Odisha News Portal

ପୁରୀ ଜିଲ୍ଲାର ସାତପଡ଼ା କଣ ପାଇଁ ପ୍ରସିଦ୍ଧ ?୯୯% ଫେଲ ମାରିଛନ୍ତି ଆପଣ ପାଠ ପଢିଥିଲେ ଉତର ନିଶ୍ଚୟ ଦେବେ

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ ୧୫ ଟି ଓଡ଼ିଶା ସମ୍ପର୍କିତ କିଛି ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ୧୫ ଟି ଚତୁର ପ୍ରଶ୍ନ;

(୧) ପ୍ରଶ୍ନ:- ଭିତର କନିକା ଅଭ୍ୟାରଣ୍ୟ କଣ ପାଇଁ ପ୍ରସିଦ୍ଧ ?

ଉତ୍ତର: କୁମ୍ଭୀର।

(୨) ପ୍ରଶ୍ନ:- ପୁରୀ ଜିଲ୍ଲାର ସାତପଡ଼ା କଣ ପାଇଁ ପ୍ରସିଦ୍ଧ ?

ଉତ୍ତର: ଡ଼ଲଫିନ।

(୩) ପ୍ରଶ୍ନ:- ଢେଙ୍କାନାଳ ଜିଲ୍ଲାର ପାହାଡ ଉପରେ କେଉଁ ଠାକୁରଙ୍କ ମନ୍ଦିର ଅଛି ?

ଉତ୍ତର: ଚନ୍ଦ୍ରଶେଖର।

(୪) ପ୍ରଶ୍ନ:- ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର କେଉଁ ଠାରେ ଅବସ୍ଥିତ ?

ଉତ୍ତର: ପୁରୀ।

(୫) ପ୍ରଶ୍ନ:- ଓଡ଼ିଶାର ତାରିଣୀ ମନ୍ଦିର କେଉଁ ଜିଲ୍ଲାର ଅବସ୍ଥିତ ?

ଉତ୍ତର: କେଉଁଝର।

(୬) ପ୍ରଶ୍ନ:- କରାପୁଟ ର କେଉଁ ପର୍ବତ ଉପରେ ଗୁପ୍ତେଶ୍ଵର ଶିବ ମନ୍ଦିର ଅବସ୍ଥିତ ?

ଉତ୍ତର: ରାମଗିରି।

(୭) ପ୍ରଶ୍ନ:- ହରିଶଙ୍କର କେଉଁ ଜିଲ୍ଲାରେ ଅବସ୍ଥିତ ?

ଉତ୍ତର: ବଲାଙ୍ଗୀର।

(୮) ପ୍ରଶ୍ନ:- ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ନାମ କଣ ?

ଉତ୍ତର: ହରେ କୃଷ୍ଣଚନ୍ଦ୍ର ମହତାବ।

(୯) ପ୍ରଶ୍ନ:- ପ୍ରଥମ ଓଡ଼ିଆ କାବ୍ୟର ନାମ କଣ ?

ଉତ୍ତର: ମହାଭାରତ।

(୧୦) ପ୍ରଶ୍ନ:- ପ୍ରଥମ ଓଡ଼ିଆ ମହିଳା IPS ଙ୍କ ନାମ କଣ ?

ଉତ୍ତର: ରୂପା ମିଶ୍ର।

(୧୧) ପ୍ରଶ୍ନ:- ପ୍ରଥମ ଓଡ଼ିଆ ରଙ୍ଗୀନ ଚଳଚ୍ଚିତ୍ର ର ନାମ କଣ ?

ଉତ୍ତର: ଗପ ହେଲେବି ସତ।

(୧୨) ପ୍ରଶ୍ନ:- ପ୍ରଥମ ଛାପା କଳର ନାମ କଣ ?

ଉତ୍ତର: ଉତ୍କଳ ପ୍ରିଣ୍ଟିଂ ପ୍ରେସ।

(୧୩) ପ୍ରଶ୍ନ:- ପ୍ରଥମ ହାଇସ୍କୁଲ କେଉଁ ଜିଲ୍ଲାରେ ତିଆରି ହୋଇଥିଲା ?

ଉତ୍ତର: କଟକ।

(୧୪) ପ୍ରଶ୍ନ:- ପ୍ରଥମ ହାଇସ୍କୁଲର ନାମ କଣ ଥିଲା ?

ଉତ୍ତର: ରାଣୀହାଟ ହାଇସ୍କୁଲର।

(୧୫) ପ୍ରଶ୍ନ:- ପ୍ରଥମ ଇଂଜିନିୟରିଂ କଲେଜର ନାମ କଣ ?

ଉତ୍ତର: କଟକ ଇଂଜିନିୟରିଂ କଲେଜ, କଟକ।

(୧୪) ପ୍ରଶ୍ନ:- ପ୍ରଥମ ମହିଳା କଲେଜର ନାମ କଣ ?

ଉତ୍ତର: ଶୈଳବାଳା ମହିଳା କଲେଜ।

(୧୫) ପ୍ରଶ୍ନ: ପ୍ରଥମ ଓଡ଼ିଆ ବୋଲର ଯିଏକି ଅନ୍ତର୍ଜାତୀୟ ସ୍ତରରେ ଖେଳି ଥିଲେ ସେ କିଏ ?

ଉତ୍ତର: ଦେବାଶିଷ ମହାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।