Odisha News Portal

ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ , ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଆବସ୍ୟକ । ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଏମିତି କିଛି ପାଠ ରହିଥାଏ ଯାହା ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ l କେତେକ ପ୍ରଶ୍ନ ର ଉତ୍ତର ଜାଣିଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ l ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ ।

ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ପାଖରେ ତୋ ବହୁତ ଡିଗ୍ରୀ ପରିଚୟ ପତ୍ର ରଖିଛନ୍ତି କିନ୍ତୁ ସେମାନଙ୍କୁ ସାଧାରଣ କିଛି ଜ୍ଞାନ ନଥାଏ । ଯାହା ଦ୍ୱାରା ସେମାନଙ୍କୁ ଅନେକ ସମୟରେ ଅପମାନିତ ହେବାକୁ ପଡିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ପ୍ରଶ୍ନ ସମ୍ବଦ୍ଧରେ କହିବୁ ଯାହାକୁ ଆପଣ ମାନେ ମନେ ରଖିବା ବା ଜାଣି ରଖିବା ନିତାନ୍ତ ଅବଶ୍ୟକ ।

1–ଆଖିରେ କଳା ପଟି ହାତରେ ନିକିତି ଏହା କାହାର ପ୍ରତୀକ ଅଟେ ?
ଉତ୍ତର. ନ୍ୟାୟ

2–ଓଡ଼ିଶାର ଦେଖା ଯାଉ ଥିବl ଜନଜାତି ବା ଆଦିବାସୀ ସମ୍ପ୍ରଦାୟ ଟି କଣ ?

ଉତ୍ତର. କନ୍ଧ, ଓରାମ, ମୁଣ୍ଡା, ସାନ୍ତାଳ

3– ଅଚାନ କମାର ୱାଇଲଡ ଲାଇଫ ସଂକେଚେରୀ କେଉଁ ରାଜ୍ୟ ରେ ଅବସ୍ଥିତ ?

ଉତ୍ତର. ମୁଙ୍ଗେଲି, ଛତିଶଗଡ

4–ପ୍ରଥିବୀର ସବୁଠାରୁ ଛୋଟ ଦେଶ ଟିର ନାମ କଣ ?

ଉତ୍ତର. ଭାଟିକାନ ସିଟି

5–ସୂର୍ଯ୍ୟ ଙ୍କର ଆୟୁଷ କେତେ ?

ଉତ୍ତର :- 4.603 ମିଲିୟନ ବର୍ଷ

6– ଅମିତାଭ ଘୋଷ ଙ୍କୁ କେଉଁ କ୍ଷେତ୍ର ରେ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ କରା ଯାଇଛି ?

ଉତ୍ତର. ସାହିତ୍ୟ

7–ଓଡିଶାର କେଉଁ ଜିଲ୍ଲାରେ ଜୁଲା ପୋଲ ରହିଛି ?

ଉତ୍ତର–କଟକ

8–ଭାରତର ପ୍ରଥମ ମହିଲା ମୁଖ୍ୟମନ୍ତ୍ରୀ କିଏ ଥିଲେ ?

ଉତ୍ତର–ସୂଚେତା କ୍ରିପାଳିନି

9–ଭାରତର ସବୁଠାରୁ ଛୋଟ ରାଜ୍ୟର ନାମ କଣ ?

ଉତ୍ତର–ଗୋଆ

10–ଭାରତର ପ୍ରଥମ ନାଗରିକ କିଏ ?

ଉତ୍ତର–ରାଷ୍ଟ୍ରପତି

11–ଆଣବିକ ଗବେଷଣା ପ୍ରତିଷ୍ଠାନ ସାହା ଇନଷ୍ଟିଚୁଡ଼ ଅଫ ନିଉ କ୍ଲିୟର ଫିଜି କେଉଁ ଥରେ ଅବସ୍ଥିତ ?

ଉତ୍ତର. କୋଲକାତା

12–ଡ଼ିଲୱାଡ଼l ରେ ଜୈନ ମନ୍ଦିର କେଉଁ ଥରେ ଅବସ୍ଥିତ ?

ଉତ୍ତର. ମାଉଣ୍ଟ ଆବୁ, ରାଜସ୍ଥାନ

13–ଦେବୀ ଅହଲ୍ୟା ବାଇ ବିମାନ ବନ୍ଦର ଟି କେଉଁ ଠାରେ ଅବସ୍ଥିତ ?

ଉତ୍ତର. ଇନ୍ଦୋର, ମଧ୍ୟପ୍ରଦେଶ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।