ମହା ଖୁଲାସା ! “ପୁରୀରେ ତ ଅଠର ନଳା, କିନ୍ତୁ ଏଠି କେତେ ନଳା..କେତେ ନେତା ମନ୍ତ୍ରୀ ପଶିଛନ୍ତି..ମାନିବାକୁ ପଡିବ ତାକୁ”… ଏ ନେଇ କଣ କହୁଛନ୍ତି ସୁର ରାଉତରାୟ, ଦେଖନ୍ତୁ Video

ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଗୋଟିଏ ପରେ ପରେ ଗୋଟିଏ ଅର୍ଚ୍ଚନା ଙ୍କ ନାଁ ରେ ଯେଉଁ ଭଳି ଭାବରେ ଘଟଣା ଗୁଡିକ ଭାଇରାଲ ହେଉଛି, ଆଉ ଘଟଣା ଗୁଡିକ ର ଯେଉଁ ଭଳି ଭାବରେ ସତ ସାମ୍ନା କୁ ଆସୁଛି ଯାହା ବିଷୟରେ ଆପଣ ମଧ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି କୁହାଯାଉଛି କି ଅର୍ଚନା କେଉଁ ଭଳି ଭାବରେ ନେତା ଆଉ ମନ୍ତ୍ରୀ ମାନଙ୍କୁ ନିଜର ପ୍ରେମ ଜାଲରେ ଫୋସାଉଥିଲେ |ଆଉ ସେମାନଙ୍କ ପାଖରୁ ପ୍ରଚୁର ପରିମାଣରେ ଅର୍ଥ ନେଇକି ଲୋକ ମାନଙ୍କୁ ବ୍ଲାକ ମେଲିଙ୍ଗ କରିବାକୁ ଲାଗିଥିଲେ | ତେବେ ଆସନ୍ତୁ ଦର୍ଶକ ବନ୍ଧୁ ସେ ସମସ୍ତ ଘଟଣା ସମ୍ପର୍କ ରେ ସୁର ରାଉତରାୟ କଣ କହିଛନ୍ତି ଆସନ୍ତୁ ଜାଣିବା |

ତେବେ ଅର୍ଚନା ଙ୍କ ଘଟଣା ରୁ ଯାହା ଜଣା ପଡିଛି କି ଦିନକୁ ଦିନ ମାମଲା ଗମ୍ଭୀର ହେବାରେ ଲାଗିଛି ଆଉ ଅର୍ଚନା ଙ୍କ ପାଖକୁ ଯାଉଥିବା ନେତା, ମନ୍ତ୍ରୀ ଆଉ ବିଲଡର ମାନଙ୍କର ନାଁ ଆଉ ଗୁମର ଫିଟିବାରେ ଲାଗିଛି | ଆଉ ଯେଉଁ ଘଟଣା କୁ ନେଇକି ପ୍ରତିକ୍ରିୟା ରଖିଛନ୍ତି ସୁର| ତେବେ ସୁର କହିଥିଲେ କି ପୁରୀ ରେ ଅଠର ନଳା କଥା ଶୁଣିଛି କିନ୍ତୁ ଏହି ମହିଳା ଜଣଙ୍କର କେତେବେଳେ ନଳା ସେ କଥା କିଏ କହି ପାରିବ | ଆଉ ଏମିତି କଳା ଥିଲା ବୋଲି ତ ରାଜନେତା, ନେତା ସମସ୍ତଙ୍କୁ ନିଜ ପାଖକୁ ଆକୃଷ୍ଟ କରେଇ ପାରିଛି |

ଆଉ ଯେଉଁଠି ଜଣା ପଡିଛି କି ସୁର ରାଉତରାୟ କହିଛନ୍ତି କି ଯଦି ପୋଲିସ ଘଟଣା ର ତଦନ୍ତ କରୁଛି ତାହେଲେ ଭଲ ଭାବରେ କରୁ | ତାହା ଛଡା ଘଟଣା ରେ କିଏ କିଏ ରାଜ ନେତା ମାନେ ସାମିଲ ଅଛନ୍ତି ତାହା ର ପରଦା ଫାସ ମଧ୍ୟ ହେଉ |ତେବେ ତାଙ୍କର କହିବା କଥା କି ଯଦି ଜଣେ ମହିଳା ହେଇକି 4 ବର୍ଷ ରେ ଏତେ ସମ୍ପତି ଆଉ କୋଟି କୋଟି ଟଙ୍କା ର ସମ୍ପତ୍ତି କରି ପାରୁଛି, ଏହି ଭଳି ଭାବରେ ବ୍ଲାକ ମେଲିଙ୍କ କରିକି | ତାହେଲେ ତ ଆଉ କିଛି ଦିନ ଗଲେ ସେ କେତେବେଳେ ମୁଖ୍ୟ ମନ୍ତ୍ରୀ ଆଉ ପ୍ରଧାନ ମନ୍ତ୍ରୀ ହେଇଯିବ ସେ କଥା କିଏ କହି ପାରିବ |

ତାହା ବ୍ୟତୀତ ସୁର ରାଉତରାୟ ଆହୁରି ମଧ୍ୟ କହିଛନ୍ତି କି ଏହି ମହିଳା ଜଣଙ୍କ ଯେଉଁ ଭଳି ଭାବରେ ଅଲିସାନ ଘର ଆଉ ସମ୍ପତ୍ତି କମେଇ ଛନ୍ତି ତାଙ୍କ ଆଗରେ ଟାଟା ଆଉ ବିର୍ଲା ର ମାଲିକ ମାନେ ମଧ୍ୟ ହାର ମାନିବେ | ତେବେ ଏହି ଘଟଣା ର ପୋଲିସ ତଦନ୍ତ କରି ଏହିଭଳି କାମ ପଛରେ ଆଉ କିଏ କିଏ ଅଛନ୍ତି ତାହାର ଖୋଳ ତାଳ କରିବାକୁ କହିଛନ୍ତି ସୁର ରାଉତରାୟ | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment