ପୁରୀରେ ଜଣେ ବିଦେଶୀ ଭକ୍ତ ମହାପ୍ରଭୁଙ୍କ ଅର୍ନଗଳ ଶ୍ଲୋକ ଉଚାରଣ କରୁଛନ୍ତି… ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ… ଦେଖନ୍ତୁ Video

ଦର୍ଶକ ବନ୍ଧୁ ଧର୍ମ ର କ୍ଷେତ୍ର ଭୂମି ଜଗନ୍ନାଥ ଙ୍କ ଧାମ ଓଡିଶା ଓ ଓଡ଼ିଆ ର ଗୌରବ ଭାବେ ସାରା ବିଶ୍ୱ ରେ ପ୍ରସିଦ୍ଧ ଜଗନ୍ନାଥ ଙ୍କ ଧାମ ଯାହା ପାଇଁ ବିଦେଶ ରୁ ଆସି ଲୋକମାନେ ଜଗନ୍ନାଥ ଧର୍ମ ନିଜକୁ ଦୀକ୍ଷିତ କରାଉଛନ୍ତି, ପ୍ରଭୁ ଜଗନ୍ନାଥ ଙ୍କ ମହିମା ଓ ଜଗନ୍ନାଥ ଙ୍କ ଦର୍ଶନ ପାଇବା ପାଇଁ ବିଦେଶ ରୁ ଆସୁଥିବା ପର୍ଯ୍ୟଟନ ମାନେ ଓଡ଼ିଶାରେ ନିଜର ଵାସ ସ୍ଥାନ କରିସାରିଲେଣି, ଜଗନ୍ନାଥ ଙ୍କ ପ୍ରେମ ରେ ନିଜକୁ ହଜାଇଦେଇଥିବା ପର୍ଯ୍ୟଟକ ମାନେ ଏବେ ଧୀରେ ଧୀରେ ଓଡ଼ିଆରେ କଥା ମଧ୍ୟ ଶିଖି ଗଲେଣି ଓ ସେମାନଙ୍କୁ ଜଗନ୍ନାଥ ଙ୍କ ଶ୍ଳୋକ ପ୍ରାଞ୍ଜଳ ଭାବରେ ମୁହଁରେ ଉଚ୍ଚାରଣ କରୁଛନ୍ତି, ସାରା ବିଶ୍ୱ ରେ ପ୍ରସିଦ୍ଧ ଜଗନ୍ନାଥ ଙ୍କ ଧାମ ଓଡିଶା ପ୍ରଭୁ ଜଗନ୍ନାଥ ଙ୍କ ଆଜି ସାରା ଓଡ଼ିଆ ମାନେ ଗର୍ବିତ |

ହଁ ଦର୍ଶକ ବନ୍ଧୁ କଥାରେ ଅଛି ଯଦି ମନେ କିଛି କରିବାର ବା ଶିଖିବାର ଇଚ୍ଛା ଶକ୍ତି ଥିବ ତାହାଲେ ମଣିଷ କିଛି ବି କରିପାରିବ ବୋଲି କୁହା ଯାଏ, ଠିକ ସେଇ ଭଳି ଭାବରେ ଆମେରିକା ରୁ ଆସିଥିବା ପର୍ଯ୍ୟଟନ ମାନେ ଓଡିଶା ରେ ରହି ଓଡ଼ିଆ ଭାଷା ଖୁବ ସୁନ୍ଦର ଭାବରେ କହୁଛନ୍ତି ଓ ତାକୁ ବୁଝୁଛନ୍ତି ମଧ୍ୟ, ସୂଚନା ରୁ ଯାହା ଜଣା ପଡିଛି ସେମାନେ 28 ବର୍ଷ ଧରି ଓଡିଶା ରହି ଆସୁଛନ୍ତି ଓ ପୁରୀ ଜଗନ୍ନାଥ ଧାମ ରେ 8 ବର୍ଷ ଧରି ରହିଆସୁଛନ୍ତି, ସେମାନଙ୍କ ମନ ରେ ରହିଛି କେବେଳେ ଭକ୍ତି ଭାବ ଯେମିତି କି ସେମାନେ ନିଜକୁ ଭୁଲି ଯାଇଛନ୍ତି, ମନରେ ରଖିଛନ୍ତି କେବଳ ଜଗନ୍ନାଥ ନାମ ଓ ସବୁବେଳେ ଜପୁଛନ୍ତି ଜଗନ୍ନାଥ ଙ୍କ କୀର୍ତନ ଆମେରିକା ଛାଡି ଜଗନ୍ନାଥ ଙ୍କ ଭକ୍ତି ପ୍ରେମ ରେ ସେମାନେ ନିଜକୁ ସତରେ ହଜାଇଦେଇଛନ୍ତି |

ସୂଚନା ଅନୁଯାୟୀ 8 ବର୍ଷ ଧରି ବିଦେଶୀ ମାନେ ଜଗନ୍ନାଥ ଙ୍କ ନା ରେ ରିସେର୍ଚ୍ଚ କରିଛନ୍ତି ଓ ଗୋଟିଏ ବହି ମଧ୍ୟ ଲେଖିଛନ୍ତି ଯାହାର ନାମ ଜଗନ୍ନାଥ କଥାମୃତ ରଖିଛନ୍ତି ଓ ଏହା ଇଂରାଜୀ ରେ ଲେଖା ଯାଇଛି ବୋଲି କହିଛନ୍ତି ଆମେରିକା ରୁ ଆସି ଓଡିଶା 27 ବର୍ଷ ଓ ପୁରୀ ରେ 8 ବର୍ଷ ଧରି ରହିଆସୁଥିବା ବିଦେଶିନୀ ମାନେ ସେମାନେ ନିଜକୁ ବିଦେଶିନୀ ନୁହେଁ, ସେମାନେ ନିଜକୁ ଓଡ଼ିଆ ବୋଲି ପରିଚୟ ଦେଉଛନ୍ତି, ସତରେ ଜଗନ୍ନାଥ ଙ୍କ ପ୍ରେମ ରେ ନିଜକୁ ବିଦେଶୀ ମାନେ ଏମିତି ଭାବରେ ହଜାଇଦେଇଛନ୍ତି, ତାହା ଜାଣିଲେ ଆମ ଓଡିଶା ବାସୀ ଙ୍କୁ ଗର୍ବ ଅନୁଭବ ହେଇଥାଏ |

ଦର୍ଶକ ବନ୍ଧୁ ଏହା ଥିଲା ଓଡିଶା ରେ ରହୁଥିବା ଜଗନ୍ନାଥ ଙ୍କ ଧର୍ମ ରେ ନିଜକୁ ହଜେଇ ଦେଇଥିବା କିଛି ବିଦେଶୀ ମାନଙ୍କ ର କଥା ଯାହା ଏବେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ର ରେ ଭାଇରଲ ହେବାକୁ ଲାଗିଛି ଓ ବିଦେଶୀ ହୋଇ ମଧ୍ୟ ଜଗନ୍ନାଥ ଙ୍କ ପ୍ରତି ଥିବା ପ୍ରେମ, ଭକ୍ତି ଆଉ ଭଲ ପାଇବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ, ଆମେ ଓଡ଼ିଆ ଓ ଆମ କଳା, ସଂକୃତି ଟି ଏତେ ଭଲ ପାଉଛନ୍ତି ବୋଲି ଜାଣି ନିଜେ ନିଜେ ଗର୍ବିତ ମଧ୍ୟ ଆମ ଓଡ଼ିଆ ମାନେ ହେଉଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment