛି ପୁରୀ ସମୁଦ୍ର କୂଳରେ ଆଉ ସନ୍ଧ୍ୟା ସମୟର ଦୃଶ୍ୟ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଦୁଇଜଣ ବ୍ରାହ୍ମଣ ସୁନ୍ଦର ଭାବରେ କରିବାକୁ ଲାଗିଛନ୍ତି ମନ୍ତ୍ର ପାଠ | ଆଉ ଠିକ ସେହି ସମୟରେ ଜଗନ୍ନାଥ ଙ୍କ ନା କୁ ନେଇକି ବବ୍ରାହ୍ମଣ ଜଣଙ୍କଆଳତୀ କରିବାକୁ ଲାଗିଛନ୍ତି | ଆଉ ସେହି ସମୟର ସେହି ଅଲୌକିକ ଭାବ ପ୍ରବଣତା ପୂର୍ଣ୍ଣ ଦୃଶ୍ୟ କୁ ଦେଖିବା ପାଇଁ ଲୋକ ମାନେ କାହିଁ କେତେ ଦୂର ରୁ ଆସିଥାନ୍ତି ମନ ରେ କେତେ ଭାବ ଆଉ ଭକ୍ତି ନେଇକି ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ଙ୍କ ପାଖକୁ |
ତେବେ ଆମେ ଜାଣିଛୁ କି ଆଳତୀ ର ସମୟ ହେଉଛି ପୁଣ୍ୟ ର ସମୟ, ଆଉ ଏହି ସମୟରେ ଯଦି ଆପଣ ମାନେ ଭଗବାନ ଙ୍କୁ ମନରେ ଅନ୍ତରର ସହିତ ଡ଼ାକିବ ତ ଭଗବାନ ନିଶ୍ଚୟ ଆପଣ ଙ୍କ କଥା ଶୁଣିବେ | ଆଉ ଆପଣଙ୍କର ସମସ୍ତ ଆଶା କୁ ପୂରଣ କରିଦେବେ ଓ ମନରେ ଏକ ଶାନ୍ତି ଭାବଟେ ମଧ୍ୟ ପ୍ରକାଶ ପାଇବା | ତେବେ ସେହି ଭଳି ଏକ ଦୃଶ୍ୟ ଭାଇରାଲ ହେବାରେ ଲାଗିଛି | ଆଉ ଯାହାକୁ ଦେଖିବା ପରେ ମନ ରେ ଶାନ୍ତି ଭାବ ଜାଗ୍ରତ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।